Browsing Tag

weather report

ଚଳିତବର୍ଷ ସ୍ୱାଭାବିକ ରହିବ ମୌସୁମୀ, ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ବର: ଦେଶର ଚାଷୀଙ୍କ ପାଇଁ ଖୁସି ଖବର । ଚଳିତବର୍ଷ ସ୍ୱାଭାବିକ ରହିବ ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଦେଶରେ ଶତ ପ୍ରତିଶତ ସ୍ୱାଭାବିକ ବର୍ଷା ହୋଇପାରେ । ଏହି ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ । ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ଆଇଏମ୍‌ଡି…

ଅସମ୍ଭାଳ ତାତି: ଭୁବନେଶ୍ୱର ଓ ବଲାଙ୍ଗିରରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ, ୪୧ ଡିଗ୍ରୀ ଉପରେ ୪ଟି ସହର

ଭୁବନେଶ୍ବର: ଅସମ୍ଭାଳ ହେଲାଣି ତାତି। ଜଳୁଛି ଅଧା ରାଜ୍ୟ। ୪୧ ଡିଗ୍ରୀ ଉପରେ ୪ଟି ସହରରେ ତାପମାତ୍ରା ରହିଛି। ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛନ୍ତି ଲୋକେ। ଏକ ସପ୍ତାହ ଧରି ରାଜ୍ୟରେ ଏଭଳି ତାପମାତ୍ରା ରହିବ। ୧୯ ତାରିଖ ପରେ ଖରା ଆହୁରି ବଢିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା…

ରାଜ୍ୟରେ ବଢୁଛି ତାତି: ୧୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ, ତତଲାଗଡ଼ ପାଲଟିଛି ଟିଟିଲାଗଡ଼

ଭୁବନେଶ୍ବର: ଡେଉଁଛି ପାରଦ । ବଢୁଛି ତାତି । ରାଜ୍ୟରେ ଅସହ୍ୟ ହେଲାଣି ଗରମ । ବର୍ତ୍ତମାନ ସୁଦ୍ଧା ୧୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି । ତତଲାଗଡ଼ ପାଲଟିଛି ଟିଟିଲାଗଡ଼ । ଗତକାଲି ଟିଟିଲାଗଡ଼ରେ ସର୍ବାଧିକ ୪୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଦ୍ୱିତୀୟ…

ସିଝିଲାଣି ଅଧା ଓଡ଼ିଶା: ୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ, ସବୁଠୁ ଉତ୍ତପ୍ତ ତାଳଚେର

ଭୁବନେଶ୍ବର: ବଢୁଛି ପାରଦ । ଅଧା ଓଡ଼ିଶା ସିଝିଲାଣି । ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି । କ୍ରମାଗତ ଭାବରେ ବୃଦ୍ଧି ପାଉଛି ତାପମାତ୍ରା । ଗତକାଲି ୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଥିଲା । ସବୁଠୁ ଉତ୍ତପ୍ତ ସହର ତାଳଚେର । ସେଠାରେ ୪୧ ଦଶମିକ ୧ ଡିଗ୍ରୀ ସେଲସିୟସ୍‌…

ସାରା ରାଜ୍ୟରେ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମର ପ୍ରକୋପ, ଆସନ୍ତା ଏପ୍ରିଲରୁ ଜୁନ୍‌ ଅସମ୍ଭାଳ ହେବ ତାତି

ଭୁବନେଶ୍ବର: ସାରା ରାଜ୍ୟରେ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମର ପ୍ରକୋପ। ତେବେ ଆସନ୍ତା ଏପ୍ରିଲରୁ ଜୁନ୍‌ ମଧ୍ୟରେ ଅସମ୍ଭାଳ ତାତି ହେବ । ଏହି ମାସ ମଧ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିାଯାଇଛି। ମିଳିଥିବା ସୂଚନା ଅନୁସାରେ…

ଉତ୍ତର କେରଳ ଓ ଦକ୍ଷିଣ ଛତିଶଗଡ଼ ଉପରେ ଟ୍ରପ ଲାଇନ୍, ପ୍ରଭାବରେ ଆଜି ବି ଉପକୂଳ ସମେତ ବିଭିନ୍ନ ସ୍ଥାନରେ ହେବ ବର୍ଷା!

ଭୁବନେଶ୍ବର: ଟ୍ରପ ଲାଇନ ପ୍ରଭାବରେ ରାଜ୍ୟରେ ବର୍ଷା । ଉତ୍ତର କେରଳ ଓ ଦକ୍ଷିଣ ଛତିଶଗଡ଼ ଉପରେ ଟ୍ରପ ଲାଇନ ପ୍ରଭାବରେ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇଛି । ଆଜି ଉପକୂଳ ସମେତ ବିଭିନ୍ନ ସ୍ଥାନରେ ବର୍ଷିବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯଇଛି। ଆସନ୍ତା ୨ରୁ ୩ ଦିନ…

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷାର ତାଣ୍ଡବ, ପାଣିପାଗ ବିଭାଗ ପକ୍ଷରୁ ସୂଚନା ଆସନ୍ତା ୨୪ତାରିଖ ପର୍ଯ୍ୟନ୍ତ…

