Browsing Tag

whatsapp

ଆପେ ଆପେ ଡିଲିଟ ହୋଇଯିବ ହ୍ଵାଟ୍ସଆପ ମେସେଜ, ଏପରି କରନ୍ତୁ ସେଟିଙ୍ଗ

ଇନଷ୍ଟାଣ୍ଟ ମଲ୍ଟିମିଡ଼ିଆ ମେସେଜିଙ୍ଗ ଆପ ହ୍ଵାଟ୍ସଆପ ଅତିଶୀଘ୍ର ଏକ ନୂଆ ଫିଚର ଜାରି କରିବାକୁ ଯାଉଛି। ହ୍ଵାଟ୍ସଆପରେ ଏହି ଫିଚର ଆସିବା ପରେ ଏକ ନିର୍ଦ୍ଦିଷ୍ଟ ସମୟରେ ପଠାଯାଇଥିବା ମେସେଜ ଆପଣାଛାଏଁ ଡିଲିଟ ହୋଇଯିବ। ଏଥିପାଇଁ ହ୍ଵାଟ୍ସଆପରେ Dispired ଫିଚର ଜାରି କରାଯିବ ଯାହାକୁ ସିଲେକ୍ଟ…

ହ୍ୱାଟ୍ସଆପକୁ ମିଳିଲା ବଡ଼ ଅପଡେଟ, ଆସିଲା କଲ ୱେଟିଂର ଫିଚର

ଇନଷ୍ଟାଣ୍ଟ ମଲ୍ଟିମିଡ଼ିଆ ମେସେଜିଙ୍ଗ ଆପ ହ୍ଵାଟ୍ସଆପ ପୁଣିଥରେ ଆଇଫୋନର ବିଟା ଭର୍ସନ ପାଇଁ ନୂଆ ଅପଡେଟ ଜାରି କରି । ଆଇଫୋନ ବିଟାର 2.19.120 ଭର୍ସନ ପାଇଁ ହ୍ଵାଟ୍ସଆପ କଲ ୱେଟିଂର ଫିଚର ନେଇଆସିଛି । ନୂଆ ଅପଡେଟ ପରେ ଯଦି କେହି ହ୍ଵାଟ୍ସଆପ କଲରେ କଥା ହେଉଛନ୍ତି ସେହି ସମୟରେ ଅନ୍ୟ କେହି ଫୋନ…

ହ୍ଵାଟ୍ସଆପରେ ଆସୁଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଫିଚର, ଏବେ ଆପଣଙ୍କ କାମ ହୋଇଯିବ ଆହୁରି ସହଜ

ନିକଟରେ ହ୍ଵାଟ୍ସଆପ ଆଇଫୋନର ୟୁଜରମାନଙ୍କ ପାଇଁ ବିଟା ଭର୍ସନ ଜାରି କରିଥିଲା । ଏଥର ଆଇଫୋନର ବିଟା ଭର୍ସନରେ ଅନେକ ଭଲଫିଚର୍ସ ମଧ୍ୟ ଯୋଡାଯାଇଛି । ଆଇଫୋନର ନୂଆ ବିଟା ଭର୍ସନରେ ଫେସବୁକ ପେ ମଧ୍ୟ ଯୋଡାଯାଇଛି । ଏହାବ୍ୟତୀତ ନୂଆ ଅପଡେଟ ପରେ ଯଦି ଆପଣ କାହାକୁ ବ୍ଲକ କରିବେ ତାହେଲେ ତାକୁ…

ଭାରତର ସାମ୍ବାଦିକ, ସମାଜିକ କର୍ମୀଙ୍କ ସମେତ ୧୪୦୦ ୟୁଜର୍ସଙ୍କ ହ୍ଵାଟସଆପ୍ ହ୍ୟାକ୍! କମ୍ପାନୀକୁ ନୋଟିସ ଜାରି କଲେ…

ନୂଆଦିଲ୍ଲୀ: ଅସୁରକ୍ଷିତ ହ୍ଵାର୍ଟସଆପ୍ । ଇସ୍ତ୍ରାଏଲର ହ୍ୟାକର ଗ୍ରୁଫ୍ ଭାରତର ସାମ୍ବାଦିକ, ସମାଜିକ କର୍ମୀଙ୍କ ସମେତ ୧୪୦୦ ୟୁଜର୍ସଙ୍କ ହ୍ଵାଟସଆପ୍ ହ୍ୟାକ କରିଥିବା ଜଣାପଡିଛି । ଏହି ହ୍ୟାକର ଗ୍ରୁଫର ନାଁ ପେଗାସୁସ୍ । ଏହି ସଂସ୍ଥା ପକ୍ଷରୁ ଭାରତର ସାମ୍ବାଦିକ, ଏକାଡେମିକ୍ସ, ଓକିଲ ଓ…

