Below header
Browsing Tag

whatsapp

ହ୍ଵାଟସ୍‌ଆପକୁ ଟକ୍କର ଦେବାକୁ ଆସୁଛି ଭାରତର ‘ସନ୍ଦେଶ’

ଭାରତରେ ସ୍ୱଦେଶୀକୁ ପ୍ରୋତ୍ସାହିତ କରୁଥିବା କେନ୍ଦ୍ର ସରକାର ସ୍ୱଦେଶୀ ଇନ୍‌ଷ୍ଟାଣ୍ଟ ମେସେଜିଙ୍ଗ୍‌ ଆପ୍‌ ‘ସନ୍ଦେଶ’ ଲଞ୍ଚ କରିଛନ୍ତି। ବର୍ତ୍ତମାନ ଏହା ସରକାରୀ କର୍ମଚାରୀଙ୍କ ଉପଯୋଗରେ ଲାଗିବ, ପରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ। ସନ୍ଦେଶ ଆପ୍‌ର ପରୀକ୍ଷଣ ଚାଲିଛି। ଗତବର୍ଷ କେନ୍ଦ୍ର…

ହ୍ବାଟସଆପ୍ ଏବଂ ସିଗନାଲକୁ ପଛରେ ପକାଇଲା Telegram, ସମଗ୍ର ବିଶ୍ବରେ ସବୁଠାରୁ ଅଧିକ ହୋଇଛି ଡାଉନଲୋଡ

ନଂ ୧ ଇନଷ୍ଟାଣ୍ଟ ମେସେଜିଂ ଆପ୍ ଦୌଡ଼ରେ ପଛରେ ପଡିଯାଇଛି ହ୍ବାଟସଆପ୍ ଏବଂ ସିଗନାଲ। ଏମାନଙ୍କୁ ପଛରେ ପକାଇ ଟେଲିଗ୍ରାମ ନମ୍ବର ୧ ସାଜିଛି। ୨୦୨୧ ଇନଷ୍ଟାଣ୍ଟ ମେସେଜିଂ ଆପ୍ ଟେଲିଗ୍ରାମ ପାଇଁ ବହୁତ ଭଲ ରହିଛି। ଟେଲିଗ୍ରାମ ସବୁଠାରୁ ଅଧିକ ଡାଉନଲୋଡ଼ ହୋଇଥିବା ଆପ ହୋଇଛି। ଟିକଟକ୍, ଫେସବୁକ୍,…

WhatsApp ବ୍ୟବହାର କରିବା ସମୟରେ ମୋବାଇଲ ଡାଟା ବଞ୍ଚେଇବାକୁ ଚାହୁଁଛନ୍ତିକି, ତେବେ ଫଲୋ କରନ୍ତୁ ଏହି ଟ୍ରିକ୍ସ

ଆପଣ ଇନ୍ଷ୍ଟଣ୍ଟ ମେସେଜିଙ୍ଗ ଆପ WhatsApp ବ୍ୟବହାର କରୁଛନ୍ତି ଆଉ ଚାହୁଁଛନ୍ତିକି ଏସମୟରେ ଆପଣଙ୍କ ମୋବାଇଲ ଡାଟା ଅଧିକ ଖର୍ଚ୍ଚ ନ ହେଉ | ତେବେ ଆପଣଙ୍କ ପାଇଁ ଏମିତି ଏକ ଟ୍ରିକ ନେଇ ଆସିଛୁ ଯାହାକୁ ଫଲୋ କଲେ ଆପଣ ନିଜ ଡାଟା ବଞ୍ଚାଇ ପାରିବେ । ଆଉ ଯାହାଦ୍ୱାରା ଗ୍ରାହକଙ୍କ data ବ୍ୟବହାରକୁ…

ହ୍ଵାଟସଆପ୍ ସିଇଓଙ୍କୁ ଚିଠି ଲେଖିଲେ କେନ୍ଦ୍ର ସରକାର, ନୂଆ ପଲିସିକୁ କେନ୍ଦ୍ରର ରୋକ୍‌

ହ୍ଵାଟସଆପ୍ ସିଇଓଙ୍କୁ ଚିଠି ଲେଖିଲେ କେନ୍ଦ୍ର ସରକାର । ହ୍ୱାଟ୍ସଆପର ନୂଆ ପଲିସିକୁ ବିରୋଧ କରି ଭାରତ ସରକାରଙ୍କର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ, ହ୍ୱାଟ୍ସ ଆପ୍ର ସିଇଓଙ୍କୁ ଚିଠି ଲେଖିଛନ୍ତି । ପ୍ରାଇଭେସୀ ପଲିସି ଲାଗୁ ନକରିବା ପାଇଁ କେନ୍ଦ୍ର ସରକାର…

