Browsing Tag

weather report

ଆଜିଠୁ ରାଜ୍ୟରେ ଦୁଇ ଦିନ ଧରି ଘଡଘଡି ସହ ବର୍ଷା ସମ୍ଭାବନା, ବଜ୍ରପାତ ନେଇ ପାଣିପାଗ ବିଭାଗ ପକ୍ଷରୁ ୱେଲୋ ୱାର୍ଣ୍ଣିଂ…

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଦୁଇ ଦିନ ଧରି ବର୍ଷା ହେବ। ୨୫ ଓ ୨୬ରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବଜ୍ରପାତ ନେଇ ପାଣିପାଗ ବିଭାଗ ପକ୍ଷରୁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା…

ଆଉ ଦୁଇ ଦିନ ଜାରି ରହିବ ଶୀତ, ସୋନପୁରରେ ସର୍ବନିମ୍ନ ତାପମାତ୍ରା ୭ଡିଗ୍ରୀ ସେଲସିୟସ୍ ରେକର୍ଡ

ଭୁବନେଶ୍ବର(କେନ୍ୟୁଜ୍): ଫେରିଲା ଶୀତ । ଗତ ୪ଦିନର ଲଗାଣ ବର୍ଷା ପରେ ଏବେ ପୁଣି ଶୀତ ଫେରିଛି । କୋହଲା ପାଗ ସାଙ୍ଗକୁ ଘନ କୁହୁଡି ସାଧାରଣ ଜନ ଜୀବନକୁ ଅସ୍ତବ୍ୟବସ୍ତ କରିଛି । ତେବେ ଆଉ ଦୁଇ ଦିନ ଏଭଳି ଶୀତ ଜାରି ରହିବ। ଆଗାମୀ ୭ଦିନ ପାଗ ଶୁଖିଲା ରହିବା ସହ ୪ଟି ଜିଲ୍ଲାରେ ପ୍ରବଳ ଶୀତ…

ଗତ ୪ଦିନର ଲଗାଣ ବର୍ଷା ପରେ ଏବେ ପୁଣି ଫେରିଛି ଶୀତ, କୋହଲା ପାଗ ସାଙ୍ଗକୁ ଘନ କୁହୁଡି ସାଧାରଣ ଜୀବନକୁ କରିଛି…

ଭୁବନେଶ୍ବର: ଫେରିଲା ଶୀତ । ଗତ ୪ଦିନର ଲଗାଣ ବର୍ଷା ପରେ ଏବେ ପୁଣି ଶୀତ ଫେରିଛି । କୋହଲା ପାଗ ସାଙ୍ଗକୁ ଘନ କୁହୁଡି ସାଧାରଣ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଛି । ଶୀତର ମାତ୍ରା ଏତେ ଅଧିକ ରହିଛି ଯେ,ଘରୁ ବାହାରିବା ମୁସ୍କିଲ ହୋଇ ପଡୁଛି । ପାଗ ଅନୁକୂଳ ନଥିବାରୁ ଚାଷୀ ମଧ୍ୟ ନାହିଁ ନଥିବା…

ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ, ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ। ତା ସାଙ୍ଗକୁ କେତେକ ସ୍ଥାନରେ ବର୍ଷା ହେଉଛି। ଆହୁରି ୨ଦିନ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ। ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୩ ଦିନ ପର୍ଯ୍ୟନ୍ତ ଘନ କୁହୁଡି ଲାଗି ରହିବ। ତେବେ ୧୦ତାରିଖ ପରଠାରୁ ପାଗରେ…

ରାଜ୍ୟରେ କୋହଲା ପାଗ ସହ ଝିପି ଝିପି ବର୍ଷା, ଆଜିଠୁ ୯ ତାରିଖ ପର୍ଯ୍ୟନ୍ତ ୧୨ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର: ରାଜ୍ୟରେ କୋହଲା ପାଗ ସହ ଝିପି ଝିପି ବର୍ଷା। ଆସନ୍ତା ୯ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହ ଆଉ କିଛି ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ । ୭ରୁ ୯…

ସକାଳୁ ଝିପିଝିପି ବର୍ଷା, ଆସନ୍ତା ୯ ତାରିଖ ଯାଏଁ ରାଜ୍ୟରେ ଲାଗିରହିବ କୋହଲା ପାଗ

ଭୁବନେଶ୍ୱର (କେନ୍ୟୁଜ୍‌) : ଆଗାମୀ ୯ ତାରିଖ ଯାଏଁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଅଧିକ ରହିବ।। ଏହି ତାପମାତ୍ରା୧୦ ଡିଗ୍ରି ତଳକୁ ଖସିବାର ସମ୍ଭାବନା କମ୍ ରହିଛି। ଆଜି ଦିନ ସାରା ପାଗ କୋହଲା ରହିବ। ଉପକୂଳ ଓ ଉତ୍ତର ଓଡିଶାର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା…

