Browsing Tag

vinod kambli

ନିଶାରେ ପତ୍ନୀଙ୍କୁ ଫ୍ରାଇଂ ଫ୍ୟାନରେ ପିଟିଲେ ବିନୋଦ କାମ୍ବଲି, ଥାନାରେ ମାମଲା ଦାଏର କଲେ ପତ୍ନୀ

ପୁଣି ବିବାଦରେ ଫସିଲେ ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି । ବିନୋକ କାମ୍ବଲି ନିଶାଗ୍ରସ୍ତ ଅବସ୍ଥାରେ ପତ୍ନୀଙ୍କୁ ମାରପିଟ୍‌ କରିଥିବା ଅଭିଯୋଗ ହୋଇଛି । ବିନୋଦଙ୍କ ପତ୍ନୀ ଏଣ୍ଡ୍ରିୟା ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ଏହା ଅଭିଯୋଗ କରିଛନ୍ତି । ବାନ୍ଦ୍ରା ପୁଲିସ ବନୋଦ…

କିଏ ସନ୍ଦୀପ ଥୋରାଟ ? କାହିଁକି ବିନୋଦ କାମ୍ବଲିଙ୍କୁ ଚାକିରି ବାବଦରେ ମାସକୁ ଦେବେ ଏକ ଲକ୍ଷ ଟଙ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ବିନୋଦ କାମ୍ବଲି ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ନିକଟରେ ସେ ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କର ଏକମାତ୍ର ଆୟର ଉତ୍ସ ହେଉଛି କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଦ୍ୱାରା ଦିଆଯାଇଥିବା ମାସିକ…

ମୋ ପାଖରେ କୌଣସି ରୋଜଗାର ନାହିଁ, ବିସିସିଆଇ ଦେଉଥିବା ପେନସନରେ ମୋ ଘର ଚଳୁଛି: ବିନୋଦ କାମ୍ବଲି

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ଏବେ ଆର୍ଥିକ ଅଭାବରେ ଦିନ କାଟୁଛନ୍ତି। ତାଙ୍କ ପାଖରେ କୌଣସି ରୋଜଗାର ନାହିଁ। କେବଳ ପେନସନ ସାହାରାରେ ନିଜର ଏବଂ ପରିବାରର ପ୍ରତିପୋଷଣ କରୁଛନ୍ତି। କାମ୍ବଲି ନିଜେ ଏକ ଇଣ୍ଟରଭ୍ୟୁରେ ଏକଥା ଖୁଲାସା କରିଛନ୍ତି। ବିସିସିଆଇ ପକ୍ଷରୁ…

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର୍‌ ବିନୋଦ କାମ୍ବଲି ଗିରଫ, ଜାଣନ୍ତୁ କାହିଁକି

ମୁମ୍ବାଇ: ବିନୋଦ କାମ୍ବଲି ଗିରଫ। ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର୍‌ ବିନୋଦ କାମ୍ବଲି ଗିରଫ । ବାନ୍ଦ୍ରା ସ୍ଥିତ ବିଲ୍ଡିଂ ପାର୍କିଂରେ ଥିବା କାରକୁ ନିଶାଶକ୍ତ ଅବସ୍ଥାରେ ମାଡ଼ କଲେ କାମ୍ବଲି। ପୂର୍ବତନ ଭାରତୀୟ କ୍ରିକେଟର ରମେଶ ପାଓ୍ଵରଙ୍କ ସ୍ତ୍ରୀଙ୍କ କାରକୁ ଧକ୍କା ଦେଇଥିଲେ…

ଅନଲାଇନ ଠକାମୀର ଶିକାର ହେଲେ ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି, ଜାଣନ୍ତୁ କେତେ ଠକି ନେଲା ଠକ

ଦିନକୁ ଦିନ ବଢିବାରେ ଲାଗିଛି ସାଇବର କ୍ରାଇମ । ପ୍ରତିଦିନ ସାଧାରଣ ଜନତା ଠାରୁ ଆରମ୍ଭ କରି ବଡ ବଡ ସେଲିବ୍ରିଟି ମଧ୍ୟ ଅନଲାଇନ ଠକେଇର ଶିକାର ହେଉଥିବା ମାମଲା ସାମ୍ନାକୁ ଆସୁଛି। ଏବେ ପୁଣି ଏମିତି ଅନଲାଇନ ଠକାମୀର ଶିକାର ହୋଇଛନ୍ତି ଜଣେ ପୂର୍ବତନ କ୍ରିକେଟର। ପୂର୍ବତନ କ୍ରିକେଟର ବିନୋଦ…

ବିବାଦରେ ବିନୋଦ କାମ୍ବଲୀ : ଅଙ୍କିତ୍ ତିୱାରୀଙ୍କ ବାପାଙ୍କୁ ମାରପିଟ୍ ଅଭିଯୋଗରେ କ୍ରିକେଟରଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ : ବିବାଦ ଭିତରକୁ ଟାଣି ହୋଇଯାଇଛନ୍ତି ପୂର୍ବତନ କ୍ରିକେଟର୍ ବିନୋଦ କାମ୍ବଲୀ ଏବଂ ତାଙ୍କ ପତ୍ନୀ । ମାରପିଟ ଅଭିଯୋଗରେ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ମୁମ୍ବାଇର ଏକ ପରିବାର । ଘଟଣାଟି ହେଉଛି ରବିବାରର । କାମ୍ବଲୀଙ୍କ ପତ୍ନୀ ଅଭିଯୋଗକାରୀଙ୍କୁ ମାରୁଥିବାର ଭିଡିଓ ମଧ୍ୟ…