ହ୍ଵାଟସଆପ୍ ଆଣିଲା ନୂଆ ଫିଚର, ଫିଙ୍ଗରପ୍ରିଣ୍ଟ ସାହାଯ୍ୟରେ କରିପାରିବେ ଲକ୍-ଅନଲକ୍
ୟୁଜରର୍ସମାନଙ୍କ ସିକ୍ୟୁରିଟିକୁ ନେଇ ହ୍ଵାଟସଆପ୍ ବାରମ୍ବାର ଚେଷ୍ଟା କରିଚାଲିଛି। ଠିକ ସେହିପରି ହ୍ଵାଟସଆପ୍ ବର୍ତ୍ତମାନ ଫିଙ୍ଗରପ୍ରିଣ୍ଟ ଲକ୍ର ଏକ ନୂଆ ଫିଚର ନେଇ ଆସିଛି। ଏହାମାଧ୍ୟମରେ ଫିଙ୍ଗରପ୍ରିଣ୍ଟ ସ୍କାନର ଦ୍ୱାରା ଲକ୍ କରାଯାଇପାରିବ। କିନ୍ତୁ ଆଇଫୋନ ବ୍ୟବହାର କରୁଥିବା…