ଇଣ୍ଡୋନେସିଆର ମେରପି ପର୍ବତଶୃଙ୍ଗରେ ଜ୍ୱାଳାମୁଖୀ ବିସ୍ଫୋରଣ, ୧୧ ପର୍ବତାରୋହୀ ମୃତ, ଅନେକ ନିଖୋଜ
ଇଣ୍ଡୋନେସିଆ ପଶ୍ଚିମ ମେରପି ପର୍ବତଶୃଙ୍ଗରେ ଜ୍ୱାଳାମୁଖୀ ବିସ୍ଫୋରଣ ଯୋଗୁଁ ୧୧ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଛି । ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନେକ ଏପର୍ଯ୍ୟନ୍ତ ନିଖୋଜ ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଗ୍ନେୟଗିରି ନିକଟରେ ତିନି ଆରୋହଣକାରୀଙ୍କ ମୃତଦେହ…