WhatsAppର ନୂଆ ଫିଚର: ଏବେ ବିନା ଅନୁମତିରେ କେହି ଆପଣଙ୍କୁ ଗ୍ରୁପରେ କରିପାରିବେ ନାହିଁ ଆଡ୍

ଦୁନିଆର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ହ୍ଵାଟ୍‌ସଆପ୍‌ ଏବେ ୟୁଜର୍ସଙ୍କ ପ୍ରାଇଭେସିକୁ ଦୃଷ୍ଟିରେ ରଖି ଆଉ ଏକ ନୂଆ ଫିଚର ଘୋଷଣା କରିଛି। ଏହି ଫିଚର ଅନୁସାରେ ଏବେ କୌଣସି ବ୍ୟକ୍ତି ଜଣଙ୍କ ବିନା ଅନୁମତିରେ ତାଙ୍କୁ ଗ୍ରୁପରେ ମିଶାଇପାରିବେ ନାହିଁ। ଏହି ଫିଚର ଆଣ୍ଡ୍ରଏଡ୍ ଓ ଆଇଓଏସ୍…

WhatsAppରେ ଅନ୍ୟମାନଙ୍କ Status ଡାଉନ୍‌ଲୋଡ୍‌ କରିବା ଏବେ ହେଲା ସହଜ, ଜାଣନ୍ତୁ ସରଳ ଉପାୟ

WhatsApp ଷ୍ଟାଟସରେ ଷ୍ଟୋରୀ ଦେବା ଫିଚର ୨୦୧୭ ମସିହାରୁ ଆରମ୍ଭ କରିଛି। ଏହି ଫିଚର ଆସିବା ପରେ ବ୍ୟବହାରକାରୀ ଷ୍ଟାଟସରେ ନିଜର ଓ ପ୍ରିୟଜନଙ୍କ ଫଟୋ ଏବଂ ଭିଡିଓ ଅପ୍‌ଲୋଡ୍‌ କରୁଛନ୍ତି। ଏହା କେବଳ ୨୪ ଘଣ୍ଟା ପର୍ଯ୍ୟନ୍ତ ଆପଣଙ୍କ ଷ୍ଟୋରୀରେ ଦୃଶ୍ୟମାନ ହେବ। ୨୪ ଘଣ୍ଟା ପରେ ଏହା ଆପେ ଆପେ…

ଆପଣଙ୍କ ହ୍ଵାଟସଅପ୍ ପ୍ରୋଫାଇଲ୍ ଆଜି କିଏ ଚେକ୍ କରିଛନ୍ତି ଏହି ଟ୍ରିକ୍ ସାହାଯ୍ୟରେ ଜାଣନ୍ତୁ

ମ୍ୟାସେଜିଙ୍ଗ ପ୍ଲାଟଫର୍ମ ହ୍ଵାଟସଅପ୍ ଦୁନିଆରେ ବହୁତ ଲୋକପ୍ରିୟ ଆପ୍ ହୋଇଥିବାବେଳେ ଏବଂ କୋଟି ୋକଟି ୟୁଜର୍ସ ଏଥିରେ ପ୍ରାୟ ପ୍ରତ୍ୟେକଦିନ ଚାଟିଂ ଏବଂ ମେସେଜ୍ କରୁଛନ୍ତି। ଏହି ପ୍ଲାଟଫର୍ମ ସହିତ ଅନେକ ଦେଶରେ ସବୁ ବୟସର ଏବଂ ସବୁ ଯାଗାର ଲୋକ ଯୋଡି ହେଉଛନ୍ତି। ଏଥିରେ ୟୁଜର୍ସ କାହାକୁ ମେସେଜ୍…

ଗୁଗଲ ପ୍ଲେ-ଷ୍ଟୋରରୁ ଗାଏବ ହେଲା WhatsApp, କମ୍ପାନୀ ଜଣାଉନାହିଁ କାରଣ

ହ୍ଵାଟସ୍ଆପ୍ ଦୁନିଆର ସବୁଠାରୁ ଲୋକପ୍ରିୟ ଚାଟିଂ ଆପ୍। କିନ୍ତୁ ଏହି ଆପ୍ ଗୁଗଲ୍ ପ୍ଲେ ଷ୍ଟୋରରୁ ଗାଏବ ହୋଇଯାଇଥିଲା। ଅନେକ ୟୁଜର୍ସ ଏହି ବିଷୟକୁ ନେଇ ଅଭିଯୋଗ କରିଥିଲେ। ଅବଶ୍ୟ ପ୍ଲେ ଷ୍ଟୋରରେ ଏବେ ପୁଣି ଫେରିଛି। ଗୁଗଲ ପ୍ଲେ-ଷ୍ଟୋରରୁ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ଓ୍ଵାଟସଅପ୍ ଗାଏବ ଥିଲା।…

