Browsing Tag

vigilance

ଭିଜିଲାନ୍ସ ଜାଲରେ କେଉଁଝର ବୁଢ଼ୀକାପୁଡି ପଞ୍ଚାୟତ ଜିଆରଏସ୍, ୨ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ

କେଉଁଝର(କେନ୍ୟୁଜ୍): ୨ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜିଆରଏସ। କେଉଁଝର ଜିଲ୍ଲା ବୁଢ଼ୀକାପୁଡି ପଞ୍ଚାୟତ ଜିଆରଏସ୍ ନିରାକାର ମହାନ୍ତ। ଜବ୍ କାର୍ଡଧାରୀଙ୍କ ନାମ ପଞ୍ଜିକରଣ କରାଇ ଦେବାକୁ ନେଉଥିଲେ ଏହି ଲାଞ୍ଚ। ଲାଞ୍ଚ ଟଙ୍କା ଜିଆରଏସଙ୍କ ଠାରୁ ଜବତ। ଅଧିକ ତଦନ୍ତ ଜାରି ରଖିଛି…

ଭିଜିଲାନ୍ସ ଜାଲରେ କଟକ ଡମପଡା ବ୍ଳକର ସହକାରୀ ଯନ୍ତ୍ରୀ, ଏକାକାଳୀନ ୪ଟି ସ୍ଥାନରେ ଚାଲିଛି ଚଢଉ

କଟକ(କେନ୍ୟୁଜ): ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । କଟକ ଜିଲ୍ଲା ଡମପଡା ବ୍ଳକର ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତଙ୍କ ଘରେ ଭିଜିଲାନ୍ସ ରେଡ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଛି । ଭଜିଲାନ୍ସ କଟକ ଡିଭିଜନ ପକ୍ଷରୁ ଏକାକାଳୀନ ୪ଟି ସ୍ଥାନରେ ଚଢାଉ କରାଯାଉଛି ।…

ଭିଜିଲାନ୍ସ କବ୍‌ଜାରେ ଡେରାବିଶ ଅତିରିକ୍ତ ବ୍ଲକ୍‌ ଶିକ୍ଷାଧିକାରୀ, ଦରମା କରାଇଦେବାକୁ ନେଉଥିଲେ ୫ ହଜାର ଟଙ୍କା ଲାଞ୍ଚ

କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ ଅତିରିକ୍ତ ବ୍ଲକ୍‌ ଶିକ୍ଷାଧିକାରୀ। ୫ ହଜାର ଟଙ୍କା ଲାଞ୍ଚ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଏବିଇଓ ବିପିନ ବିହାରୀ ସିଂ ଧରାପଡ଼ିଛନ୍ତି। ଜଣେ ବ୍ୟକ୍ତିଙ୍କ ବକେୟା ଦରମା ଟଙ୍କା କରାଇଦେବାକୁ କହି ବିପିନ୍‌ ବିହାରୀ ଲାଞ୍ଚ ନେଉଥିଲେ। ସୂଚନାନୁଯାୟୀ,…

ଯାଜପୁର ତହସିଲର ପୂର୍ବତନ ନାଜିର ଗିରଫ, ୨୦୧୬ ମସିହାରୁ ରହିଥିଲେ ଫେରାର

କଟକ(କେନ୍ୟୁଜ): ସରକାରୀ ପାଣ୍ଠି ହଡ୍‌ପ ଅଭିଯୋଗରେ ଯାଜପୁର ତହସିଲର ପୂର୍ବତନ ନାଜିର ଗିରଫ । ପୂର୍ବତନ ନାଜିର ରଜତ କୁମାର ରାଉତରାୟକୁ ଭିଜିଲାନ୍ସ ସ୍ୱତନ୍ତ୍ର ଟିମ ଗିରଫ କରିଛି । ୨୦୧୬ ମସିହାରୁ ସେ ଫେରାର ଥିଲେ । ୪ କୋଟି ୯୫ ଲକ୍ଷ ଟଙ୍କା ସରକାରୀ ପାଣ୍ଠି ତୋଷରପାତ ଘଟଣାରେ ରଜତ ହେଉଛି…

