Browsing Tag

whatsapp

ହ୍ଵାଟସଆପ୍‌ ଖୁବଶୀଘ୍ର ଆଣୁଛି ଏହି ତିନିଟି ନୂଆ କମାଲ୍‌ ଫିଚରର୍ସ, ଜାଣନ୍ତୁ କ’ଣ

ସାରା ବିଶ୍ବରେ ବ୍ୟବହୃତ ହେଉଥିବା ସବୁଠାରୁ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହେଉଛି ହ୍ବାଟସ୍ଆପ୍। ସାରା ବିଶ୍ବରେ ହ୍ବାଟସ୍ଆପର ୨ ବିଲିୟନରୁ ଅଧିକ ୟୁଜରର୍ସ ଅଛନ୍ତି । କମ୍ପାନୀ ଯୁଜର୍ସଙ୍କ ପାଇଁ କିଛି ଦିନର ବ୍ୟବଧାନରେ ନୂଆ ନୂଆ ଫିଚରର୍ସ ଆଣିଥାଏ । କମ୍ପାନୀ ଏବେ କିଛି ନୂଆ ଫିଚରର୍ସ…

ହ୍ଵାଟ୍‌ଆପ୍‌ ୟୁଜରଙ୍କ ପାଇଁ ଖୁସିଖବର, ଖୁବ୍‌ଶୀଘ୍ର ଆପ୍‌ରେ ସାମିଲ ହେବାକୁ ଯାଉଛି ୪ଟି ଅତି ଦରକାରୀ ଫିଚର

ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟ୍ସଆପ୍‌ର ବ୍ୟବହାର କରୁଥିବା ୟୁଜରଙ୍କ ପାଇଁ ଖୁସି ଖବର। Whatsapp ରେ ଏବେ ଆହୁରି ୪ଟି ନୂଆ ଫିଚର ଯୋଡ଼ି ହେବାକୁ ଯାଉଛି। ଏହି ଫିଚର ଆସିବା ପରେ ହ୍ଵାଟ୍ସଆପ୍‌ର ବ୍ୟବହାର କରିବା ଆହୁରି ସୁବିଧା ତଥା ସରଳ ହୋଇଯିବ। ହ୍ଵାଟ୍ସଆପ୍‌ର ବିଟା ଭର୍ସନ ଓ…

WhatsAppରେ ଆସୁଛି ଧମାକେଦାର ଫିଚର୍ସ, ୟୁଜର୍ସଙ୍କ ମିଳିବ ନୂଆ ଅନୁଭବ

ହ୍ଵାଟସଅପ୍‌  ନିଜ ଆପରେ ଅନେକ ନୂଆ ଅପଟେଡସ୍‌ ଉପରେ କାମ କରୁଛି। କମ୍ପାନୀ ନିଜର ଆଣ୍ଡ୍ରଏଡ ବିଟା ଭର୍ସନରେ ନୂଆ ଫିଚର୍ସକୁ ମଧ୍ୟ ଟେଷ୍ଟିଙ୍ଗ୍‌ କରୁଛି। WABetaInfoର ଏକ ରିପୋର୍ଟ ଅନୁଯାୟୀ କମ୍ପାନୀ ଏହି ଫିଚର୍ସ ଉପରେ କାମ କରୁଛି, ଯାହାକୁ ଆଣ୍ଡ୍ରଏଡ୍‌ ପାଇଁ ବିଟା ଭର୍ସନରେ ଦେଖା ଯାଇଛି।…

ଇନଷ୍ଟାରୁ କରିପାରିବେ ମେସେଞ୍ଜର ରୁମ କ୍ରିଏଟ ଜଏନ, ଫଲୋ କରନ୍ତୁ ଏହି ଟିପ୍ସ

ଫେସବୁକ ନିକଟରେ ନିଜର ମେସେଞ୍ଜର ରୁମ୍ସ ଫିଚରକୁ ବିସ୍ତାର କରିବା ପାଇଁ ହ୍ଵାଟସଆପ୍‌ ଏବଂ ଇନଷ୍ଟାଗ୍ରାମରେ ମଧ୍ୟ ଏହାକୁ ଲାଗୁ କରିଥିଲା। ଅର୍ଥାତ୍‌ କମ୍ପାନୀ ୟୁଜର୍ସଙ୍କୁ ହ୍ଵାଟସଆପ୍‌ ଏବଂ ଇନଷ୍ଟାଗ୍ରାମରୁ ହିଁ ସିଧା ସଳଖ ଭିଡିଓ କନଫରେନ୍ସରେ ଜଡିତ ହେବାକୁ ସୁଯୋଗ ଦେଇଥିଲା। ଏହି…

