ଅଚାନକ ଆକାଶକୁ ଉଡ଼ିବାକୁ ଲାଗିଲା ପୋଖରୀର ପାଣି, ଏଭଳି ଦୁର୍ଲ୍ଲଭ ଦୃଶ୍ୟ ଆଗକୁ କେବେ ଦେଖିନଥିବେ; ଦେଖନ୍ତୁ ଭିଡିଓ
ଅଚାନକ ଉପରକୁ ଉଠିଲା ପୋଖରୀର ପାଣି। ଏକ ଧାର ହୋଇ ଆକାଶକୁ ଉଡ଼ିଲା ପୋଖରୀ ପାଣି। ନିଜ ଆଖିରେ ନ ଦେଖିଲେ କେହି ଏ ଘଟଣାକୁ ହୁଏ ତ ବିଶ୍ୱାସ କରିବେନି। କିନ୍ତୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶର ସିଧି ଜିଲ୍ଲାରେ। ସିଧି ଜିଲ୍ଲାର ଆଦିବାସୀ ବନାଞ୍ଚଳ ଭୁଇମାଡ଼ରେ ପ୍ରକୃତି ଏହି ନିଆରା…