Browsing Tag

water logging

୧୫ ଦିନ ହେଲା ଘର ଆଗରେ ଲହଡି ମାରୁଛି ଆଣ୍ଠୁଏ ଉଚ୍ଚର ପାଣି, ତୁରନ୍ତ ସମାଧାନ ପାଇଁ ଦାବି

ଚାନ୍ଦବାଲି(କେନ୍ୟୁଜ୍): ଘର ଆଗରେ ଲହଡି ମାରୁଛି ଆଣ୍ଠୁଏ ଉଚ୍ଚର ପାଣି । ଘରୁ ବାହାରକୁ ବାହାରିଲେ ପାଣିରେ ପଶି ଆସିବାକୁ ପଡୁଛି । ଗାଁ ରାସ୍ତାରେ ବି ଲହଡି ମାରୁଛି ପାଣି । ଏମିତିକି ଗାଁକୁ ଚାରିପାଖରୁ ଘେରି ରହିଛି ପାଣି । ଏ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନଳଗୋହିରା ପଂଚାୟତର ୮…

ଅସରାଏ ବର୍ଷାରେ ସ୍ୱିମିଂ ପୁଲରେ ପରିଣତ ହେଲା ସ୍କୁଲ, ପଢ଼ିବେ କ’ଣ ପାଣିରେ ପହଁରିଲେ ପିଲେ; ଦେଖନ୍ତୁ ଭିଡିଓ

ସବୁ ଥର ଭଳି ଏଥରକ ବି ମୌସୁମୀ ପ୍ରଶାସନର ସବୁ ପୋଲ ଖୋଲିଦେଇଛି। ବର୍ଷା ପରେ ସ୍କୁଲରେ ବେକେ ଯାଏଁ ପାଣି ପଶିଥିବା ଦେଖାଯାଇଛି। କିଛି ଦିନ ତଳେ ମଥୁରାରୁ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଜଣେ ଶିକ୍ଷୟିତ୍ରୀଙ୍କୁ ଚେୟାର ପୋଲ ତିଆରି କରି ପିଲାମାନେ କ୍ଲାସ୍‌ ରୁମ୍‌ ଯାଏଁ ନେଉଥିଲେ।…

ବର୍ଷା ପାଣି ନିଷ୍କାସନ ନ ହେବାରୁ ଟାଓ୍ଵାର ଉପରେ ଚଢ଼ି ପ୍ରତିବାଦ କଲେ ଯୁବକ, ଅଫିସରଙ୍କ ଲିଖିତ ପ୍ରତିଶ୍ରୁତି ପରେ…

ଡ୍ରେନେଜ୍‌ କାମ ଠିକ୍‌ ଭାବେ ହୋଇନଥିବାରୁ ଯୁବକଙ୍କ ନିଆରା ପ୍ରତିବାଦ। କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ଟାଓ୍ଵାର ଉପରକୁ ଚଢ଼ିଗଲେ ବ୍ୟକ୍ତି। ଆଉ ତା’ପରେ ତାଙ୍କୁ ଓହ୍ଲାଇବାକୁ ନାକେଦମ୍‌ ହୋଇଛନ୍ତି ପ୍ରଶାସନ ଓ ଅଗ୍ନିଶମ ବିଭାଗ। ରାଜସ୍ଥାନର ସିକର ଠାରେ ଦେଖିବାକୁ ମିଳିଛି ଏଭଳି…

ରାଜଧାନୀକୁ ବୁଡାଇବ ବାତ୍ୟା ‘ଗୁଲାବ’, ରୋଡରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବ: ପାଣିପାଗ ବିଭାଗ

କେନ୍ୟୁଜ୍‌(ବ୍ୟୁରୋ):  ଆନ୍ଧ୍ର ଓ ଓଡିଶା ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ‘ଗୁଲାବ’ । ରାଜଧାନୀ ଭୁବନେଶ୍ୱରକୁ ବୁଡାଇବ । ଆଜିଠାରୁ ୨ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ପୂର୍ବାହ୍ନରୁ ସୋମବାର ପୂର୍ବାହ୍ନ ଯାଏ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ବେଗରେ ପବନ…