ଏବେ ଷ୍ଟୋରେଜ୍‌ ସମସ୍ୟାରୁ ମିଳିବ ମୁକ୍ତି, Whatsapp ଆଣୁଛି ନୂଆ ଫିଚର

ସାରା ବିଶ୍ୱର ପ୍ରାୟ ୮୦ ପ୍ରତିଶତ ଲୋକ ହ୍ଵାଟ୍ସଆପ୍‌ ବ୍ୟବହାର କରୁଛନ୍ତି। ଏଥିରେ ଚାଟିଂ କରିବା, ଷ୍ଟିକର ପଠାଇବା, ଭିଡିଓ କଲ କରିବା ଓ ଡକ୍ୟୁମେଣ୍ଟ ପଠାଇବା ଖୁବ୍‌ ସହଜ ହୋଇଥିବାରୁ ଅଧିକାଂଶ ଲୋକ ହ୍ଵାଟ୍ସଆପ୍‌ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। ହ୍ଵାଟ୍ସଆପ୍‌ରେ ପ୍ରତିଦିନ ନୂଆ ନୂଆ…

WhatsApp ର ଡାଟା କ୍ଲିଅର କରି ଫୋନର ମେମୋରୀକୁ ବୁଷ୍ଟ କରିବାର ସବୁଠାରୁ ସହଜ ଉପାୟ, ଜାଣନ୍ତୁ କିପରି କରିବେ

ଭାରତରେ ଅଧିକାଂଶ ସ୍ମାର୍ଟଫୋନ ୟୁଜର୍ସଙ୍କ ପାଇଁ ହ୍ଵାଟସଆପ୍‌ ମେସେଜ ରିପ୍ଲେସ କରିସାରିଛି। ହ୍ଵାଟସଆପ୍‌ରେ ଆପଣଙ୍କର ଏମିତି କେତେକ ଗ୍ରୁପ ରହିଛି। ଯେଉଁଥିରେ ଅନେକ ଚାଟ୍‌ ଆପଣଙ୍କ ହ୍ଵାଟସଆପ୍‌ରେ ରହିଥିବ। କିନ୍ତୁ ଏହି ଚାଟ୍‌ ଯୋଗୁଁ ଆପଣଙ୍କ ଫୋନର ସ୍ପିଡ କମ୍‌ ହୋଇଯାଇଥାଏ। ଗ୍ରୁପ ଚାଟ୍‌…

Whatsapp Trick: ଏହି ଉପାୟରେ ଆପଣ ମେସେଜ୍‌ ପଢ଼ିପାରିବେ କିନ୍ତୁ ପଠାଇଥିବା ବ୍ୟକ୍ତିଙ୍କ ପାଖକୁ ଯିବନି ବ୍ଲୁ ଟିକ୍‌

ଫେସ୍‌ବୁକ୍‌ରେ ଏଭଳି ଅନେକ ଟ୍ରିକ୍‌ ରହିଛି ଯାହା ବିଷୟରେ ଆମେ ଜାଣିନାହୁଁ। ପ୍ରାୟତଃ ଆମ ପାଖକୁ ଏଭଳି ଅନେକ ମେସେଜ୍‌ ଆସେ ଯାହାକୁ ଆମେ ପଢ଼ିବାକୁ ତ ଚାହୁଁ କିନ୍ତୁ ପଠାଇଥିବା ଲୋକଙ୍କୁ ବ୍ଲୁ ଟିକ୍‌ ନ ଯାଉ ବୋଲି ଚାହୁଁ। ଆଜି ଆମେ ଆପଣଙ୍କୁ ଏଭଳି ଏକ ଟ୍ରିକ୍‌ କହିବୁ ଯାହାକୁ ବ୍ୟବହାର…

WhatsApp ଜରିଆରେ ଆପଣଙ୍କ ପାଖକୁ ଆସୁଥିବା ମେସେଜ ଫେକ କି ନୁହେଁ, ଜାଣନ୍ତୁ ଗୋଟେ ଚୁଟକୀରେ

ଫରଜି ଖବର ପ୍ରସାରଣକୁ ରୋକିବା ତଥା ମେସେଜ ଗୁଡିକୁ ନିଜ ସାଇଟରୁ ହଟାଇବା ପାଇଁ ସୋସିଆଲ ମିଡ଼ିଆ କମ୍ପାନୀ Whatsapp ଲଗାତାର ଚେଷ୍ଟା କରି ଆସୁଛି । ଫେକ ନ୍ୟୁଜ ପ୍ରଘଟକୁ ରୋକିବା ପାଇଁ କମ୍ପାନୀ ପ୍ରଥମେ ନିଜ ଫରୱାର୍ଡ଼ଇଙ୍ଗ ସିଷ୍ଟମ ଉପରେ ରୋକ ଲଗାଇଥିଲା । ଏହା ପରେ ନିଜ ମେସେଜ ଗୁଡିକ ଉପରେ…

