Browsing Tag

who

ଭାରତ ବାୟୋଟେକ୍‌କୁ ବଡ଼ ଝଟ୍‌କା! କୋଭାକ୍ସିନ୍‌ର ଅନ୍ତର୍ଜାତୀୟ ସପ୍ଲାଏ ସସ୍‌ପେଣ୍ଡ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଭାରତ ବାୟୋଟେକ୍‌କୁ ବଡ଼ ଝଟ୍‌କା। କରୋନା ଟିକା କୋଭାକ୍ସିନ୍‌ର ଅନ୍ତର୍ଜାତୀୟ ସପ୍ଲାଏ ଉପରେ ରୋକ୍‌ ଲଗାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଏହି ଟିକାକୁ ସଂକ୍ରମଣ ଦୂର କରିବାକୁ ଗରିବ ଦେଶକୁ ପ୍ରଦାନ କରାଯାଉଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁତାବକ, ଗୁଡ୍‌ ମ୍ୟାନୁଫ୍ୟାକ୍‌ଚରିଂ ପ୍ରାକ୍ଟିସ୍‌…

କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରିପାରିବେ ଆଣ୍ଠୁଗଣ୍ଠି ବାତ ମେଡିସିନ୍‌ ଟୋସିଲଜୁମାବ , WHO ଦେଲା ଅନୁମତି

କୋଭିଡ ରୋଗୀଙ୍କୁ ଭଲ କରିବ ଆଣ୍ଠୁଗଣ୍ଠି ବାତ ଔଷଧ । ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଆଣ୍ଠୁ ଗଣ୍ଠି ବାତ ରୋଗ ଔଷଧକୁ ବ୍ୟବହାର କରାଯିବ । ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ଅନୁମତି ଦେଇଛି । ଆଣ୍ଠୁଗଣ୍ଠି ବାତ ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ହେଉଥିବା ଟୋସିଲିଜୁମାବ କୋଭିଡ…

WHO ର ଚେତାବନୀ: ଆଗାମୀ କୋଭିଡ୍ ଭାରିଏଣ୍ଟ ମାରାତ୍ମକ, ଓମିକ୍ରନ୍ ଶେଷ ନୁହେଁ

ଆଜି ଏକ ପ୍ରେସ ମିଟିଂରେ 'ହୁ' କହିଛି ଓମିକ୍ରନ୍ ଅପେକ୍ଷା ଅଧିକ ବିପଜ୍ଜନକ ହେବ ଆଗକୁ ଆସିବାକୁ ଥିବା କୋଭିଡ୍ ଭାରିଏଣ୍ଟ। ବର୍ତ୍ତମାନ ସାରା ବିଶ୍ୱରେ କରୋନା ସଂକ୍ରମଣ କିଛି ମାତ୍ରାରେ କମିବାକୁ ଲାଗିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଆଉ ଏକ ଚିନ୍ତାଜନକ ରିପୋର୍ଟ ଦେଇଛନ୍ତି ।…

୫୭ଟି ଦେଶକୁ ବ୍ୟାପିଲାଣି ଓମିକ୍ରନ୍‌ର ନୂଆ ଭ୍ୟାରିଆଣ୍ଟ BA.2 : WHO

ନୂଆଦିଲ୍ଲୀ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସମଗ୍ର ବିଶ୍ୱରେ ବ୍ୟାପିଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିକଟରେ ଓମିକ୍ରନର ସବ୍ ଭାରିଆଣ୍ଟକୁ ନେଇ ଲୋକଙ୍କୁ ଚେତାଇଥିଲେ । ଏହି ପରିପ୍ରେକ୍ଷୀରେ ଗତକାଲି ହୁ’ ପକ୍ଷରୁ କୁହାଯାଇଛି ଯେ, ଓମିକ୍ରନ୍ ର ସବ୍-ଭାରିଆଣ୍ଟ୍ ବର୍ତ୍ତମାନ ବିଶ୍ୱର…

