Browsing Tag

vegetable

କାର୍ତ୍ତିକ ମାସ ପାଇଁ ଦୁଇ ଗୁଣା ପରିବା ଦର, ଘରକୁ କିଣି ନେବାକୁ ଅସମର୍ଥ ଲୋକେ

ଭଦ୍ରକ(କେନ୍ଯୁଜ୍): ରୋଷେଇ ଘରେ ମହଙ୍ଗା ମାଡ଼ । ପରିବା ବଜାରରେ ନିଆଁ ।  କୃଷି ବହୁଳ ଭଦ୍ରକ ଜିଲ୍ଲାରେ ଏବେ ପନିପରିବା ଦର ଆକାଶ ଛୁଆଁ। ଫଳରେ ସାଧାରଣ ମଧ୍ୟବିତ୍ତ ଲୋକ ମାନେ ପନି ପରିବା କିଣିବା ପାଇଁ ବଜାର ରେ ଆଉ ପୂର୍ବଅପେକ୍ଷା ଭିଡ଼ ଜମାଉ ନାହାନ୍ତି।ନିତ୍ୟବ୍ୟବହାର୍ଯ୍ୟ ପରିବା ସହ, ପିଆଜ…

ରୋଷେଇ ଘରେ ମହଙ୍ଗା ମାଡ଼: ୫୦ ଟଙ୍କା ଉପରେ ସବୁ ପରିବା ଦର, କେଜିଏ ବଦଳରେ ଅଧା କେଜି କିଣୁଛନ୍ତି ଖାଉଟି

ଭୁବନେଶ୍ବର(କେନ୍ଯୁଜ୍): ରୋଷେଇ ଘରେ ମହଙ୍ଗା ମାଡ଼ । ପରିବା ବଜାରରେ ନିଆଁ । କାର୍ତ୍ତିକ ମାସ ପୂର୍ବରୁ ଆକାଶଛୁଆଁ ପରିବା ଦର । ରାଜଧାନୀରେ ୫୦ ଛୁଇଁଛି ପିଆଜ । ପୂର୍ବରୁ କେଜି ୩୦ ଟଙ୍କା ଥିବାବେଳେ ଏକାଥରେ ୨୦ ଟଙ୍କା ବଢି ୫୦ରେ ପହଂଚିଛି । ଏହାସହ ୫୦ ଟଙ୍କା ଉପରେ ସବୁ ପରିବା । ବଜାରରେ…

ଦୈନିକ ବଜାରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ନିଷ୍ପତ୍ତିକୁ ବିରୋଧ, ବିକ୍ରି ନକରି ଶେଷରେ ରାସ୍ତାରେ ପରିବା…

ବଲାଙ୍ଗୀର : ରାସ୍ତାରେ ପରିବା ଫିଙ୍ଗିଲେ ବ୍ୟବସାୟୀ । ବଲାଙ୍ଗୀର ଦୈନିକ ବଜାରରେ କୋଭିଡ କଟକଣା କଡାକଡି କରି ବ୍ୟବସାୟୀଙ୍କୁ ଅନ୍ୟତ୍ର ଯିବାକୁ କହିଥିଲେ ପୌର ପରିଷଦ । ହେଲେ ଏହାର ପ୍ରତିବାଦ କରିଥିଲେ ବ୍ୟବସାୟୀ । ବଜାରରେ ଯଦି ବିକ୍ରି ହେବନି ତାହେଲେ ଫିଙ୍ଗିଦେବା ଭଲ ବୋଲି କହିଥିଲେ…

ପଥପ୍ରାନ୍ତରେ ପରିବା ବିକ୍ରୀ: ନା ଅଛି ସହରୀ କୋଳାହଳ ନା ଅଛି ଗହଳି, କରୋନା କଟକଣାକୁ ମାନି ଚାଲିଛି ବ୍ୟବସାୟ

ଭଞ୍ଜନଗର :  ଗଂଜାମ ଜିଲ୍ଲାର ବ୍ରହ୍ମପୁର ରୁ ଭଂଜନଗର ଯିବା ରାସ୍ତାର, ଭିନ୍ନ ଭିନ୍ନ ସ୍ଥାନରେ, ରାସ୍ତା କଡରେ ଚାଲିଛି ପରିବା ବ୍ୟବସାୟ । ଏଠାରେ ନା ଅଛି ସହରୀ କୋଳାହଳ, ନା ଅଛି ଗହଳି। କରୋନା କଟକଣାକୁ ଉଲଂଘନ କରିବାର ଆଶଙ୍କା ବି ନାହିଁ। ରାଜ ରାସ୍ତା କଡରେ ପଡ଼ିଛି , ଭଳିକି ଭଳି ପରିବା…

