Below header
Browsing Tag

whatsapp

WhatsAppରେ ନିଜେ କରିପାରିବେ ପର୍ସନାଲ GIFs, ଫଲୋ କରନ୍ତୁ ଏହି ୮ଟି ଷ୍ଟେପ୍‌ସ

ଯଦି ଆପଣ ମେସେଜିଙ୍ଗ୍‌ ସର୍ଭିସ୍‌ ଆପ୍‌ ‘ହ୍ଵାଟସ୍‌ଆପ’ ବ୍ୟବହାର କରୁଛନ୍ତି, ତା’ହେଲେ ଏଥିରେ ମିଳୁଥିବା ଅନେକ ଫିଚର ବିଷୟରେ ନିହାତି ଜାଣିଥିବେ। ହ୍ଵାଟସ୍‌ଆପରେ ଆପଣ ଟେକ୍ସଟ ଏବଂ ଇମୋଜି ଛଡ଼ା GIF ସାହାଯ୍ୟରେ ମଧ୍ୟ ନିଜକୁ ଏକ୍ସପ୍ରେସ କରିପାରିବେ। ଏଥିରେ ଢେର୍‌ ସାରା GIF ଉପଲବ୍ଧ ରହିଛି,…

WhatsAppରେ କାହା ସହିତ କରିଛନ୍ତି ସବୁଠୁ ଅଧିକ ଚାଟିଂ, ଜାଣନ୍ତୁ ଏହି ସହଜ ଟ୍ରିକ୍‌

ଆଜିକା ଦିନରେ WhatsApp ସବୁଠାରୁ ପପୁଲାର୍‌ ମେସେଜିଂ ଆପ୍‌। ଏଥିରେ ଲୋକେ ଫଟୋ ଏବଂ ଭିଡିଓ ଶେୟାର କରିବା ଅପେକ୍ଷା ଅଧିକ ମାତ୍ରାରେ ଚାଟିଂ କରିଥାଆନ୍ତି। ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି କି ଆପଣ WhatsAppରେ କାହା ସହିତ ଅଧିକ ଚାଟିଂ କରିଛନ୍ତି, ସେଥିପାଇଁ WhatsApp ଆପଣଙ୍କୁ ଦେଇଛି ଏକ…

ଫେବୃୟାରୀ ୧ ରୁ ଏହିସବୁ ସ୍ମାର୍ଟଫୋନରେ ଆଉ ଚାଲିବନି ହ୍ଵାଟ୍ସଆପ, ଏପରି କରନ୍ତୁ ନିଜ ଚାଟକୁ ସେଭ

ଫେସବୁକ ଅଧୀନତ୍ବ ହ୍ଵାଟ୍ସଆପ କମ୍ପାନୀର ଘୋଷଣା ଅନୁଯାୟୀ ୨୦୨୦ ମସିହା ଫେବୃୟାରୀ ୧ ତାରିଖଠାରୁ କିଛି ଆଣ୍ଡ୍ରଏଡ଼ ସ୍ମାର୍ଟଫୋନ ଏବଂ ଆଇଫୋନରେ ହ୍ଵାଟ୍ସଆପର ସପୋର୍ଟ ମିଳିବ ନାହିଁ । ଏହି ତାଲିକାରେ ଆଣ୍ଡ୍ରଏଡ଼ ଭର୍ସନ 2.3.7 କିମ୍ବା ତାଠାରୁ ପୁରୁଣା ଏବଂ ଆଇଫୋନ iOS 8 କିମ୍ବା ତାଠାରୁ…

ବହୁ ପ୍ରତୀକ୍ଷା ପରେ WhatsApp ଲଞ୍ଚ୍‌ କଲା ଡାର୍କ ମୋଡ୍‌ ଫିଚର, ଏମିତି କରନ୍ତୁ ଆପ୍ଲାଏ

ବହୁଦିନର ପ୍ରତୀକ୍ଷା ପରେ ଶେଷରେ WhatsApp ଲଞ୍ଚ୍‌ କରିଛି ଡାର୍କ ମୋଡ୍‌ ଫିଚର। ଏହି ଫିଚର ଆସିବାକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଜୋର୍‌ ଧରିଥିଲା। ମଝିରେ ଏହି ଫିଚର ଆସିବ ନାହିଁ ବୋଲି ବି ଗୁଜବ ଶୁଣିବାକୁ ମିଳିଥିଲା। କିନ୍ତୁ ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ କମ୍ପାନୀ ତରଫରୁ ଡାର୍କ…

