Below header
Browsing Tag

whatsapp

Whatsapp କମ୍ପାନୀ ନିଜ ସ୍କ୍ରିନରେ ଜାରି କଲା ଆନିମେଟେଡ଼ ଷ୍ଟିକର୍ସ, ଏହି ଉପାୟରେ କରନ୍ତୁ ୟୁଜ

ବିଶ୍ୱର ସର୍ବାଧିକ ଲୋକପ୍ରିୟତା ହାସଲ କରିଥିବା ଫେସବୁକ କମ୍ପାନୀ ନିଜ ବିଟା ଫେଜ ଆରମ୍ଭ କରିବା ପରେ ହ୍ବାର୍ଟ୍ସଆପ କମ୍ପାନୀ ନିଜ ସାଇଡ କିଛି ଏନିମେଟେଡ଼ ଷ୍ଟିକର୍ସ ଜାରି କରିଛି । ଜାରି ହୋଇଥିବା ଏହି ନୂଆ ଫିଚର ଆଣ୍ଡ୍ରଏଡ଼ ଓ ଆଇଓଏସରେ ଉପଲବ୍ଧ ହୋଇପାରିବ ବୋଲି କମ୍ପାନୀ ତରଫରୁ ଜାରି…

ନିଜର ଏହି ଆପକୁ ପୁଣି ଥରେ ଲଞ୍ଚ କଲା WhatsApp, ଯାହାକୁ ୟୁଜର୍ସ କରୁଥିଲେ ମିସ

ଇନଷ୍ଟାନଟ ମେସେଜିଙ୍ଗ ଆପ Whatsapp ନିଜ ୟୁଜର୍ସ ମାନଙ୍କୁ ଅଧିକ ସୁବିଧା ଯୋଗାଇବା ପାଇଁ ଗଲା କିଛି ଦିନ ହେବ ନୂଆ- ନୂଆ ଫିଚର୍ସ ଲଞ୍ଚ କରିବାରେ ଲାଗିଛି  । କିଛି ଦିନ ତଳେ ହିଁ କମ୍ପାନୀ ତରଫରୁ ନୂଆ ଅପଡ଼େଟ ଜରିଆରେ "ମେସେଞ୍ଜର ରୂମସ ସଟକଟ" ଆପକୁ ନିଜ ଫିଚର୍ସ ଲିଷ୍ଟରେ ଆଡ କରିଥିଲା  ।…

ହ୍ଵାଟ୍ସଆପ୍‌ରେ ଫଟୋ ଡିଲିଟ୍‌ ହୋଇଯାଇଥିଲେ ଏହି ଟ୍ରିକ୍‌ ବ୍ୟବହାର କରି କରନ୍ତୁ ଡାଉନ୍‌ଲୋଡ୍‌

ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ଵାଟ୍ସଆପ୍‌ରେ ପ୍ରତିଦିନ କିଛି ନା କିଛି ପରିବର୍ତ୍ତନ ହୋଇଥାଏ। ଏହି ଆପ୍‌ରେ ୟୁଜର ୩୦ ଦିନ ପର୍ଯ୍ୟନ୍ତ ପୁରୁଣା ମଲ୍ଟିମିଡିଆ ଫାଇଲକୁ ଡାଉନ୍‌ଲୋଡ କରିପାରିବେ। ଏଭଳି ସ୍ଥିତିରେ ଯଦି ଆପଣଙ୍କର କୌଣସି ହ୍ଵାଟ୍ସଆପ୍‌ ଫଟୋ କିମ୍ବା ଭିଡିଓ ଡିଲିଟ୍‌ ହୋଇଯାଇଛି…

ହ୍ଵାଟ୍ସଆପ୍‌ରେ ଖୁବ୍‌ଶୀଘ୍ର ଆସୁଛି ଏହି ୬ଟି ନୂଆ ଫିଚର, ମେସେଜ୍‌ କରିବା ହୋଇଯିବ ଆହୁରି ସହଜ

ବର୍ତ୍ତମାନ ସବୁଠୁ ଅଧିକ ବ୍ୟବହାର କରାଯାଉଥିବା ଆପ୍‌ ମଧ୍ୟରେ ହ୍ଵାଟ୍ସଆପ୍‌ ଅନ୍ୟତମ। ଏହି ଆପ୍‌ ବ୍ୟବହାର କରିବାକୁ ସୁବିଧାଜନକ ହୋଇଥିବାରୁ ପ୍ରାୟ ୭୦ କୋଟିରୁ ଊର୍ଦ୍ଧ୍ୱ ଲୋକ ହ୍ଵାଟ୍ସଆପ୍‌ ବ୍ୟବହାର କରିଥାନ୍ତି। ତେବେ ୟୁଜରଙ୍କ ସୁବିଧାକୁ ଦୃଷ୍ଟିରେ ରଖି କମ୍ପାନୀ ହ୍ଵାଟ୍ସଆପ୍‌ରେ କିଛି…