ଆଳୁ ୪୫ ତ ପିଆଜ ୮୦, ଗରାଖ ଉଣ୍ଡୁଛି ଶସ୍ତା କେଉଁଠି

ଇଏ ସ୍ୱାଭିବକ କଥା ଯେ କାର୍ତ୍ତିକ ମାସ ଆସିଲେ ପରିବା ଦର ବଢ଼ି ଯାଏ । କାରଣ ଅନେକ ଲୋକ ଆମିଷ ଛାଡ଼ି ଧର୍ମକର୍ମରେ ମାତି ଯାଆନ୍ତି ଏବଂ କେବଳ ଭେଜ୍‌ ହୋଇଯାଆନ୍ତି । ତେବେ ଗତ କିଛି ବର୍ଷ ହେଲା ଏହି ଧର୍ମ ମାସରେ ଏଭଳି ସ୍ଥିତି ଉପୁଜୁଛି ଯେ ପରିବା ବଜାରକୁ ଯିବା ଲାଗି ଲୋକେ ଡରୁଛନ୍ତି । ଆପଣ…

ଆକାଶ ଛୁଆଁ ପରିବା ଦର, ଆଳୁ ଓ ପିଆଜ ବି କିଣିବା ହୋଇଯାଉଛି କଷ୍ଟକର

ଭୁବନେଶ୍ବର: ପରିବା ଦର ଆକାଶ ଛୁଆଁ । ହାତ ମାରି ହେଉନି କୌଣସିଥିରେ । ଖାଲି ପରିବା ନୁହେଁ ଆଳୁ ଓ ପିଆଜ ଦର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । କିଛି ବଜାରରେ ପରିବା ଉଭାନ ହୋଇ ଯାଇଥିବା ବେଳେ କିଛି ସ୍ଥାନରେ ପରିବା…

ଏଭଳି ଉପାୟରେ ରୋଷେଇ ଘରେ ରଖନ୍ତୁ ପିଆଜ, ଲମ୍ବା ସମୟ ଯାଏ ହେବନି ଖରାପ

ପରିବା ଭିତରୁ ପିଆଜ ଏକ ପ୍ରମୁଖ ପରିବା ଅଟେ, ଯାହାକୁ ଘରେ ଘରେ ଖିଆଯାଇଥାଏ। ଏହା ଅଲଗା ଅଲଗା ଭେରାଇଟିର ଆସିଥାଏ, ଯେପରି ଲାଲ୍‌ ପିଆଜ, ହଳଦିଆ ପିଆଜ ଏବଂ ଧଳା ପିଆଜ। ତେବେ କିଛି ଲୋକ ଅଭିଯୋଗ କରନ୍ତି, ଘରେ ରଖାଯାଉଥିବା ପିଆଜ ବହୁତ ଜଲ୍‌ଦି ଖରାପ ହୋଇଯାଏ। ତେଣୁ ଏହି ସମସ୍ୟାକୁ ଦୂର କରିବା…

ଜିମ୍‌ ଯିବା ବନ୍ଦ କରି ଦିଅନ୍ତୁ, ଏହି ପରିବା ଖାଇ ମାତ୍ର ୧୫ ଦିନରେ କମାନ୍ତୁ ଆପଣଙ୍କ ଓଜନ

ଓଜନ କମେଇବା ପାଇଁ ଲୋକେ ଭିନ୍ନ ଭିନ୍ନ ତରିକା ଆପଣାଇ ଥାଆନ୍ତି। ଜିମ୍‌ ଯାଇ ଓ୍ଵାର୍କଆଉଟ୍‌ କରି ଝାଳ ବୁହାଇଥାଆନ୍ତି। ଯଦି ଆପଣ ସକାଳେ ଏବଂ ସନ୍ଧ୍ୟାରେ ଏଭଳି କିଛି ତରିକା ଆପଣାଇ ଥକି ଗଲେଣି, ତା’ହେଲେ ସେ ସବୁକୁ ଛାଡ଼ି ଭୋଜନରେ ଖାଆନ୍ତୁ ବିନ୍ସ। ଏହାକୁ ଡାଏଟ୍‌ରେ ସାମିଲ କରି ଆପଣ ଆପଣଙ୍କ…