ମାମଲା ରଫା ଦଫା କରାଇ ଦେବାକୁ ୧୦ ଲକ୍ଷ ଟଙ୍କା ନେବା ଘଟଣା: ଇନିସ୍ପେକ୍ଟର ମାନସୀ ଜେନା ଓ ମଧ୍ୟସ୍ଥି ମୁକେଶ ସାହୁଙ୍କ…

ସମ୍ବଲପୁର(କେନ୍ୟୁଜ୍‌): ମାମଲା ରଫା ଦଫା କରାଇ ଦେବାକୁ ୧୦ ଲକ୍ଷ ଟଙ୍କା ନେବା ଘଟଣାରେ ଭିଜିଲାନ୍ସ ଇନିସ୍ପେକ୍ଟର ମାନସୀ ଜେନା ଓ ମଧ୍ୟସ୍ଥି ମୁକେଶ ସାହୁକୁ ଜେରା କରୁଛି ଭିଜିଲାନ୍ସ ଇଣ୍ଟରନାଲ ୟୁନିଟ । ଆଜି ଅପରାହ୍ନରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ । ମୁକେଶ ସାହୁ ଏକାଧିକ ଜମିଜମା…

ଭିଜିଲାନ୍ସ ଜାଲରେ ରାୟଗଡା ଅବକାରୀ ଅଧିକ୍ଷକ: ରାୟଗଡାରୁ ଭୁବନେଶ୍ୱର ଆସୁଥିବା ବେଳେ ଖୋର୍ଦ୍ଧା ନିକଟରେ ରେଡ୍, IIC…

ଭୁବନେଶ୍ୱର(କେନ୍ୟୁଜ୍‌): ଆକ୍ସନ ମୋଡରେ ଭିଜିଲାନ୍ସ । ଭିଜିଲାନ୍ସ ଜାଲରେ ରାୟଗଡା ଅବକାରୀ ଅଧିକ୍ଷକ ନିନା ବେଉରା । ଭୁବନେଶ୍ୱର ଦୁର୍ନୀତି ନିବାରଣ ବିଭାଗ ତରଫରୁ ଚଢାଉ କରି ୬ ଲକ୍ଷ ଟଙ୍କା ଜବତ କରାଯାଇଛି । ନିନା ବେଉରା ରାୟଗଡାରୁ ଭୁବନେଶ୍ୱର ଆସୁଥିବା ବେଳେ ଖୋର୍ଦ୍ଧା ନିକଟ ଜାତୀୟ…

ଧରିବା ଲୋକ ଖାଉଥିଲା ଲାଞ୍ଚ, ବାନ୍ଧିଲା ଭିଜିଲାନ୍ସ

କଟକ(କେନ୍ୟୁଜ୍):ଭିଜିଲାନ୍‌ସ ଜାଲରେ ଲେଡି ଭିଜିଲାନ୍‌ସ ଇନ୍‌ସପେକ୍ଟର । ମାମଲାର ଦଫାରଫା ପାଇଁ ମଧ୍ୟସ୍ଥି ଜରିଆରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍‌ ହ୍ୟାଣ୍ଡ ଧରିଛି ଭିଜିଲାନ୍‌ସ ବିଭାଗର ଇଣ୍ଟରନାଲ୍‌ ଭିଜିଲାନ୍‌ସ ୟୁନିଟ୍‌। ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନ୍‌ସ୍ପେକ୍ଟର…

ଭିଜିଲାନ୍ସ ଜାଲରେ ଯାଜପୁର RMC କର୍ମଚାରୀ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍‌

ଯାଜପୁର ଟାଉନ୍(କେନ୍ୟୁଜ): ଭିଜିଲାନ୍ସ ଜାଲରେ ଯାଜପୁର RMC କର୍ମଚାରୀ ଗୟାଧର ସାହୁ। ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍‌। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟାଉନ ଥାନା ଅଞ୍ଚଳ ସନ୍ଥେଶ୍ୱରପୁରସ୍ଥିତ ବାସଭବନ ଏବଂ ଭଡାରେ ଦିଆଯାଇଥିବା ଘରେ ଚଢାଉ ଚାଲିଛି। ଗୟାଧର ସାହୁଙ୍କ…