ଏବେ କଷ୍ଟ ହେବ ଫେସବୁକ୍‌, ହ୍ଵାଟ୍ସଆପ୍‌ ଏବଂ ଟିକଟକ୍‌ର ବ୍ୟବହାର, ଆସୁଛି ନୂଆ ନିୟମ

ଏବେ ଆପଣଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର କରିବା କଷ୍ଟକର ହୋଇପାରେ। କେନ୍ଦ୍ର ସରକାର ଦେଶରେ ଥିବା ସମସ୍ତ ସୋସିଆଲ ମିଡିଆ ଫେସବୁକ୍‌ (Facebook) ହ୍ଵାଟ୍ସଆପ୍‌ (WhatsApp), ଇନଷ୍ଟାଗ୍ରାମ (Instagram), ଟ୍ଵିଟର (Twitter) , ଏବଂ ଟିକଟକ୍‌ (Tik Tok) ଆକାଉଣ୍ଟ ଖୋଲିବା ନିୟମକୁ ସକ୍ତ…

ଡାଉନ ହୋଇଗଲା ହ୍ଵାଟ୍‌ସ ଆପ୍‌; ପଠେଇ ହେଉନାହିଁ ଫଟୋ, ଭିଡିଓ, ଷ୍ଟାଟସ ଓ ଷ୍ଟିକର

କାମ କରୁନାହିଁ ହ୍ଵାଟ୍‌ସ ଆପ୍‌। ଆଣ୍ଡ୍ରଏଡ ଫୋନ ଓ ଆପଲ ଫୋନରେ କାମ କରୁନାହଁ ହ୍ଵାଟ୍‌ସ ଆପ୍‌। ପ୍ରାୟ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ହେଲାଣି ହ୍ୱାଟ୍ସଆପରେ ଷ୍ଟିକର, ଫଟୋ ଓ ଭିଡିଓ ପଠାଇ ହେଉନାହିଁ । ଯାହା ଫଳରେ  ଅସନ୍ତୋଷ ପ୍ରକାଶ କରିଛନ୍ତି ଏହାର ବ୍ୟବହାରକାରୀ।  ଯେହେତୁ  ହ୍ଵାଟ୍‌ସ…

Whatsapp ଖୁବ୍‌ ଶୀଘ୍ର ଆରମ୍ଭ କରିବାକୁ ଯାଉଛି ବିଜ୍ଞାପନ ସୁବିଧା, କଣ ଆପଣ ଖୁସି ତ ?

ସମସ୍ତଙ୍କ ପ୍ରିୟ ହ୍ଵାଟ୍ସଆପ୍ ଗତ ବର୍ଷ ନିଜର ଉପଭୋକ୍ତାଙ୍କ ପାଇଁ ଅନେକ ନୂଆ କଥା ଆଣିଥିଲା । ଏବେ ନୂଆ ବର୍ଷ ୨୦୨୦ରେ ଦୁନିଆର ସବୁଠାରୁ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଙ୍ଗ ଆପ୍ ପାଇଁ ଆହୁରି ଏକ ଚମତ୍କାର ବର୍ଷ ହେବାକୁ ଯାଉଛି। ଅନ୍ୟ ସୋସିଆଲ ମିଡିଆ ଭଳି ହ୍ଵାଟସଆପ୍‌ ମଧ୍ୟ ବିଜ୍ଞାପନ…

ଆସନ୍ତା କାଲିଠାରୁ ଏହିସବୁ ସ୍ମାର୍ଟଫୋନରେ ବନ୍ଦ ହୋଇଯିବ ହ୍ଵାଟ୍ସଆପ୍‌

ଆସନ୍ତା କାଲିଠାରୁ କିଛି ସ୍ମାର୍ଟଫୋନରେ ଇନଷ୍ଟାଣ୍ଟ ମ୍ୟାସେଜିଙ୍ଗ୍‌ ଆପ୍‌ ହ୍ଵାଟ୍ସଆପ୍‌ କାମ କରିବା ବନ୍ଦ ହୋଇଯିବ। ହ୍ଵାଟ୍ସଆପ୍‌ ନିଜର FAQ ସେକ୍ସନରେ ସୂଚନା ଦେବା ସହ ଆସନ୍ତା କାଲି ୩୧ ଡିସେମ୍ବର ୨୦୧୯ ପରେ ଏହି ଆପ୍‌ ଓ୍ଵିଣ୍ଡୋଜ୍‌ ମୋବାଇଲ ଅପରେଟିଂଗ ସିଷ୍ଟମରେ କାମ କରୁଥିବା କୌଣସି…

