Below header
Browsing Tag

whatsapp

ମେ’ଶେଷ ସପ୍ତାହରେ ଭାରତରେ ଲଞ୍ଚ୍‌ ହେବ WhatsApp Pay, ମିଳିବ ଏସବୁ ସୁବିଧା

ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟ୍‌ଆପ୍‌ର ନୂଆ ସର୍ଭିସ ହ୍ଵାଟ୍‌ଆପ୍‌ ପେ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛି। ଏହି ନୂଆ ସେବାର ଲଞ୍ଚ ତାରିଖକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି। ତେବେ ଏନେଇ ଆଉ ଏକ ମିଡିଆ ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଏହି ମାସ…

WhatsApp ଭିଡିଓ କଲିଂରେ ହେଲା ବଡ଼ ପରିବର୍ତ୍ତନ, ଏବେ ଏମିତି କରିବେ କଲ୍

ୟୁଜରଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ଵାଟ୍ସଆପ ନିୟମିତ ନିଜ ଆପରେ କିଛି କିଛି ପରିବର୍ତ୍ତନ କରୁଛି। ଏବେ କମ୍ପାନୀ ତରଫରୁ ଅଡିଓ ଓ ଭିଡିଓ କଲରେ କେତେକ ପରିବର୍ତ୍ତନ କରାଯାଇଛି, ଯାହା ଦ୍ୱାରା କଲ କରିବା ବେଳେ ୟୁଜରଙ୍କୁ ଆଉ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ…

ଏହି ଉପାୟରେ ବିନା ଇଣ୍ଟରନେଟରେ ମଧ୍ୟ ଆପଣ ହ୍ଵାଟ୍ସଆପରେ ପଠାଇପାରିବେ ମେସେଜ

ଏବେ ପ୍ରାୟ ଅଧିକାଂଶ ଲୋକ ହ୍ଵାଟ୍ସଆପ ବ୍ୟବହାର କରୁଛନ୍ତି। ମେସେଜ, ଫଟୋ, ଭିଡିଓ ଓ ଫାଇଲ ପଠାଇବାକୁ ସୁବିଧା ହେଉଥିବାରୁ ପ୍ରାୟ ୯୦ ପ୍ରତିଶତ ଲୋକ ଏହି ଆପକୁ ବ୍ୟବହାର କରୁଛନ୍ତି। ତେବେ କେବଳ ନେଟ ଥିଲେ ହିଁ ଆପଣ ହ୍ଵାଟ୍ସଆପ ବ୍ୟବହାର କରିପାରିବେ। ମାତ୍ର ଆଜି ଆମେ ଆପଣଙ୍କୁ ଏକ ଏମିତି…

ହ୍ଵାଟସ ଆପର ବଡ଼ ଘୋଷଣା, ଏବେ ମେସେଜ ଫରୱାର୍ଡ କରିବା ଉପରେ ଲାଗିପାରେ ରୋକ୍

ଦୁନିଆର ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଚାଟିଂ ଆପ୍ ମଧ୍ୟରେ ହ୍ଵାଟସ ଆପ ଅନ୍ୟତମ। ଏହି ଆପ ମାଧ୍ୟମରେ ମେସେଜ କରିବା ଖୁବ ସହଜ ହୋଇଥିବାରୁ ଏବେ ଅଧିକାଂଶ ଲୋକ Whats app ବ୍ୟବହାର କରୁଛନ୍ତି। କିନ୍ତୁ ଏବେ ହ୍ଵାଟସ ଆପ ନିଜ ଆପରେ କେତେକ ପରିବର୍ତ୍ତନ କରିବାକୁ ଯାଉଛି। କରୋନା ଭାଇରସ…

କରୋନା ସତର୍କତା : ଅଧିକ ଥର ମେସେଜ ଫରୱାର୍ଡ଼ଇଙ୍ଗ ଉପରେ ରୋକ ଲଗାଇଲା WhatsApp

ସୋସିଆଲ ମିଡ଼ିଆ ହୁଆର୍ଟ୍ସଅପ ମାଧ୍ୟମରେ କରୋନା ଭାଇରସକୁ ନେଇ ଭାଇରାଲ ହେଉଥିବା ବିଭିନ୍ନ ମିଛ ସତ ତଥ୍ୟ ପ୍ରସାରଣ ଉପରେ ରୋକ ଲଗାଇବା ପାଇଁ ଏକ ବଡ ନିଷ୍ପତି ନେଇଛି ହୁଆର୍ଟ୍ସଅପ । ହୁଵାର୍ଟ୍ସ ଅପ ନିଜ ମେସେଜ ଫରୱାର୍ଡ଼ଇଙ୍ଗ କ୍ଷମତାକୁ ସୀମିତ କରି ଦେଇଛି । ଏଣିକି ହୁଆର୍ଟ୍ସଅପ ୟୁଜର ମାନେ…