ଜମି ପାର୍ଟିସନ୍‌ ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ ଜମନକିରା ଆର୍‌ଆଇ

କୁଚିଣ୍ଡା(କେନ୍ୟୁଜ୍): ଲାଞ୍ଚ ନେଇ ଧରାପଡ଼ିଲେ ଜମନକିରା ଆର୍‌ଆଇ। ଜମନକିରା ରାଜସ୍ୱ ନିରୀକ୍ଷକ ମନୋଜ ମହାନନ୍ଦ। ଲାଞ୍ଚ ନେବାବେଳେ RI କାର୍ଯ୍ୟଳୟରେ ଧରିଲା ଭିଜିଲାନ୍ସ। ଜମି ପାର୍ଟିସନ୍‌ ପାଇଁ ୯ହଜାର ଟଙ୍କା ଲାଞ୍ଚ ନେଉଥିଲେ ମନୋଜ।

ସୁନ୍ଦରଗଡ: ଭିଜିଲାନ୍ସ ପଞ୍ଝାରେ RMC ଇନ୍ସପେକ୍ଟର, ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଚଢାଉ

ସୁନ୍ଦରଗଡ(କେନ୍ୟୁଜ୍): ଭିଜିଲାନ୍ସ ପଞ୍ଝାରେ RMC ଇନ୍ସପେକ୍ଟର। ସୁନ୍ଦରଗଡ ଜିଲ୍ଲା ସର୍ଗିପାଲି ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ ବନମାଳୀ ନାଏକଙ୍କ ଘରେ ରେଡ୍‌ ହୋଇଛି । ଏକକାଳୀନ ୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ସୁନ୍ଦରଗଡ ସହର ତଳଶଙ୍କରାରରେ ଦୁଇଟି ୩ ମହଲା ଘର ଓ ଗୋଟିଏ ଦୁଇ…

ଓଡ଼ିଶା ଭିଜିଲାନ୍ସ ଇତିହାସରେ ସର୍ବକାଳୀନ ରେକର୍ଡ: ମାଲକାନଗିରି ଗ୍ରାମ୍ୟ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ଘରୁ…

ମାଲକାନଗିରି(କେନ୍ୟୁଜ): ଓଡ଼ିଶା ଭିଜିଲାନ୍ସ ଇତିହାସରେ ସର୍ବକାଳୀନ ରେକର୍ଡ। ମାଲକାନଗିରି ଗ୍ରାମ୍ୟ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଘରେ ଚଢଉରେ ଜବତ ହୋଇଛି ଆଖି ଟେରା କରିବା ଭଳି ସମ୍ପତ୍ତି। ଆଶିଷଙ୍କ ଘରୁ ନଗଦ ଏକ କୋଟି ୩୬ଲକ୍ଷ ନଗଦ ଟଙ୍କା ସହ ଏକ କିଲୋ ୨ଶହ…

ଭିଜିଲାନ୍ସ ଜାଲରେ ଆନନ୍ଦପୁର ବୈତରଣୀ ଜଳସେଚନ ଡିଭିଜନର ସହକାରୀ ଯନ୍ତ୍ରୀ, ଏକକାଳୀନ ୮ ଟି ସ୍ଥାନରେ ଚାଲିଛି ରେଡ୍

ଭଦ୍ରକ(କେନ୍ୟୁଜ୍) : ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍। ଭିଜିଲାନ୍ସ ଜାଲରେ ଆନନ୍ଦପୁର ବୈତରଣୀ ଇରିଗେସନ୍ ଡିଭିଜନର ସହକାରୀ ଯନ୍ତ୍ରୀ। ସହକାରୀ ଯନ୍ତ୍ରୀ ଉମେଶ କୁମାର ଶାସନୀଙ୍କ ଘର ସମେତ ଏକକାଳୀନ ୮ ଟି ସ୍ଥାନରେ ଚାଲିଛି ଭିଜିଲାନ୍ସର ରେଡ୍। ଭଦ୍ରକ…