ଫିଲ୍ଡିଂ ବେଳେ ‘ଲୁଙ୍ଗି ଡ୍ୟାନ୍ସ’ ଗୀତରେ ନାଚିଲେ ବିରାଟ କୋହଲି, ଭିଡିଓ ଭାଇରଲ
ବିରାଟ କୋହଲି ମଇଦାନରେ ଟିକେ ଭିନ୍ନ ମୁଡରେ ରହିଥାନ୍ତି । ବ୍ୟାଟିଂ ସମୟରେ ଆକ୍ରାତ୍ମକ ମୁଡ ଏବଂ ଫିଲ୍ଡିଂ ସମୟରେ ମଜାଳିଆ ମୁଡରେ ରହିଥାନ୍ତି । ବିରାଟ ସବୁବେଳେ ଫିଲ୍ଡିଂ କରୁଥିବା ସମୟରେ ମସ୍ତି ମୁଡରେ ଡ୍ୟାନ୍ସ କରୁଥିବାର ନଜର ଆସିଥାନ୍ତି । ଆଉ ଭାରତ-ଶ୍ରୀଲଙ୍କା ମ୍ୟାଚରେ ଡ୍ୟାନ୍ସ…