ଖୁବ ଶୀଘ୍ର WhatsApp ରେ ଆସୁଛି ମଲ୍ଟି ଡିଭାଇସ ଏବଂ ଅଟୋ ଡିଲିଟ ସପୋର୍ଟ

ଇଂଷ୍ଟାଣ୍ଟ ମେସେଜିଙ୍ଗ ଆପ WhatsApp ପୂର୍ବରୁ ମଲ୍ଟି ଡିଭାଇସ ସପୋର୍ଟରେ କାମ କରୁଛି। ବର୍ତ୍ତମାନ ଆପଣ କେବଳ ଏକ ସ୍ମାର୍ଟଫୋନରେ ମୋବାଇଲ ନମ୍ବର ସାହାଯ୍ୟରେ WhatsApp ବ୍ୟବହାର କରିପାରୁଛନ୍ତି। କିନ୍ତୁ ଏହି ଫିଚର ଜରିଆରେ ଗୋଟିଏ ମୋବାଇଲ ଆକାଉଣ୍ଟକୁ ଆପଣ ଭିନ୍ନ ଭିନ୍ନ ଡିଭାଇସରେ…

WhatsApp ରେ ମିଳିବ କରୋନା ଭାଇରସ୍‌ ସମ୍ବନ୍ଧୀୟ ସମସ୍ତ ସୂଚନା, ସରକାର ଲଞ୍ଚ୍‌ କଲେ ହେଲ୍ପ ଡେସ୍କ

କରୋନା ଭାଇରସ୍‌କୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏହାର ଅପ୍‌ଡେଟ୍‌ ପାଇଁ ଭାରତ ସରକାର ଏକ ହେଲ୍ପ ଡେସ୍କ ଲଞ୍ଚ୍‌ କରିଛନ୍ତି। ହ୍ଵାଟ୍ସ ଆପ୍‌ରେ କରୋନା ଭାଇରସ୍‌ ସମ୍ବନ୍ଧିତ ସୂଚନା ପାଇଁ MyGov Corona ହେଲ୍ପ ଡେସ୍କ ଲଞ୍ଚ୍‌ ହୋଇଛି। ଚୀନ୍‌ର ବୁହାନ ସହରୁ ଆରମ୍ଭ ହୋଇଥିବା ଏହି…

WhatsApp ରେ ଡିଲିଟ୍‌ ହୋଇଥିବା ମେସେଜ୍‌ ପଢ଼ିବାକୁ ଚାହୁଁଥିଲେ, ଟ୍ରାଏ କରନ୍ତୁ ଏହି ଟ୍ରିକ୍‌

ଦୁନିଆର ସମସ୍ତ ଚାଟିଂ ଆପ୍‌ ମଧ୍ୟରେ ହ୍ଵାଟ୍ସ ଆପ୍‌ (WhatsApp) ସବୁଠାରୁ ଲୋକପ୍ରିୟ। ଫେସ୍‌ବୁକ୍‌ ଦ୍ୱାରା ପରିଚାଳିତ ଏହି ଆପ୍‌ ୨୦୧୭ ମସିହାରେ ଡିଲିଟ୍‌ ମେସେଜ୍‌ ବିକଳ୍ପ ଆଣିଥିଲା। ଏହି ଫିଚର ଜରିଆରେ ୟୁଜର କାହାକୁ ଯଦି କିଛି ଭୁଲରେ ପଠାଇ ଦେଇଥିବେ ତେବେ ଚାହିଁଲେ ଡିଲିଟ୍‌…

Whatsapp Tips: ଏହି ଉପାୟରେ ସହଜରେ ବଢ଼ାନ୍ତୁ ଫୋନ୍‌ର ଷ୍ଟୋରେଜ୍‌, ଆଉ ଡାଉନ୍‌ଲୋଡ୍‌ ପାଇଁ ହେବନି ଅସୁବିଧା