ଗ୍ରୁପ ନୋଟିଫିକେସନ ଡିଷ୍ଟର୍ବ କରୁଛି କି ? ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ନୂଆ ଟେକନିକ

ହ୍ଵାଟ୍ସଆପରେ ଚଳିତ ବର୍ଷ ଅନେକ ନୂଆ ଫିଚର୍ସ ଆସିଛି ଏବଂ ଆହୁରି କିଛି ଫିଚର୍ସ ଆସିବାକୁ ଯାଉଛି । ଏକ ରିପୋର୍ଟ ଅନୁଯାୟୀ ହ୍ଵାଟ୍ସଆପ ବର୍ତ୍ତମାନ ଅନେକ ଫିଚର ଉପରେ କାମ କରୁଛି । ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ଵାଟ୍ସଆପର ନୋଟିଫିକେସନ ଯୋଗୁଁ ଅନେକ ଥର ୟୁଜର୍ସମାନେ ବିରକ୍ତ ହୁଅନ୍ତି । ଏହାକୁ…

ଏବେ ଫଟୋ ଓ ଭିଡିଓକୁ ଏଡିଟ କରିବା ହେଲା ଅହୁରି ସହଜ, ହ୍ଵାଟ୍ସଆପ ଆଣିଲା ନୂଆ ଫିଚର

ଆପଣ ଜାଣନ୍ତି କି ବର୍ତ୍ତମାନ ଆପଣଙ୍କ ଫଟୋ ଓ ଭିଡିଓକୁ ଏଡିଟ କରିବା ହେଲା ଅହୁରି ସହଜ । ଆଜ୍ଞା ହଁ ବର୍ତ୍ତମାନ ହ୍ଵାଟ୍ସଆପ ମେସେଞର ନେଇ ଆସିଛି ଆପଣଙ୍କ ପାଇଁ ଏମିତି ଏକ ନୂଆ ଫିଚର ,ଯାହା ଦ୍ୱାରା ଆପଣ ସିଧାସଳଖ ହ୍ଵାଟ୍ସଆପ‌ ମାଧ୍ୟମରେ ଫଟୋ କିମ୍ବା ଭିଡିଓକୁ ଏଡିଟ କରି ନିଜ ପ୍ରିୟଜନଙ୍କୁ…

ଜାଣନ୍ତୁ ପୁରୁଣା ଫୋନରୁ ନୂଆ ଫୋନକୁ କେମିତି ଟ୍ରାନ୍ସଫର କରିବେ ନିଜ Whats App chats

ପୁରୁଣା ଫୋନରୁ ନୂଆ ଫୋନ ବଦଳାଉଥିବା ସମୟରେ ୟୁଜର ମାନଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ଏହି ସମୟରେ ଅନେକ ଡାଟା ଡିଲିଟ ହୋଇଯାଏ ବା ଟ୍ରାନ୍ସ୍ଫର ହୋଇପାରେ ନାହିଁ । ଟ୍ରାନ୍ସ୍ଫର ନହେବା କାରଣରୁ କିଛି ଡାଟା ପୁରୁଣା ଫୋନରେ ହିଁ ରହି ଯାଇଥାଏ । ଅଧିକାଂଶ ସମୟରେ ୟୁଜର ମାନେ…

ଫେସ୍‌ବୁକ୍‌ ମେସେଞ୍ଜର, ହ୍ଵାଟ୍ସଆପ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ୟୁଜର ପରସ୍ପର ସହ କରିପାରିବେ ଚାଟ୍‌

ଖୁବ୍‌ଶୀଘ୍ର ଫେସ୍‌ବୁକ ମେସେଞ୍ଜର, ହ୍ଵାଟ୍ସଆପ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ୟୁଜର ପରସ୍ପର ସହ କଥାବାର୍ତ୍ତା କରିପାରିବେ। ଏନେଇ ଫେସ୍‌ବୁକ୍‌ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଫେସ୍‌ବୁକ୍‌ ନିଜ ହ୍ଵାଟ୍ସଆପ୍‌, ମେସେଞ୍ଜର ଓ ଇନ୍‌ଷ୍ଟାଗ୍ରାମ୍‌ ମଧ୍ୟରେ ଏକ ଯୋଗାଯୋଗ ଆରମ୍ଭ କରିବାକୁ ଯାଉଛି।…