ଦକ୍ଷିଣ ଓଡ଼ିଶାରେ ଗୁରୁଚାପ ବଳୟ ପ୍ରଭାବରୁ ରାଜ୍ୟକୁ ବହୁଛି ବଙ୍ଗୋପସାଗରୀୟ ପବନ, ଆଜି ଏବଂ ଆସନ୍ତାକାଲି ବିଭିନ୍ନ…

ଭୁବନେଶ୍ବର(କେନ୍ୟୁଜ୍): ଆଜି ଦକ୍ଷିଣ ଓଡ଼ିଶାରେ ଗୁରୁଚାପ ବଳୟ ରହିଥିବାରୁ ରାଜ୍ୟକୁ ବଙ୍ଗୋପସାଗରୀୟ ପବନ ବହୁଛି। ୭ ତାରିଖରେ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ରାଜ୍ୟରେ ବର୍ଷା ହେବା ସହିତ ଆଜି ଏବଂ ଆସନ୍ତାକାଲି ଦକ୍ଷିଣ ଓଡ଼ିଶା ତଥା କଟକର ଦକ୍ଷିଣ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା, ସୋନପୁରରେ ସର୍ବନିମ୍ନ ତାପମାତ୍ରା…

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା । ଆଜି ସକାଳୁ ଭବାନୀପାଟଣା ଓ ଦାରିଙ୍ଗିବାଡର କିଛି ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଥିଲା । ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୦.୦ ରେକର୍ଡ କରାଯାଇଛି । କଳାହାଣ୍ଡି, ସୋନପୁର,…

ଆସନ୍ତାକାଲି ଠାରୁ ରାଜ୍ୟ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା, ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ଦୁଇଦିନ ଧରି ରହିବ…

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତାକାଲି ଠାରୁ ରାଜ୍ୟକୁ ଭିଜାଇବ ବର୍ଷା। ୨୮ ଓ ୨୯ ତାରିଖ ଦୁଇଦିନ ଧରି ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତାକାଲି ଠାରୁ ଉତ୍ତର ଓଡ଼ିଶାର ସମସ୍ତ ଜିଲ୍ଲା ସହ ଦକ୍ଷିଣ ଓଡ଼ିଶାର…

ଆଗାମୀ ୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଶୁଖିଲା ରହିବ ପାଗ, ଉତ୍ତର ଦିଗରୁ ପବନ ବହିବା ସହ ଶୀତ ବଢ଼ିବ

ଭୁବନେଶ୍ବର(କେନ୍ୟୁଜ୍): ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ଶୁଖିଲା ରହିବ । ୨୨, ୨୩ ତାରିଖ ପର୍ଯ୍ୟନ୍ତ କୁହୁଡିର ପ୍ରଭାବ ରହିବ । ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, ସୁନ୍ଦରଗଡ଼,…

ରାଜ୍ୟରେ କମିଛି ଥଣ୍ଡାର ପ୍ରକୋପ, କୁହୁଡିକୁ ନେଇ ୧୫ଟି ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ଥଣ୍ଡାର ପ୍ରକୋପ ଅଧିକ ନାହିଁ । କିନ୍ତୁ ଦେଖିବାକୁ ମିଳୁଛି କୁହୁଡିର କୋପ । ଭୋରରୁ ସକାଳ ୯-୧୦ ଟା ପର୍ଯ୍ୟନ୍ତ ଧଳା ଚାଦରର ଆସ୍ତରଣରେ ଘୋଡାଇ ହୋଇ ରହୁଛି ପୂରା ପରିବେଶ। ଆଜି ମଧ୍ୟ କୁହୁଡିକୁ ନେଇ ୧୫ଟି ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ରାସ୍ତାଘାଟରେ…

ଆଜିଠୁ ରାଜ୍ୟକୁ ପୁଣି ଲେଉଟିବ ଜାଡ଼, ଆସନ୍ତା ୧୨ ଘଣ୍ଟା ଭିତରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା…

ଭୁବନେଶ୍ବର: ଆଜିଠୁ ରାଜ୍ୟକୁ ପୁଣି ଲେଉଟିବ ଜାଡ଼ । ରାତିରେ ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ କମିବ । ଉପକୂଳ ଓଡ଼ିଶାରେ ୩ରୁ ୪ ଡିଗ୍ରୀ ସେଲସିୟସ୍‌ ହ୍ରାସ ସମ୍ଭାବନା ରହିଛି । ଫଳରେ ଅଧିକ ଶୀତ ଅନୁଭୂତ ହେବ । ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର,…