ପ୍ରାଇଭେସି ପଲିସି ଉପରେ ନାରାଜ ହେବା ପରେ ୟୁଜର୍ସଙ୍କୁ ଷ୍ଟାଟସ୍ ପଠାଉଛି ହ୍ବାଟସଆପ୍, ଆପଣ ଚେକ୍ କରିନିଅନ୍ତୁ ଷ୍ଟାଟସ୍

ହ୍ବାଟସଆପ୍ ପ୍ରାଇଭେସି ପଲିସିକୁ ନେଇ ବିବାଦ ଆସିବା ପରେ ହ୍ବାଟସଆପ୍ ୩ ମାସ ପାଇଁ ପ୍ରାଇଭେସି ପଲିସିକୁ ସ୍ଥଗିତ ରଖିଛି। ଏହା ପରେ ହ୍ବାଟସଆପ୍ ଦେଉଛି ଷ୍ଟାଟସ୍ । ନିଜ ୟୁଜର୍ସଙ୍କ ପାଖରେ ପହଞ୍ଚିବା ପାଇଁ ହ୍ବାଟସଆପ୍ ଏପରି ସ୍ପଷ୍ଟୀକରଣ ଦେଉଛି। ଏବେ ସମସ୍ତଙ୍କୁ ହ୍ଵାଟସଆପ୍‌ ନିଜ ଷ୍ଟାଟସ…

Whatsapp web ମଧ୍ୟ ସୁରକ୍ଷିତ ନୁହେଁ, ଗୁଗଲ ସର୍ଚ୍ଚରେ ଦେଖାଯାଉଛି ୟୁଜର୍ସଙ୍କ ପର୍ସନାଲ ମୋବାଇଲ ନମ୍ବର

ଗତ କିଛିଦିନ ଧରି ହ୍ବାଟସଆପ୍ ନିଜର ପ୍ରାଇଭେସି ପଲିସିକୁ ନେଇ ବିବାଦର ରହିଛି। ଏବେ ଆଉ ଏକ ସୂଚନା ସାମନାକୁ ବସିଛି, ଏହା ମଧ୍ୟ ଇନଷ୍ଟାଣ୍ଟ ମେସେଜିଂ ଆପ୍ ୟୁଜର୍ସଙ୍କ ପାଇଁ ଭଲ ନୁହେଁ। କାରଣ ମାମଲା ହେଉଛି ହ୍ବାଟସଆପ୍ ଓ୍ବେବ୍ (web.whatsapp) ଜରିଆରେ ଲୋକଙ୍କ କଣ୍ଟାକ୍ଟ ଡିଟେଲସ୍ ଗୁଗୁଲ…

ହ୍ଵାଟସଆପ୍‌ ୟୁଜର୍ସଙ୍କୁ ଆଶ୍ୱସ୍ତି, ତିନିମାସ ଯାଏ ଦେବାକୁ ପଡ଼ିବିନି ବ୍ୟକ୍ତିଗତ ତଥ୍ୟ

କେନ୍ୟୁଜ୍(ବ୍ୟୁରୋ): ବଢିଲା ହ୍ଵାଟସ୍‌ଆପ୍‌ର ପ୍ରାଇଭେସୀ ପଲିସି ଲାଗୁ ତାରିଖ। ତିନି ମାସ ପାଇଁ ଘୁଞ୍ଚିଲା । ଫେବ୍ରୁଆରି ୯ରୁ ପ୍ରାଇଭେସି ପଲିସି ଲାଗୁ କରିବାକୁ କଂପାନୀ ଘୋଷଣା କରିଥିଲା। କିନ୍ତୁ ଚାରିଆଡୁ ସମାଲୋଚନା ଓ ପ୍ରତିବାଦ ପରେ ବର୍ତ୍ତମାନ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି। ମେ'…

ହ୍ବାଟସଆପ୍ ୟୁଜର୍ସଙ୍କ ପାଇଁ ଖୁସି ଖବର: ପଛକୁ ହଟିଲା ହ୍ବାଟସଆପ୍, ଏବେ ଲାଗୁ ହେବ ନାହିଁ ନୂଆ ପ୍ରାଇଭେସି ପଲିସି