WhatsApp ଖୁବ୍‌ଶୀଘ୍ର ଆଣିବାକୁ ଯାଉଛି ଜବରଦସ୍ତ ଫିଚର୍ସ, ବଦଳିଯିବ ଚ୍ୟାଟିଙ୍ଗ୍‌ ଷ୍ଟାଇଲ୍‌

WhatsApp ନିଜ ୟୁଜରମାନଙ୍କ ପାଇଁ ଲଗାତାର ନୂଆ ନୂଆ ଫିଚର ଆଣୁଛି। ସେଥିମଧ୍ୟରୁ କିଛି ଫିଚର୍ସ ଷ୍ଟେବଲ୍‌ ପ୍ଲାଟଫର୍ମରେ ଥିବା ବେଳେ ଆଉ କିଛି ଫିଚର୍ସ beta versionରେ ଉପଲବ୍ଧ ରହିଛି। ଚୀନ୍‌ ଟେକ୍‌ ସାଇଟ୍‌ ‘Weibo’ WhatsAppର କିଛି ଫିଚର୍ସକୁ ନେଇ ଏକ ରିପୋର୍ଟ ଜାରି କରିଥିଲା,…

ନୂଆବର୍ଷ ଅବସରରେ ୟୁଜର୍ସ ମାନଙ୍କୁ ନୂଆ ଫିଚର ଉପହାର ଦେବ ହ୍ଵାଟ୍ସଆପ

ନୂଆବର୍ଷ ଅବସରରେ ଇନଷ୍ଟାଣ୍ଟ ମେସେଜିଙ୍ଗ ଆପ ହ୍ଵାଟ୍ସଆପ ନିଜର ୟୁଜର୍ସ ମାନଙ୍କ ପାଇଁ ନୂଆ ଫିଚର୍ସ ଉପହାର ଭାବେ ଆଣିଦେଉଛି । ଏଥିମଧ୍ୟରେ କିଛି ଅପଡେଟ ଆପର ବିଟା ଭର୍ସନରେ ରହିଥିବା ବେଳେ ଆଉକିଛି ଏବେ ଡେଭଲପ କରାଯାଉଛି । ତେବେ ୟୁଜର୍ସ ମାନଙ୍କ ପାଇଁ ନୂଆ ଅପଡେଟ ଅତିଶୀଘ୍ର ଜାରି କରାଯିବ ।…

ଯଦି ଆପଣଙ୍କୁ WhatsAppରେ କେହି ବ୍ଲକ କରିଦିଅନ୍ତି, ତା’ହେଲେ ଏହି ଉପାୟରେ କରନ୍ତୁ ମେସେଜ୍‌

ଆଜିକା ସମୟରେ ଲୋକେ ସବୁଠାରୁ ଅଧିକ ହ୍ଵାଟସ୍‌ଆପ୍‌ ବ୍ୟବହାର କରୁଛନ୍ତି। ଆଉ ଏହାକୁ ନଜରରେ ରଖି ହ୍ଵାଟସ୍‌ଆପ୍‌ ମଧ୍ୟ ନିଜ ୟୁଜର୍ସଙ୍କ ଅନୁଭବକୁ ଆହୁରି ମଜାଦାର କରିବା ପାଇଁ ଲଗାତାର ଭାବେ ନୂଆ ନୂଆ ଫିଚର ଆଣୁଛି। ଏହି ପ୍ଲାଟ୍‌ଫର୍ମ ଜରିଆରେ ଆମେ ଆମ ସାଙ୍ଗ ଏବଂ ସମ୍ପର୍କୀୟଙ୍କୁ ମେସେଜ୍‌,…

ନିଉଟନଙ୍କ ପାଖରେ ସେଓ ପଡିବା ପରି ହ୍ୱାଟ୍ସଆପର ମଧ୍ୟ ରହିଛି ଏକ ଆକର୍ଷଣୀୟ କାହାଣୀ

ଦୁନିଆର ସବୁଠାରୁ ବଡ଼ ଚାଟିଙ୍ଗ ଆପ୍‌ ହେଉଛି ହ୍ଵାଟ୍ସଆପ । ଯାହାକୁ କୋଟି କୋଟି ଲୋକ ବ୍ୟବହାର କରିଥାନ୍ତି । ଏମିତିକି ଆପଣ ଏବଂ ମୁ ମଧ୍ୟ ଗୋଟେ ଘଂଟାରେ ପ୍ରାୟ ଅନେକଥର ହ୍ଵାଟ୍ସଆପ ଖୋଲିଥାଉ କିନ୍ତୁ ଆପଣ ଜାଣିଛନ୍ତି କି ହ୍ଵାଟ୍ସଆପର ଆରମ୍ଭ କିପରି ଆଉ କେଉଁଠି ହୋଇଥିଲା ? ଏହି ବିଲିଅନ ଡଲାର…