କରୋନା ଭାଇରସର ଅନ୍ତ ହେବନି, ଏହା ଲୋକଙ୍କ ଭିତରେ ରହିବ:WHO

କରୋନାକୁ ନେଇ WHOର ସର୍ତକବାଣୀ। କରୋନା ଭାଇରସର ଅନ୍ତ ହେବନି। ଏହା ଲୋକଙ୍କ ଭିତରେ ରହିବ। କେବେ କେବେ ଭୟଙ୍କର ରୂପ ନେବ। ଭ୍ୟାକ୍ସିନ ନେଇ ଏହାର ଭୟଭୟତାକୁ କମେଇ ହେବ ବୋଲି କହିଛନ୍ତି WHO ଏକ୍ଜୁକେଟିଭ ଡାଇରେକ୍ଟର ଡ. ମାଇକ ରିୟାନ। ଏପଟେ WHO ଟେକ୍ନିକାଲ ହେଡ ମାରିଆ ର୍କେକହୋଭେ…

ଓମିକ୍ରନ ଠାରୁ ଆସିବ ମାରାତ୍ମକ ଭାଇରସ: WHO କହିଲା ଏବେ ଅଧିକ ସଚେତନ ହୋଇଯାଆନ୍ତୁ

ସାରା ବିଶ୍ବରେ ବର୍ତ୍ତମାନ ଆତଙ୍କ ରଚିଛି କୋଭିଡ୍-୧୯। ଏମିତିକି ଦୁନିଆରେ ଓମିକ୍ରନ ପାଇଁ ବଢ଼ିବାରେ ଲାଗିଛି କରୋନା ରୋଗୀଙ୍କ ସଂଖ୍ୟା। ଏଥିପାଇଁ ଅଧିକ ଲୋକଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତି କରାଯାଉଛି ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ଯ ବଢ଼ିଛି । ତେଣୁ ଏହାକୁ ସାଧାରଣ ରୋଗ ନ ଭାବିବା…

ଓମିକ୍ରନ୍ ସମୟରେ କୋଭିଡ୍-୧୯ ପାଇଁ WHO ଦେଲା ଦୁଇଟି ନୂଆ ଔଷଧ, ଜାଣନ୍ତୁ କେତେ ପ୍ରଭାବଶାଳୀ

ବର୍ତ୍ତମାନ କୋଭିଡ୍ ଭାରିଏଣ୍ଟ ଓମିକ୍ରନ ଦିନକୁ ଦିନ ନିଜର କାୟା ବିସ୍ତାର କରି ଚାଲିଛି। ଏମିତିକି ଏବେ ସବୁ ସ୍ଥାନରେ ଓମିକ୍ରନରେ ଅନେକ ସଂକ୍ରମଣ ହେବା ଦେଖିବାକୁ ମିଳୁଛି । ଯାହା ପାଇଁ ସରକାର ମଧ୍ୟ ନୂଆ ଗାଇଡ ଲାଇନ ଜାରି କରିଛନ୍ତି । ଆଉ ଯଦି ଟିକା କାରଣ କଥା କୁହାଯାଏ ତେବେ ଏହା ମଧ୍ୟ…

ଚଳିତ ବର୍ଷ କରୋନା ମହାମାରୀର ଅନ୍ତ ଘଟିବ! ଭରସା ଦେଲା WHO; କିନ୍ତୁ ରଖିଲା ଏହି ସର୍ତ୍ତ

ବିଶ୍ୱ ଗତ ୨ ବର୍ଷ ଧରି କରୋନା ଭାଇରସ୍‌ର ବିଭିନ୍ନ ଭାରିଆଣ୍ଟ ସହିତ ଲଢ଼େଇ କରି ଆସୁଛି। ଏମିତି ପରିସ୍ଥିତିରେ ଏବେ ସମସ୍ତେ କରୋନା ଭାଇରସକୁ ନେଇ ଥକି ପଡ଼ିଲେଣି। ଲୋକମାନେ ଏହା ଚିନ୍ତା କରୁଛନ୍ତି ଯେ ଚୀନର ବୁହାନରୁ ବ୍ୟାପିଥିବା ଏହି ମହାମାରୀର ଅନ୍ତ କେବେ ହେବ, ଯାହାର ଉତ୍ତର ଏବେ ମିଳି…

ଓମିକ୍ରନକୁ ନେଇ ଚେତାବନୀ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ: ଜୀବନକୁ ବାତିଲ କରିବା ଅପେକ୍ଷା ସେଲିବ୍ରେସନ୍‌ ବାତିଲ…