ବର୍ଷା ବିତ୍ପାତ: କଟକ-ଭୁବନେଶ୍ୱରରେ ସଜାଗ ଅଗ୍ନିଶମ ବିଭାଗ, ପାଖାପାଖି ୧୦୦ କର୍ମଚାରୀ ନିୟୋଜିତ

କଟକ(କେନ୍ଯୁଜ୍): ବର୍ଷା ବିତ୍ପାତ । ଲଗାଣ ବର୍ଷାରେ କଟକର କିଛି ତଳିଆ ଅଞ୍ଚଳରେ ପାଣି ଜମି ରହିଛି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । କିଛି ଲୋକଙ୍କ ବେଡ୍‌ ରୁମ୍‌ ଭିତରେ ମଧ୍ୟ ପାଣି ପଶି ରହିଛି । ଉଦ୍ଧାର କାର୍ଯ୍ୟ ପାଇଁ କଟକ-ଭୁବନେଶ୍ୱରରେ ସଜାଗ ରହିଛନ୍ତି ଅଗ୍ନିଶମ…

ବାଦଲ ଫଟା ବର୍ଷାରେ ବୁଡ଼ିଲା ବାଲେଶ୍ଵର, ଘରେ ଘରେ ପଶିଲା ପାଣି

ବାଲେଶ୍ବର(କେନ୍ୟୁଜ୍):  ପ୍ରବଳ ବର୍ଷାରେ ବୁଡ଼ିଲା ବାଲେଶ୍ଵର। ବାଲେଶ୍ୱର ସହରର ପ୍ରମୁଖ ରାସ୍ତା ସମେତ ହୋଟେଲ ଭିତରେ ପାଣି ପଶି ଭାସୁଥିବା ଦେଖିବାକୁ ମିଳିଛି। ବାଲେଶ୍ଵରରେ ଆଜି ଦିନ ତମାମ  ବାଦଲ ଫଟା ବର୍ଷା  ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ପାଣି ଜମିଥିବା ଦେଖିବାକୁ ମିଳିଥିଲା।…

ଯାଜପୁର: ଜଳବନ୍ଦୀ ହୋଇ ରହିଛି ହଜାର ହଜାର ହେକ୍ଟର ଜମି, ତୁରନ୍ତ ପଦକ୍ଷପ ନେବାକୁ ନବନିର୍ମାଣ କୃଷକ ସଙ୍ଗଠନର ଦାବି

ଯାଜପୁର : ହେକ୍ଟର ହେକ୍ଟର ଜମିରେ ପାଣି । ଯାଜପୁର ବିଂଝାରପୁର ବ୍ଲକ ଜରୀ ପଂଚାୟତ ନାଉବାଙ୍କ କାମଦେବ ମହାରରେ ଗତ ବନ୍ୟାରେ ଘାଇ ସୃଷ୍ଟି ହୋଇଥିଲା। ଫଳରେ ହଜାର ହଜାର ହେକ୍ଟର ଜମି ଜଳବନ୍ଦୀ ହୋଇ ରହିଛି। ଘାଇ ମରାମତିର ବିଳମ୍ବ ଯୋଗୁ ଏଭଳି ଘଟିଥିବା କହିଛନ୍ତି ସ୍ଥାନୀୟ ଲୋକ। ଏହି ଘାଇ…

ବାହ୍ୟଜଗତରୁ ବିଛିନ୍ନ ହେଲା କେନ୍ଦ୍ରାପଡା ତାଳଚୁଆ, ନଦୀରେ ଉଚ୍ଚ ଜୁଆର ଆସି ଗାଁକୁ ପଶିଲା ପାଣି

ରାଜନଗର : ତାଳଚୁଆ ବାହ୍ୟଜଗତରୁ ବିଛିନ୍ନ । ବାତ୍ୟା ୟାସ୍ ପ୍ରଭାବରେ ନଦୀରେ ଉଚ୍ଚ ଜୁଆର ଆସି ରାସ୍ତା ଡେଇ ଗାଁକୁ ପଶିଲା ପାଣି । ଫଳରେ ଗାଁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଖୋଳା ଠାରୁ ନଳିତାପାଟିଆ ଓ କୃଷ୍ଣ ନଗର ଠାରୁ କନକ ନଗର ପର୍ଯ୍ୟନ୍ତ ରାସ୍ତା ବୁଡି ଯାଇଥିବା ସୂଚନା ମିଳିଛି । ସାରା…

