ଏବେ ଷ୍ଟୋରେଜ୍ ସମସ୍ୟାରୁ ମିଳିବ ମୁକ୍ତି, Whatsapp ଆଣୁଛି ନୂଆ ଫିଚର
ସାରା ବିଶ୍ୱର ପ୍ରାୟ ୮୦ ପ୍ରତିଶତ ଲୋକ ହ୍ଵାଟ୍ସଆପ୍ ବ୍ୟବହାର କରୁଛନ୍ତି। ଏଥିରେ ଚାଟିଂ କରିବା, ଷ୍ଟିକର ପଠାଇବା, ଭିଡିଓ କଲ କରିବା ଓ ଡକ୍ୟୁମେଣ୍ଟ ପଠାଇବା ଖୁବ୍ ସହଜ ହୋଇଥିବାରୁ ଅଧିକାଂଶ ଲୋକ ହ୍ଵାଟ୍ସଆପ୍ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। ହ୍ଵାଟ୍ସଆପ୍ରେ ପ୍ରତିଦିନ ନୂଆ ନୂଆ…