କେନ୍ୟୁଜ୍(ବ୍ୟୁରୋ):  ନିଜ ହାତରେ ଜୀବନ, ନିଜ ହାତରେ ମୃତ୍ୟୁ । ପସନ୍ଦ ନିଜର । ବିଶ୍ୱକୁ କବଳିତ କରୁଛି ଓମିକ୍ରନ୍‌ । ସାମ୍ନାରେ କ୍ରିସମାସ୍‌ ଉତ୍ସବ ଓ ନ୍ୟୁ ଇୟର । ମାନବ ସଭ୍ୟତା ଆଗରେ ଦୁଇଟି ବିକଳ୍ପ ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । WHO ମୁଖ୍ୟ କହିଛନ୍ତି ଜୀବନକୁ ବାତିଲ କରିବା…

ଓମିକ୍ରନର ନୂଆ ତଥ୍ୟ: ମଣିଷ ଶରୀରର ଶ୍ୱାସନଳୀରେ ୭୦ ଗୁଣା ଦ୍ରୁତ ଗତିରେ କରୁଛି ସଂକ୍ରମଣ, ସତର୍କ କରାଇଲା WHO

ନୂଆଦିଲ୍ଲୀ : ଓମିକ୍ରନ ସଂପର୍କରେ ନୂଆ ତଥ୍ୟ । ମଣିଷ ଶରୀରର ଶ୍ୱାସନଳୀରେ ୭୦ ଗୁଣା ଦ୍ରୁତ ଗତିରେ କରୁଛି କରୁଛି ଓମିକ୍ରନ । ହଂକଂର ଏକ ଷ୍ଟଡିରୁ ଏହି ତଥ୍ୟ ମିଳିଛି । ଗବେଷଣାରୁ ଜଣାପଡ଼ିଛି ଯେ, ଓମିକ୍ରନ ସଂକ୍ରମଣର ୨୪ ଘଣ୍ଟା ପରେ ଏହା ଶ୍ୱାସନଳୀରେ ଦ୍ରୁତ ଗତିରେ ନିଜର ପ୍ରତିରୂପ ସୃଷ୍ଟି…

ଓମିକ୍ରନ ଭାରିଏଣ୍ଟ ଭୟରେ ଆଫ୍ରିକୀୟ ଦେଶରୁ ମୁମ୍ବାଇ ଫେରିଛନ୍ତି ୧୦୦୦ ଯାତ୍ରୀ, ମାତ୍ର ୧୦୦ ଜଣଙ୍କର ହୋଇଛି ନମୁନା…

ସମଗ୍ର ବିଶ୍ୱରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ମାମଲା ଦେଖାଦେବା ପରେ ଏବେ ସବୁ ଦେଶ ସତର୍କ ହୋଇଯାଇଛି। ଓମିକ୍ରନ ପାଇଁ କେନ୍ଦ୍ର ସରକାର କେତେକ ନିର୍ଦ୍ଦିଷ୍ଟ ଦେଶରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ଆଫ୍ରିକୀୟ ଦେଶରୁ ଆସୁଥିବା…

ଡେଲଟା ସଂକ୍ରମଣକୁ ରୋକିପାରୁନି ଟିକା, ସଚେତନ ରହିବାକୁ ଅପିଲ୍ କଲା WHO

ଡେଲଟା ସଂକ୍ରମଣକୁ ରୋକିପାରୁନି ଟିକା। ଡେଲଟା ସଂକ୍ରମଣକୁ ଟିକା କେବଳ ୪୦ ପ୍ରତିଶତ ରୋକିପାରୁଛି। ଏହି ଭାରିଆଣ୍ଟ ଆସିବା ପୂର୍ବରୁ ଭ୍ୟାକ୍ସିନ ସଂକ୍ରମଣକୁ ୬୦ ପ୍ରତିଶତ କମାଇଦେଇଥିଲା। ମାତ୍ର ଡେଲଟା ଭାରିଆଣ୍‌ଣ୍ଟ ଆସିବା ପରେ ୪୦ ପ୍ରତିଶତକୁ ଖସିଆସିଛି। ଏହା କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ…