Browsing Tag

whatsapp

Whatsapp ରେ ଖୁବଶୀଘ୍ର ମିଳିବ ନୂଆ Wallpapers, ଏବେ ବଦଳିବ ଚାଟିଂ ଏକ୍ସପିରିୟନ୍ସ

ଲୋକପ୍ରିୟ ଚାଟିଂ ଆପ Whatsapp ନିଜ ୟୁଜର୍ସଙ୍କ ପାଇଁ ପ୍ରତ୍ୟେକ ଥର କିଛି ନା କିଛି ନୂଆ ଫିଚର ନେଇ ଆସୁଛି। ତେବେ ନିଜ ଗ୍ରାହକଙ୍କ ଚାଟିଂ ଏକ୍ସପିରିୟନ୍ସ କୁ ଆହୁରି ଉନ୍ନତ କରିବା ପାଇଁ Whatsapp ନୂଆ Wallpaper ଫିଚର ନେଇ ଆସିଛି। WABetaInfo ଅନୁସାରେ ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇର୍…

Facebook Messenger ଏବଂ Instagram ଆଣିଛି ନୁଆ ଫିଚର, ରିସିଭର ଦେଖିଲା ପରେ ହୋଇଯିବ ମେସେଜ ଡିଲିଟ

ଟେକର ସବୁଠାରୁ ବଡ କମ୍ପାନୀ Facebook ନିକଟରେ ନିଜ ମେସେଞ୍ଜିଙ୍ଗ ଆପ Whats-app ରେ ଆପେଆପେ ମେସେଜ ଡିଲିଟ କରିବାର ଫିଚର ଲଞ୍ଚ କରିଥିଲା।ବର୍ତ୍ତମାନ କମ୍ପାନୀ Facebook Messenger ଏବଂ Instagram ରେ ମଧ୍ୟ Vanish Mode ଫିଚର ଲଞ୍ଚ କରିଛି। ଟେକ ସାଇଟ ଦି ବର୍ଜ ମୁତାବକ ଏବେ ଆପଣ…

ଏବେ Whatsapp ରେ କରିପାରିବେ ଶପିଂ, ଜାଣନ୍ତୁ କେମିତି କାମ କରିବ ଫିଚର୍ସ

WhatsApp ଗତ କିଛି ଦିନ ହେବ ଲଗାତାର ଗୋଟିଏ ପରେ ଗୋଟିଏ ଫିଚର ଆଣୁଛି। ଏବେ WhatsApp ଆପ୍ରେ ଶପିଂ ବଟନ୍ ଆଡ୍ କରୁଛି। କମ୍ପାନୀ କହିବା ଅନୁସାରେ ଏହି ଫିଚର ବ୍ୟବସାୟ ପାଇଁ ଲାଭଦାୟକ ରହିବ ଏବଂ ସେମାନେ ନିଜ ସେଲ୍ ବଢ଼ାଇ ପାରିବେ। WhatsAppର ଏହି ନୂଆ ଫିଚର ଅନୁସାରେ ୟୁଜର୍ସଙ୍କୁ…

WhatsApp Pay: କିପରି କରିବେ ହ୍ଵାଟ୍ସଆପରେ ପେମେଣ୍ଟର ଆରମ୍ଭ, ଏଠାରେ ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ

ଭାରତରେ ହ୍ଵାଟ୍ସଆପ ପେମେଣ୍ଟ ଫିଚର WhatsApp Pay ଲଞ୍ଚ କରାଯାଇଛି । ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କ କହିବା ଅନୁଯାୟୀ ଟଙ୍କା ପଠାଇବା କିମ୍ବା ରିସିଭ କରିବା ପାଇଁ ହ୍ଵାଟ୍ସଆପ କୌଣସି ଶୁଳ୍କ ଆଦାୟ କରିବ ନାହିଁ । ଅନେକ ଲୋକ WhatsApp Payର ଆରମ୍ଭ ମଧ୍ୟ କରିଦେଇଛନ୍ତି, କିନ୍ତୁ କିଛି…

