ବିରାଟଙ୍କ ୫୦ତମ ଶତକରେ ଖୁସି ହୋଇଗଲେ ଅନୁଷ୍କା ଏବଂ ସଚିନ, ପୋଷ୍ଟ କରି ଜଣାଇଲେ ଶୁଭେଚ୍ଛା
ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚରେ କିଙ୍ଗ କୋହଲି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ସଚିନଙ୍କ ରେକର୍ଡ ଆଜିଯାଏଁ କେହି ଭାଙ୍ଗି ପାରିନଥିଲେ । ୫୦ତମ ଶତକ ମାରି ବିରାଟ କୋହଲି ନୂଆ ରେକର୍ଡ କରିଛନ୍ତି । ଦିନିକିଆ ବିଶ୍ୱକପ ୨୦୨୩ ର ସେମିଫାଇନାଲ ମ୍ୟାଚରେ…