ହ୍ଵାଟ୍ସଆପ୍‌ ଆକାଉଣ୍ଟ ହ୍ୟାକ୍‌ ହୋଇଥିଲେ ଆଦୌ ବ୍ୟସ୍ତ ହୁଅନ୍ତୁନି, ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନ ସମୟରେ ହ୍ଵାଟ୍ସଆପ୍‌ ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍‌ ଭାବେ ପରିଗଣିତ ହେଉଛି। ଏବେ ସାରା ଦୁନିଆରେ ପ୍ରାୟ ୨୦୦ କୋଟିରୁ ଊର୍ଦ୍ଧ୍ୱ ଲୋକ ହ୍ଵାଟ୍ସଆପ୍‌ ବ୍ୟବହାର କରୁଛନ୍ତି। ବର୍ତ୍ତମାନ କରୋନା ସମୟରେ ସବୁଠାରୁ ଭଲ ଯୋଗାଯୋଗର ମାଧ୍ୟମ ପାଲଟିଛି ହ୍ଵାଟ୍ସଆପ୍‌। ଏଥିରେ ଉଭୟ ଭଏସ୍‌…

ନିଜ ଫଟୋକୁ ହ୍ଵାଟ୍ସଆପ୍‌ ଷ୍ଟିକର ବନାଇବାକୁ ଚାହୁଁଛନ୍ତି କି! ଜାଣନ୍ତୁ ଉପାୟ

ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟ୍ସଆପ୍‌ ନିଜ ୟୁଜର୍ସଙ୍କ ପାଇଁ ପ୍ରାୟତଃ ନୂଆ ନୂଆ ଫିଚର ଲଞ୍ଚ୍‌ କରିଥାଏ। ହ୍ଵାଟ୍ସଆପ୍‌ରେ ୟୁଜରଙ୍କ ଚାଟ୍‌କୁ ଅଧିକ ସୁବିଧାଜନକ କରିବା ପାଇଁ ଏଥିରେ ନୂଆ ଷ୍ଟିକର ଫିଚର ଆଡ୍‌ କରାଯାଇଛି। ତେବେ ଏହି ଷ୍ଟିକର ମଧ୍ୟରେ ପୂର୍ବରୁ କେତେକ ଡିଜାଇନ୍‌ ଥିବା ବେଳେ…

Whatsapp ବ୍ୟବହାର କରୁଥିଲେ ସାବଧାନ! ଲିକ୍‌ ହେଉଛି ଫୋନ୍‌ ନମ୍ବର ସମେତ ଏସବୁ ତଥ୍ୟ

ହ୍ଵାଟ୍ସଆପ୍‌ରେ ବଗ୍‌ ମିଳିବା କିଛି ନୂଆ କଥା ନୁହେଁ। ବିଭିନ୍ନ ସମୟରେ ଏହି ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ରେ କେତେକ ସମସ୍ୟା ଦେଖିବାକୁ ମିଳିଛି। ତେବେ ଏଥିରେ ଏବେ ଏକ ସାଂଘାତିକ ସମସ୍ୟା ଦେଖାଯାଇଛି। ରିପୋର୍ଟ ମୁତାବକ ହଜାର ହଜାର ହ୍ଵାଟ୍ସଆପ୍‌ ୟୁଜରଙ୍କ ଫୋନ୍‌ ନମ୍ବର ଲିକ୍‌ ହୋଇଛି। ଅତୁଲ…

ହ୍ଵାଟ୍ସଆପକୁ ଟକ୍କର ଦେବାପାଇଁ ଟେଲିଗ୍ରାମ ଏକାସାଙ୍ଗେ ଆଣିଲା ଅନେକ ଗୁଡିଏ ନୂଆ ଫିଚର୍ସ, ଏବେ ଭିଡିଓ ବି କରିପାରିବେ…

ଇନଷ୍ଟାଣ୍ଟ ମଲ୍ଟିମିଡ଼ିଆ ମେସେଜିଂ ଆପ୍ ଟେଲିଗ୍ରାମ ଏବଂ ହ୍ଵାଟ୍ସଆପ ମଧ୍ୟରେ ସିକ୍ୟୁରିଟିକୁ ନେଇ ଗତ କିଛିଦିନ ହେବି ଲଢେ଼ଇ ଜାରି ରହିଛି । ଯଦିଓ ହ୍ଵାଟ୍ସଆପ ବ୍ୟବହାରକାରୀଙ୍କ ସଂଖ୍ୟା ସବୁବେଳେ ଟେଲିଗ୍ରାମ ଠାରୁ ଅଧିକ କିନ୍ତୁ ସଂକ୍ରମଣ ବିସ୍ତାର ହେବା ପରେ ହଠାତ୍ ଟେଲିଗ୍ରାମ ୟୁଜର୍ସଙ୍କ…