ଆଜିଠାରୁ Whatsapp ରେ କରିପାରିବେ ପଇସା ଟ୍ରାନ୍ସଫର, କମ୍ପାନୀ କହିଲା ଏମିତି କରିବ କାମ

Whatsapp UPI Payment ରେ ଭାରତୀୟ ଏବେ ହ୍ବାଟସଆପ୍ ମାଧ୍ୟମରେ ପଇସା ଟ୍ରାନ୍ସଫର କରିପାରିବେ। ନ୍ଯାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (NPCI) ହ୍ବାଟସଆପ୍କୁ ଅନୁମତି ଦେଇଛି। ପାଖାପାଖି ୩ ବର୍ଷ ହେବ ହ୍ବାଟସଆପ୍ ଏହାର ଅପେକ୍ଷା କରିଥିଲା। କମ୍ପାନୀ ଏହାକୁ ଏବେ ଭାରତରେ ଲାଇଭ…

୭ ଦିନ ଭିତରେ ଡିଲିଟ ହୋଇଯିବ Whats App ଚାଟିଙ୍ଗ, ଖୁବ ଶୀଘ୍ର ଆସୁଛି ନୂଆ ଫିଚର

Whats App ଖୁବ ଶୀଘ୍ର ଏକ ନୂଆ ଫିଚର ରୋଲ ଆଉଟ କରିବାକୁ ଯାଉଛି । ଏହାର ନାଁ କମ୍ପାନୀ ପକ୍ଷରୁ Disappearing Message ରଖାଯିବା ନେଇ ସ୍ଥିର ହୋଇଛି । ନୂଆ ଫିଚର କାର୍ଯ୍ୟକାରୀ ହେଲେ Whats Appରେ କରାଯାଇଥିବା ସମସ୍ତ ଚାଟ ମାତ୍ର 7 ଦିନ ଭିତରେ ଡିଲିଟ ହୋଇଯିବ । କମ୍ପାନୀ ଦ୍ୱାରା ଜାରି…

ଏବେ ହ୍ଵାଟ୍ସଆପ ଟେଲିଗ୍ରାମର ଛୁଟି, ଭାରତୀୟ ସେନା ବନାଇଲେ ନିଜର ‘Whatsapp’

ସୋସିଆଲ ମେସେଜିଂ ଆପ୍ ସହିତ ଡାଟା ସୁରକ୍ଷାକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି । ସାଧାରଣତଃ ସେନା ସହିତ ଡାଟାକୁ ଗମ୍ଭୀରତାର ସହ ନିଆଯାଏ, କାରଣ ସେନା କର୍ମଚାରୀମାନେ ସର୍ବଦା ହ୍ୟାକର୍ସଙ୍କ ଟାର୍ଗେଟରେ ଥାଆନ୍ତି । ତେବେ ନିକଟରେ ଭାରତ ସରକାର ଭାରତୀୟ ସେନା ପାଇଁ ଏକ ଇନଷ୍ଟାଣ୍ଟ…

ବଡ ଖବର: ଆଉ ମାଗଣା କରିପାରିବେନି ହ୍ଵାଟସଆପ୍‌ର ବ୍ୟବହାର, ଏବେ ଏହି ଗ୍ରାହକଙ୍କୁ ଦେବାକୁ ପଡିବ ପଇସା

ଆପଣ ହ୍ଵାଟସଆପ୍‌ ବ୍ୟବହାର କରୁଥିବେ ନିଶ୍ଚିତ। ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଧିକାଂଶ ଲୋକ ସାଧାରଣ ହ୍ଵାଟସଆପ୍ ବ୍ୟବହାର କରନ୍ତି, କିନ୍ତୁ ଅନେକ ଲୋକ ବ୍ୟବସାୟ ନ କରିବା ସତ୍ତ୍ୱେ ହ୍ଵାଟସଆପ୍‌ ବିଜନେସ ଆପ୍ ବ୍ୟବହାର କରନ୍ତି। ତେବେ ଏମିତି ଲୋକଙ୍କ ପାଇଁ…