ଫେସ୍‌ବୁକ୍‌ର ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟ୍ସଆପ୍‌ ଏକ ଲୋକପ୍ରିୟ ଆପ୍‌। ଲୋକମାନେ ପରସ୍ପର ସହ ଜଡ଼ିତ ରହିବା ପାଇଁ ବହୁଳ ଭାବେ ଏହି ଆପ୍‌କୁ ବ୍ୟବହାର କରୁଛନ୍ତି। କେବଳ କଥାବାର୍ତ୍ତା ପାଇଁ ନୁହେଁ, ଆପଣ ଚାହିଁଲେ ଫଟୋ ପଠାଇବା, ଭିଡିଓ କଲ୍‌ କରିବା, ଲୋକେସନ୍‌ ପଠାଇବା ପାଇଁ ମଧ୍ୟ ଏହି…

ହୋଲିର ବିଶେଷ ଅବସରରେ Whatsapp ଜାରି କଲା ନୂଆ ସ୍ଟିକର୍ଷ, ଏମିତି ପଠାନ୍ତୁ ସାଙ୍ଗସାଥୀଙ୍କୁ ଶୁଭେଚ୍ଛା

ଏମିତିରେ ତ ବିଶ୍ୱବାସୀଙ୍କ ମନରେ କରୋନା ଭାଇରସ ଏକ ପ୍ରକାର ଭୟଙ୍କର ଚାପ ଛାଡ଼ିଛି ।  ଏହି ଭୟରେ ଲୋକେ ହାତ ମିଶାଇ ବା କାନ୍ଧରେ କାନ୍ଧ ମିଶାଇ ପରସ୍ପରକୁ ଶୁଭେଚ୍ଛା ଜଣାଇବାକୁ ଡରୁଛନ୍ତି ।  ତେଣୁ ଏପରି ପରିସ୍ଥିତିରେ ଯେମିତି ଆପଣଙ୍କ ଖୁସି କମ ନ ହୁଏ ।  ସେନେଇ ହୁଆର୍ଟ୍ସଅପ କମ୍ପାନୀ ନୂଆ…

ହ୍ଵାଟ୍ସଆପ, ଟିକଟକ ଓ ଟ୍ୱିଟର ବିରୋଧରେ ଦେଶରେ ରୁଜୁ ହେଲା ମାମଲା, ଜାଣନ୍ତୁ କଣ କହିଲେ ଅଭିଯୋଗକାରୀ

ହାଇଦ୍ରାବାଦ ପୋଲିସ ମାଇକ୍ରୋ ବ୍ଳଗିଙ୍ଗ ପ୍ଲାଟଫର୍ମ, ଫେସବୁକର ହ୍ଵାଟ୍ସଆପ ଏବଂ ଟିକଟକ ପ୍ଲାଟଫର୍ମ ବିରୋଧରେ ଦେଶରେ ଘୃଣା ଏବଂ ରାଷ୍ଟ୍ର ବିରୋଧୀ ଜିନିଷର ପ୍ରଚାର ଓ ପ୍ରସାର ଉପରେ ଏକ ଅପରାଧିକ ମାମଲା ରୁଜୁ କରିଛି । ତେବେ ହ୍ଵାଟ୍ସଆପ ଟ୍ୱିଟର, ଟିକଟକ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି…

WhatsAppରେ ଆସିଲା ଆଉ ଏକ ନୂଆ ଟ୍ରିକ୍‌, ଏବେ ଫୋନ୍‌ରେ ଥିବା ଭିଡିଓରୁ ବି ତିଆରି କରିପାରିବେ GIF; ଜାଣନ୍ତୁ କେମିତି

ବର୍ତ୍ତମାନ ଲୋକମାନେ ଅଧିକ ସମୟ ମୋବାଇଲରେ ବିତାଉଥିବା ଦେଖିବାକୁ ମିଳୁଛି। ଖାସ୍‌ କରି ହ୍ଵାଟ୍ସ ଆପ୍‌ରେ ଲୋକମାନେ ଅଧିକ ଆକ୍ଟିଭ୍‌ ରହୁଛନ୍ତି। ଏଣୁ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ଏହି ଆପ୍‌ ମଧ୍ୟ ନୂଆ ନୂଆ ଫିଚର ଆଣୁଛି। ପୂର୍ବରୁ ହ୍ଵାଟ୍ସ ଆପ୍‌ରେ ଷ୍ଟିକର, ଜିଆଇଏଫ୍‌ ଏବଂ ଇମୋଜି ପଠାଇବା…