Browsing Tag

wheat flour

ଏହା କୌଣସି ବାଇକ୍‌ ରାଲି ନୁହେଁ, ଖାଇବା ପାଇଁ ଅଟା ଟ୍ରକ ପଛରେ ଗୋଡାଉଛନ୍ତି ପାକିସ୍ତାନୀ : ଦେଖନ୍ତୁ ଭିଡିଓ

ପାକିସ୍ତାନ ଲୋକଙ୍କ ଅବସ୍ଥା ଶୋଚନୀୟ । ଲୋକେ ଖାଇବା ପିଇବାକୁ ପାଉନଥିବାରୁ ଡହଳବିକଳ ହେଉଛନ୍ତି । ଅଟା ଟ୍ରକ ପଛରେ ବାଇକ୍‌ ଧରି ଗୋଡାଉଛନ୍ତି ପାକିସ୍ତାନୀ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି। ଭିଡିଓ ଦେଖି ଲୋକେ ଭାବୁଛନ୍ତି, ଏହା କୌଣସି ବାଇକ ରାଲି। କିନ୍ତୁ ଘଟଣା ପ୍ରକୃତରେ ନୁହେଁ।…

ଅଟା ପାଇଁ ହାହାକାର: ସବସିଡି ଯୁକ୍ତ ଅଟା ପାଇବା ପାଇଁ ଦଳାଚକଟା, ଜଣେ ମୃତ

ପାକିସ୍ତାନରେ ଅଟାକୁ ନେଇ ହାହାକାର ପରିସ୍ଥିତି ଦେଖିବାକୁ ମିଳିଛି। ଅଟାର ଦାମ୍‌ ପଡୋଶୀ ଦେଶରେ ଏପର୍ଯ୍ୟନ୍ତ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ବଜାରରୁ ଅଟା କିଣିବା ଲୋକଙ୍କ ପାଇଁ ମୁସ୍କିଲ ହୋଇପଡିଛି । ପାକିସ୍ତାନ ବଜାରରେ ସବସିଡିଯୁକ୍ତ ଅଟାର ଷ୍ଟକ୍‌ ଶେଷ ହୋଇସାରିଛି । ସ୍ଥିତି ଏପରି…

ଭାରତର ନିଷ୍ପତ୍ତି ଯୋଗୁ ସିଙ୍ଗାପୁରବାସୀ ହଟହଟା, ହୋଟେଲରେ ମହଙ୍ଗା ହେଲା ରୁଟି

ସିଙ୍ଗାପୁର: ଭାରତ ଗହମ ରପ୍ତାନିକୁ ନେଇ କଟକଣା ଲଗାଇବା ପରେ ପଡ଼ୋଶୀ ଦେଶମାନଙ୍କରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଶେଷ କରି ସିଙ୍ଗାପୁରରେ ଏହାର ପ୍ରଭାବ ଅଧିକ ଦେଖାଯାଇଛି। ଗତ ମେ’ ମାସରେ ଭାରତ ଗହମ ରପ୍ତାନି ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାର ପ୍ରଭାବ ବର୍ତ୍ତମାନ…

ଗହମ ପରେ ଏବେ ଅଟା, ମଇଦା ଓ ସୁଜି ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ସରକାର, ବଢିପାରେ ଦାମ୍‌

ଭାରତ ସରକାର ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ ପୁଣି ଅଟା, ମଇଦା ଏବଂ ସୁଜି ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବରୁ ସରକାର ମଇ ମାସରେ ଗହମ ରପ୍ତାନୀ ଉପରେ ରୋକ୍‌ ଲଗାଇବା ପାଇଁ ଘୋଷଣା କରିଥିଲେ। ଏବେ ଗହମ ପରେ ଅଟା, ମଇଦା, ସୁଜି…

ଗହମ ରପ୍ତାନି ଉପରେ ରୋକ୍ ଲଗାଇଲେ ଭାରତ ସରକାର

ନୂଆଦିଲ୍ଲୀ: ଗହମ ରପ୍ତାନି ଉପରେ ଲାଗିଲା ରୋକ । ଗହମ ରପ୍ତାନି ଉପରେ ରୋକ ଲଗାଇଲେ ଭାରତ ସରକାର । ହିଟ୍‌ୱେଭ ପାଇଁ ଗହମ ଉତ୍ପାଦନ ପ୍ରଭାବିତ ହୋଇଛି । ଗହମ ମୂଲ୍ୟ ମଧ୍ୟ ଘରୋଇ ବଜାରରେ ବୃଦ୍ଧି ପାଇଛି । ୟୁକ୍ରେନ ବିଶ୍ୱକୁ ଗହମ ଅଧିକ ରପ୍ତାନି କରିଥାଏ । ୟୁକ୍ରେନରେ ଯୁଦ୍ଧ ପାଇଁ ଗହମ ମୂଲ୍ୟ…

ରୋଷେଇ ଘରେ ଏହିସବୁ ଜିନିଷ ସରିବା ହୋଇଥାଏ ବହୁତ ଅଶୁଭ, ଘରକୁ ଡାକିଆଣେ ଆର୍ଥିକ ସଙ୍କଟ

ମା’ ଲକ୍ଷ୍ମୀ ଧନ ଏବଂ ବୈଭବର ଦେବୀ। ମା’ ଲକ୍ଷ୍ମୀଙ୍କ କୃପା ଯୋଗୁଁ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। କିନ୍ତୁ ଯଦି ମା’ ଲକ୍ଷ୍ମୀ ରାଗିଯାଆନ୍ତି, ତେବେ ଘରକୁ ଦରିଦ୍ରତା ଆସିଯାଏ। ଲୋକଙ୍କୁ ଆର୍ଥିକ ସଂକଟର ସାମ୍ନା କରିବାକୁ ପଡିଥାଏ। ତେଣୁ ପ୍ରତ୍ୟେକ ବ୍ୟକ୍ତି ସବୁବେଳେ ମା’…