ପୁଣି ବିରାଟ ମିସ୍ କରିବେ ଆଉ ଦୁଇଟି ଟେଷ୍ଟ, ପୂରା ସିରିଜରେ ନଖେଳିବା ସମ୍ଭାବନା
ମୁମ୍ବାଇ : ବିରାଟ କୋହଲିଙ୍କୁ ପୁଣି ମିସ୍ କରିବ ଟିମ୍ ଇଣ୍ଡିଆ । ସେ ଆଗାମୀ ଦୁଇଟି ଟେଷ୍ଟ ମ୍ୟାଚ୍ରେ ମଧ୍ୟ ଖେଳି ପାରିବେ ନାହିଁ ବୋଲି ସୂଚନା ମିଳିଛି । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଖେଳା ସରିଛି । ଏଥିରେ ବିରାଟ ଖେଳିବେ ନାହିଁ ବୋଲି…