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ତାଣ୍ଡବ। ବାଲେଶ୍ୱରରେ ପ୍ରବଳ କୁଆପଥର ବର୍ଷା । ଗତକାଲି ସଂଧ୍ୟାରେ ସହର ବିଭିନ୍ନ ଅଞ୍ଚଳରେ ଝଡ଼ପବନ ସହ କୁଆପଥର ବର୍ଷା ଦେଖିବାକୁ ମିଳିଛି । ଅତ୍ୟଧିତ କୁଆପଥର ବର୍ଷା ଯୋଗୁଁ ଲୋକେ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଥିଲା । ଚାନ୍ଦିପୁର…

ମରାଠା ଠାରୁ ଦକ୍ଷିଣ ତାମିଲନାଡୁ ଯାଏ ସୃଷ୍ଟି ହେଲା ଟ୍ରାପ୍‌ ଲାଇନ୍‌: ପ୍ରଭାବରେ ଆଜିଠୁ ୧୩ପର୍ଯ୍ୟନ୍ତ ରାଜ୍ୟରେ ପୁଣି…

ଭୁବନେଶ୍ବର : ପୁଣି ବଦଳିବ ପାଗ। ଆଜିଠୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କିଛି ସ୍ଥାନରେ ଘଡଘଡି ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ। ମରାଠା ଠାରୁ ଦକ୍ଷିଣ ତାମିଲନାଡୁ ପର୍ଯ୍ୟନ୍ତ ଏକ ଟ୍ରାପ୍‌ ଲାଇନ୍‌ ରହିଛି। ଏହାର…

ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ଆରମ୍ଭ, ୧୭ ଜିଲ୍ଲାକୁ ସ୍ୱଳ୍ପ ବର୍ଷା ସହ ବଜ୍ରପାତ ସତର୍କତା…

ଭୁବନେଶ୍ବର: ପୁଣି ବର୍ଷା। ଘୂର୍ଣ୍ଣିବଳୟ ପ୍ରଭାବରେ ଗତକାଲିଠାରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ଆଜିଠୁ ବର୍ଷା ପ୍ରଭାବ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ଓଡ଼ିଶା ସମେତ ପଶ୍ଚିମ ଓଡିଶା ଏବଂ ଉକପୂଳ ଓଡ଼ିଶାରେ ଘଡଘଡି ସହ ବର୍ଷା ହେବ। ୧୭ ଜିଲ୍ଲାକୁ…

ପୁଣି ବର୍ଷାରେ ଭିଜିଲା ଭୁବନେଶ୍ବର, କୋହଲା ପାଗ ଅନୁଭୂତ, କିଛି ସ୍ଥାନରେ ଘୂର୍ଣ୍ଣିଝଡରେ ଉଡ଼ିଲା ଛାତ

ଭୁବନେଶ୍ବର:  ଭୁବନେଶ୍ବରରେ ବର୍ଷା। ଘୂର୍ଣ୍ଣିବଳୟ ପ୍ରଭାବରେ ଗତକାଲିଠାରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବାବେଳେ ଆଜି ବର୍ଷା ପ୍ରଭାବ ଭୁବନେଶ୍ବରରେ ବି ଦେଖିବାକୁ ମିଳିଛି । ତେବେ ବର୍ଷା ପରିମାଣ ଆହୁରୀ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ଓଡ଼ିଶା…

ପ୍ରବଳ ବର୍ଷାରେ ବେହାଲ୍‌ ରାଜ୍ୟର ବିଭିନ୍ନ ସ୍ଥାନ, ୮ ଜିଲ୍ଲାକୁ ବଜ୍ରପାତ ନେଇ ସତର୍କତା ସୂଚନା

ଭୁବନେଶ୍ବର: ପ୍ରବଳ ବର୍ଷାରେ ବେହାଲ୍‌ ରାଜ୍ୟର ବିଭିନ୍ନ ସ୍ଥାନ। ପାଣିପାଗ ବିଭାଗର ସୂଚନା, ଆଜି ବି ବର୍ଷିବ। ବିଶେଷକରି ଖୋର୍ଦ୍ଧା, ପୁରୀ, ଜଗତସିଂହପୁରସ, ଯାଜପୁର, ମୟୁରଭଞ୍ଜ, ସୁନ୍ଦରଗଡ଼ ଓ ଦେଓଗଡରେ ପ୍ରବଳ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୮ ଜିଲ୍ଲାକୁ ବର୍ଷା ଓ…

ବଲାଙ୍ଗୀରରେ ପ୍ରବଳ ବର୍ଷା ସାଙ୍ଗକୁ ପବନ: ଉଡିଲା ଆଜବେଷ୍ଟସ୍, ଉପୁଡିଲା ବଡ ବଡ ଗଛ ଓ ବିଦ୍ୟୁତ ଖୁଣ୍ଟ

ବଲାଙ୍ଗୀର: ବଲାଙ୍ଗୀରରେ ପ୍ରବଳ ବର୍ଷା ପବନ। ପବନରେ ଆଜବେଷ୍ଟସ ଘର ଉଡିଯାଇଛି। ବଡ ବଡ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡିଯାଇଛି। ଅଗ୍ନିଶମ ବିଭାଗ ଓ ଓଡ୍ରାଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।