ଆସନ୍ତା ଫେବୃଆରୀରୁ ଏହିସବୁ ଫୋନ୍‌ରେ ଆଉ କାମ କରିବନି ହ୍ଵାଟ୍ସଆପ୍‌

ବର୍ତ୍ତମାନ ସମୟରେ ଯୋଗାଯୋଗର ପ୍ରମୁଖ ମାଧ୍ୟମ ଭାବେ ହ୍ଵାଟ୍ସଆପ୍‌ ବ୍ୟବହାର କରାଯାଉଛି। ସାଙ୍ଗସାଥୀ ହୁଅନ୍ତୁ ଅବା ବନ୍ଧୁ ପରିଜନ ମାତ୍ର କିଛି ସେକେଣ୍ଡରେ ସମ୍ପର୍କ ସ୍ଥାପନ କରିବାର ସବୁଠାରୁ ସହଜ ମାଧ୍ୟମ ସାଜିଛି ହ୍ଵାଟ୍ସ ଆପ୍‌। ଏଥିରେ ଆମେ ଖୁବ୍‌ ସହଜରେ ପରସ୍ପର ସହିତ ଫଟୋ, ଫାଇଲ୍‌,…

ହ୍ଵାଟସଆପ୍‌ ପୂର୍ବରୁ ଜିମେଲ୍‌ ରେ ଆସିଲା ଖାସ୍‌ ଫିଚର୍‌, ଯାହାକୁ ୟୁଜର୍ସମାନେ କରିଥିଲେ ଅପେକ୍ଷା

ଜିମେଲ୍‌ ବ୍ୟବହାରକାରୀମାନଙ୍କୁ ଏପରି ଏକ ନୂଆ ଫିଚର ଅପଡେଟ୍‌ ମିଳିସାରିଛି, ଯାହାକୁ ଅନେକ ବ୍ୟବହାରକାରୀମାନେ ଅପେକ୍ଷା କରି ରହିଥିଲେ। ଜିମେଲ୍‌ ର IOS ଏବଂ ସ୍ମାର୍ଟ ଫୋନ ଉଭୟ ବ୍ୟବହାରକାରୀମାନଙ୍କ ପାଇଁ ଡାର୍କ ମୋଡ ଫିଚର ରୋଲ ଆଉଟ୍‌ କରାଯାଇଛି। IOS 13 ଏବଂ IOS 10 ରେ ଚାଲୁଥିବା…

ହ୍ଵାଟସ୍‌ଆପରେ ଆସିଲା ନୂଆ ଫିଚର, ଷ୍ଟାଟସ୍‌ ଅପଡେଟ୍‌ କରୁଥିବା ଲୋକଙ୍କ ପାଇଁ ଫାଇଦା

ଚଳିତବର୍ଷ ପ୍ରାରମ୍ଭରେ ଫେସବୁକ୍‌ ନିଜ ବ୍ରାଣ୍ଡିଙ୍ଗ୍‌ ଅଧୀନରେ ଆସୁଥିବା ତିନୋଟି ଆପ୍‌ ଫେସ୍‌ବୁକ, ଇନ୍‌ଷ୍ଟାଗ୍ରାମ ଏବଂ ହ୍ଵାଟସ୍‌ଆପକୁ ଏକାଠି କରିବାର ଏକ ଭିଜନକୁ ସେୟାର କରିଥିଲା। ଆଉ ଏବେ ଏହାର ଆରମ୍ଭ ହୋଇଯାଇଛି। ହ୍ଵାଟସ୍‌ଆପ ଆଣ୍ଡ୍ରଏଡ୍‌ ୟୁଜର୍ସ ଏବେ ସିଧାସଳଖ ନିଜ ଷ୍ଟାଟସ୍‌…

ସମ୍ବଲପୁର: ଆଇନ ଆଖିରେ ଧୂଳି,  ଟ୍ରାଫିକ୍‌ ଫାଇନରୁ ବର୍ତ୍ତିବା ପାଇଁ ତିଆରି ହୋଇଛି ବେଆଇନ ହ୍ଵାଟସପ୍‌ ଗ୍ରୁପ୍‌

ସମ୍ବଲପୁର (କେନ୍ୟୁଜ୍) : ନୂଆ ମୋଟର ଯାନ ଆଇନ ଲାଗୁ ପରେ କଡ଼ାକଡ଼ି ହୋଇଛି ନିୟମ । ଟ୍ରାଫିକ୍‌ ନିୟମ ଉଂଲ୍ଲଘନକାରୀଙ୍କ ଉପରେ ଲାଗୁଛି କଡ଼ା ଫାଇନ୍‌ । ହେଲେ ଏଥିରୁ ବର୍ତ୍ତିବା ପାଇଁ ସମ୍ବଲପୁରର କିଛି ଯୁବକ ତିଆରି କରିଛନ୍ତି ଏକ ବେଆଇନ ହ୍ଵାଟସପ୍‌ ଗ୍ରୁପ୍‌ । ଯାହାର ନା ରହିଛି ଟ୍ରାଫିକ୍‌…