ହ୍ବାଟସଆପ୍ ୟୁଜର୍ସଙ୍କ ଚିନ୍ତା ଦୂର ହେଲା। ସମଗ୍ର ବିଶ୍ବରୁ ହେଉଥିବା ବିରୋଧ ପରେ ଏବେ ହ୍ବାଟସଆପ୍ ନିଜ ପଲିସି ପାଇଁ ନୂଆ ନିଷ୍ପତ୍ତି ନେଇଛି। କମ୍ପାନୀ ନିଜର ନୂଆ ପ୍ରାଇଭେସି ପଲିସିକୁ ଫେରାଇ ନେବା ପାଇଁ ନିଷ୍ପତ୍ତି ନେଇଛି। ରିପୋର୍ଟ ମୁତାବକ, ହ୍ବାଟସଆପ୍ ନୂଆ ପ୍ରାଇଭେସି…

ନୂଆ ପ୍ରାଇଭେସି ପଲିସିକୁ ନେଇ Whatsappର ସଫେଇ: ସୁରକ୍ଷିତ ରହିବ ପ୍ରାଇଭେଟ ଚାଟ୍, ପରିବର୍ତ୍ତନ କେବଳ ବିଜନେସ…

ହ୍ଵାଟ୍ସଆପ୍‌ର ନୂଆ ପ୍ରାଇଭେସି ପଲିସିକୁ ତୀବ୍ର ବିରୋଧ କରାଯାଉଛି। ୮ ଫେବ୍ରୁଆରୀରୁ କମ୍ପାନୀ ନୂଆ ପ୍ରାଇଭେସି ପଲିସିକୁ ଲାଗୁ କରିବାକୁ ଯାଉଛି। ଅନ୍ୟପଟେ ବିରୋଧ ବଢ଼ୁଥିବା ଦେଖି କମ୍ପାନୀ ସଫେଇ ଦେଇଛି। କମ୍ପାନୀ ତରଫରୁ ଦିଆଯାଇଥିବା ସଫେଇରେ କୁହାଯାଇଛି, କମ୍ପାନୀ ଆପଣଙ୍କ ଡାଟା କାହା ସହ…

ହ୍ବାଟସଆପ୍ ୟୁଜର୍ସଙ୍କ ପାଇଁ ବଡ ଖବର, ନୂଆ ପ୍ରାଇଭେସି ପଲିସି ଗ୍ରହଣ କରନ୍ତୁ ନଚେତ ଆପ୍ ଡିଲିଟ୍ କରନ୍ତୁ

ହ୍ଵାଟ୍‌ସଆପ୍ ୟୁଜର୍ସଙ୍କ ପାଇଁ ବଡ ଖବର । ନୂଆ ପ୍ରାଇଭେସି ପଲିସି ଆଣୁଛି କମ୍ପାନୀ । ଏଣିକି ୟୁଜର୍ସଙ୍କୁ ବ୍ୟକ୍ତିଗତ ତଥ୍ୟ ଦେବାକୁ ପଡିବ । ଯଦି ୟୁଜର୍ସ ଏହି ପଲିସିକୁ ଗ୍ରହଣ ନ କରନ୍ତି ତାହେଲେ ତାଙ୍କୁ ଆପ୍ ଡିଲିଟ କରିବାକୁ ପଡିବ। ହ୍ୱାଟସଆପ୍ ୟୁଜର୍ସଙ୍କୁ ନୂଆ ଆପର ନୂଆ ଟର୍ମ ଏବଂ…

ଏବେ ହ୍ବାଟସଆପରେ ଆପଣ ଲକ୍ କରିପାରିବେ ପ୍ରାଇଭେଟ ଚାଟ୍, ଆପଣାନ୍ତୁ ଏହି ଟ୍ରିକ୍ସ

ଆଜିକାଲି ହ୍ବାଟସଆପ୍ ଆମ ସମସ୍ତ ଜୀବନର ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଯାଇଛି। ଏବେ ପ୍ରାଇଭେଟ ଚାଟ୍ ପାଇଁ ହ୍ବାଟସଆପ୍ କୁ ଅଧିକ ବ୍ଯବହାର କରାଯାଇଛି। ଏମିତିରେ ଡର ରହିଥାଏ କି କିଏ ଯଦି ଆପଣଙ୍କ କିଛି ପ୍ରାଇଭେଟ ଚାଟ୍ ପଢିଦିଏ ତେବେ କ’ଣ ହେବ। କିନ୍ତୁ ଏମିତି କିଛି ଟ୍ରିକ ରହିଛି, ଯାହାକୁ…