ନିଜ ଫେଭରାଇଟ୍‌ ଚାଟ୍‌କୁ ରଖନ୍ତୁ ସବୁଠୁ ଉପରେ, ଜାଣନ୍ତୁ Whatsapp ର ପିନ୍‌ ଫିଚର ବିଷୟରେ

ହ୍ଵାଟ୍ସଆପ୍‌ ନିଜ ୟୁଜର୍ସଙ୍କ ପାଇଁ ସବୁବେଳେ କିଛି ନା କିଛି ନୂଆ ଫିଚର ନେଇ ଆସିଥାଏ। ଯାହା ଆମକୁ ଚାଟିଂ କରିବା ବେଳେ ବେଶ୍‌ ସାହାଯ୍ୟ କରିଥାଏ। ସେଭଳି ଏକ ଦରକାରୀ ଫିଚର ହେଉଛି ହ୍ଵାଟ୍ସଆପ୍‌ ପିନ୍‌। ବେଳେବେଳେ ଆମେ ବହୁତ ଲୋକଙ୍କୁ ମେସେଜ୍‌ କରିବା ଭିତରେ ଇମ୍ପୋଟାଣ୍ଟ କନ୍‌ଟାକ୍ଟ ତଳକୁ…

Whatsapp ମାଧ୍ୟମରେ ବି ହ୍ୟାକ୍ ହୋଇପାରେ ଆପଣଙ୍କ ଆକାଉଣ୍ଟ, ଜାଣନ୍ତୁ ବଞ୍ଚିବାର ସହଜ ଟିପ୍‌ସ ଓ ଟ୍ରିକ୍ସ

ଫଟାଫଟ୍‌ ମେସେଜ୍‌ କରିବା ହେଉ କିମ୍ବା କୌଣସି ଭିଡିଓ ସେୟାର କରିବା ପାଇଁ, ହ୍ଵାଟ୍ସ ଆପ୍‌ଠାରୁ ଭଲ ଆପ୍‌ ଆଉ କିଛି ନାହିଁ। କିନ୍ତୁ ବେଳେବେଳେ ହ୍ଵାଟ୍ସ ଆପ୍‌ ଯୋଗୁ ଅନ୍‌ଲାଇନ୍‌ ଫ୍ରଡ୍‌ ବି ହେଉଥିବା ଅଭିଯୋଗ ଆସୁଛି। ଏହା ଦ୍ୱାରା କେହି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ବା ଇ-ଓ୍ଵାଲେଟ୍‌…

ଷ୍ଟ୍ରଙ୍ଗ ପାସଓ୍ଵାର୍ଡ କ୍ରିଏଟ କରିବା ପାଇଁ ନିଶ୍ଚିତ ଫଲୋ କରନ୍ତୁ ଏହି ଟିପ୍ସ, କେବେ ବି କେହି କରିପାରିବେନି ହ୍ୟାକ୍‌

ଆଜିକାଲି ଲୋକେ ସ୍ମାର୍ଟଫୋନରେ ଫେସବୁକ, ଟ୍ଵିଟର, ଜିମେଲ, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ସମତେ ଅନେକ ପେମେଣ୍ଟ ଆପ୍‌ ମଧ୍ୟ ବ୍ୟବହାର କରୁଛେ। ଏହି ଆପ୍‌ସରେ ଆମର ଅନେକ ସମ୍ବେଦନଶୀଳ ଏବଂ ବ୍ୟକ୍ତିଗତ ବିବରଣୀ ରହିଥାଏ। ତେଣୁ ଏଗୁଡିକର ସୁରକ୍ଷା ପାଇଁ ପାସଓ୍ଵାର୍ଡ ଷ୍ଟ୍ରଙ୍ଗ ହେବା ବହୁତ…

ହ୍ଵାଟ୍ସଆପ୍‌ର ଏହି ନୂଆ ଫିଚର ଆପଣଙ୍କ କାମକୁ କରିବ ଆହୁରି ସହଜ, ଦେବ ସବୁ ଫାଇଲ୍‌ର ସୂଚନା

ହ୍ଵାଟ୍ସଆପ୍‌ ୟୁଜରଙ୍କ ପାଇଁ ଷ୍ଟୋରେଜ୍‌ ଏକ ବଡ଼ ସମସ୍ୟା। କେଉଁ ଫାଇଲ୍‌ ପାଇଁ କେତେ ଷ୍ଟୋରେଜ୍‌ ଖର୍ଚ୍ଚ ହେଉଛି ଓ କେଉଁଟି ବଡ଼ ଫାଇଲ ବେଳେ ବେଳେ ତାହା ଜଣାପଡ଼େନି। ୟୁଜରଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସବୁଠୁ ଲୋକପ୍ରିୟ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟ୍ସଆପ୍‌ ଖୁବ୍‌ଶୀଘ୍ର ଏକ ଏଭଳି…