ଏବେ ହ୍ଵାଟ୍ସଆପ୍‌ରେ କରିହେବ ଗ୍ୟାସ୍‌ ସିଲିଣ୍ଡର ବୁକ୍‌, ଜାଣନ୍ତୁ କେମିତି

ଲୋକମାନେ ହାଇଟେକ୍‌ ହେବା ସହ ଏବେ କମ୍ପାନୀମାନେ ମଧ୍ୟ ଗ୍ରାହକଙ୍କୁ ଭଲ ସେବା ଯୋଗାଇବା ପାଇଁ ଟେକ୍ନୋଲୋଜି ବ୍ୟବହାର କରୁଥିବା ଦେଖାଯାଇଛି। ଟ୍ରାଭେଲ ପୋର୍ଟାଲ ଓ ହୋମ୍‌ ଅପ୍ଲାୟନ୍ସ କମ୍ପାନୀ ହ୍ଵାଟ୍ସଆପ୍‌ରେ ସେବା ଉପଲବ୍ଧ କରାଇବା ପରେ ଏବେ ଏହି ତାଲିକାରେ ଗ୍ୟାସ୍‌ ସିଲିଣ୍ଡର କମ୍ପାନୀ…

ନମ୍ବର ସେଭ୍‌ କରିବାକୁ ଆଉ କରିବାକୁ ପଡ଼ିବନି ଟାଇପ୍‌, କେବଳ ସ୍କାନ୍‌ କଲେ ହୋଇଯିବ ସେଭ୍‌

ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟ୍ସଆପ୍‌ରେ ଇନ୍‌ଷ୍ଟାଗ୍ରାମ୍‌ ଓ ସ୍ନାପ୍‌ଚାଟ୍‌ ଭଳି ନୂଆ ଫିଚର ଆସିଛି। ଏବେ ନୂଆ କଣ୍ଟାକ୍ଟ ଆଡ୍‌ କରିବା ପାଇଁ ଆପଣଙ୍କୁ ନମ୍ବର ଟାଇପ୍‌ କରିବାକୁ ପଡ଼ିବ ନାହିଁ। କେବଳ କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରିଦେଲେ ହିଁ ନୂଆ ନମ୍ବର ସେଭ୍‌ ହୋଇଯିବ। ଏହି ନୂଆ…

Whatsappରେ ବି କରିପାରିବେ ମେସେଜ୍‌ ସିଡ୍ୟୁଲ୍‌, ଜାଣନ୍ତୁ ସହଜ ଉପାୟ

ବର୍ତ୍ତମାନ ସବୁଠାରୁ ଲୋକପ୍ରିୟ ଇନ୍‌ଷ୍ଟାଣ୍ଟ ଆପ୍‌ ଭାବେ Whatsapp କୁ ଅଧିକାଂଶ ଲୋକ ବ୍ୟବହାର କରୁଛନ୍ତି। ଏଥିରେ ମେସେଜ୍‌, ଫଟୋ, ଭିଡିଓ, ଡକ୍ୟୁମେଣ୍ଟ ଆଦି ପଠାଇବା ସହଜ ହୋଇଥିବାରୁ ଅନ୍ୟ ଆପ୍‌ ତୁଳନାରେ ସମସ୍ତେ ଏହାକୁ ଅଧିକ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ସାରା ଦୁନିଆରେ…

ହ୍ଵାଟ୍ସଆପ୍‌ରେ ଆସିଲା ନୂଆ ଫିଚର, ଏକାଥରେ ୫୦ ଜଣଙ୍କୁ କରିପାରିବେ ଭିଡିଓ କଲିଂ

ହ୍ଵାଟ୍‌ଆପ୍‌ ୟୁଜରଙ୍କ ପାଇଁ ଆଉ ଏକ ଖୁସି ଖବର। ଫେସ୍‌ବୁକ୍‌ ତରଫରୁ ହ୍ଵାଟ୍‌ଆପ୍‌ ୟୁଜରଙ୍କୁ ନୂଆ ତଥା ଦମ୍‌ଦାର ଫିଚର ଉପହାର ସ୍ୱରୂପ ଦିଆଯାଇଛି। ଏହି ଫିଚର ସହାୟତାରେ ୟୁଜରମାନେ ଭିଡିଓ କଲିଂ ବେଳେ ଅଧିକ ମଜା ଉଠାଇପାରିବେ। ନୂଆ ମେସେଞ୍ଜର ରୁମ୍‌ ସର୍ଭିସ (Messenger Rooms) ୟୁଜରଙ୍କ…