କଟକ ଜନାର୍ଦ୍ଦନପୁର କେଉଟିଲି ଗାଁରେ ଜଳବନ୍ଦୀରେ ୮ ପରିବାର, ସମସ୍ୟାର ସମାଧାନ ନହେଲେ ରାସ୍ତାକୁ ଓହ୍ଲାଇବାକୁ…

ମାହାଙ୍ଗା: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର କେଉଟିଲି ଗାଁ। ଏହି ଗାଁରେ ଜଳବନ୍ଦୀ ହୋଇ ରହିଛନ୍ତି ୮ ପରିବାର।  ଚିତ୍ରୋତୋଳା ଦକ୍ଷିଣ ପାର୍ଶ୍ୱର ମୁଖ୍ୟ କେନାଲରୁ ଶାଖା କାଡା ନାଳିକୁ ଚାଷୀ ସେମାନଙ୍କ ବିଲକୁ ପାଣି ନେଉଛନ୍ତି। ମାତ୍ର ଏହି ପାଣି ବିଲକୁ ଯିବା ପରିବର୍ତ୍ତେ…

ପାଣିରେ ଉବୁଟୁବ ହୋଇଥିଲା କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ପିପି ସେଣ୍ଟର, କିନ୍ତୁ ସଚିବଙ୍କ ନଜର ପଡିନଥିବାରୁ ମେଡିକାଲ…

କେନ୍ଦୁଝର(କେନ୍ୟୁଜ୍):  ସୁନ୍ଦରଗଡ଼ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇଥିଲେ ଭି.କେ.ପାଣ୍ଡିଆନ୍‌। ଗସ୍ତ ସମୟରେ ପ୍ରବଳ ବର୍ଷା ହୋଇଥିଲା। ପ୍ରସୂତି ବିଭାଗର ପିପି ସେଣ୍ଟରରେ ପାଣି ଜମି ରହିଥିଲା। କାଳେ ଫାଇଭ ଟି ସଚିବଙ୍କ ନଜର ଏହା ଉପରେ ପଡିବଯିବ। ଯାହାକୁ ନେଇ ମେଡିକାଲ…

ନୟାଗଡ଼: ଜିଲ୍ଲା ଦୌରା ଜଜ୍‌ କୋର୍ଟର ତଳ ମହଲାରେ ଜମୁଛି ପାଣି, ପ୍ରତିବାଦରେ ଓକିଲଙ୍କ କଲମଛାଡ଼ ଆନ୍ଦୋଳନ

ନୟାଗଡ଼ ଜିଲ୍ଲା ଦୌରା ଜଜ୍‌ କୋର୍ଟ ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହୁଥିବା ଘଟଣାକୁ ନେଇ କଲମଛାଡ଼ ଆନ୍ଦୋଳନ। ବର୍ଷା ଦିନ ଆସିଲେ, ନୂଆ କରି ନିର୍ମାଣ ହୋଇଥିବା ଜିଲ୍ଲା ଦୌରା ଜଜ୍‌ କୋର୍ଟର ତଳ ମହଲାରେ ପାଣି ଜମୁଥିବା ଅଭିଯୋଗ ହୋଇଛି। କୋର୍ଟକୁ ଆସୁଥିବା ଓକିଲମାନେ ଅସୁବିଧାର ସମ୍ମୁଖୀନ…

ଜଳବନ୍ଦୀ ଘେରରେ ପୁରୀ ଧୋବାଖାଲ୍‌ ବସ୍ତି, ରାସ୍ତା ଉପରେ ଆଶ୍ରୟ ନେଇଛନ୍ତି ବସ୍ତି ବାସିନ୍ଦା

ପୁରୀ ପୌରପାଳିକା ଅନ୍ତର୍ଗତ ଆଇଟିଆଇ ଧୋବାଖାଲ୍‌ ବସ୍ତିର ଲୋକେ ଜଳବନ୍ଦୀ । ତଳି ଓ ଖାଲୁଆ ଅଞ୍ଚଳ ହୋଇଥିବାରୁ ବର୍ଷାଜଳ ଜମାହୋଇ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପିଲାମାନେ ସ୍କୁଲ ଯାଇପାରୁନାହନ୍ତି। ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଏବେ ବି ଅନେକ ପରିବାର ଜଳବନ୍ଦୀ ହୋଇ…