Browsing Tag

wife

ମଦ୍ୟପ ସ୍ବାମୀର ଉନ୍ମତ୍ତ କାଣ୍ଡ, ଘରୋଇ କଳିରୁ ସ୍ତ୍ରୀକୁ ପିଟିପିଟି କଲା ହତ୍ୟା

ଜଳେଶ୍ବର (କେନ୍ୟୁଜ): ମଦ୍ଯପ ସ୍ବାମୀର ଉନ୍ମତ୍ତ କାଣ୍ତ। ପାରିବାରିକ ବିବାଦକୁ ନେଇ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଗହୀରାବନ୍ଧ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଗତକାଲି ରାତିରେ ରାଇବଣିଆ ଥାନା…

ଅଦାଲତ ପରିସର ପାଲଟିଲା ରଣକ୍ଷେତ୍ର: ସମାଧାନ ପାଇଁ ଆସିଥିବା ଦମ୍ପତି ହେଲେ ପିଟାପିଟି

ବାଲେଶ୍ୱର (କେନ୍ୟୁଜ): ବାଲେଶ୍ୱର ପରିବାର ଅଦାଲତ ପରିସର ପାଲଟିଲା ରଣକ୍ଷେତ୍ର। ବାଲେଶ୍ୱର ପରିବାର ଅଦାଲତର ଛାଡ଼ପତ୍ର ମାମଲାର ବିଚାର ଚାଲିଥିବା ବେଳେ ମାରପିଟ୍‌ ହେଲେ ଦମ୍ପତି । ସ୍ୱାମୀଙ୍କ ହେଲ୍‌ମେଟ୍‌ ମାଡ଼ରେ ଗୁରୁତର ସ୍ତ୍ରୀ। ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର…

ବନ୍ଧୁତ୍ବରେ କଳଙ୍କ: ସାଙ୍ଗର ସ୍ତ୍ରୀକୁ ନେଇ ଫେରାର ହୋଇଥିଲେ ଯୁବକ, ଏବେ ହାବୁଡେ ପଡି ନିର୍ଦ୍ଦୁମ୍‌ ଖାଇଲେ ଛେଚା

ସୋର (କେନ୍ୟୁଜ): ବନ୍ଧୁତ୍ବରେ କଳଙ୍କ । ବନ୍ଧୁ ପତ୍ନୀକୁ ନେବା ମାହାଙ୍ଗା ପଡିଲା । ବନ୍ଧୁଙ୍କ ସ୍ତ୍ରୀକୁ ନେଇ ଫେରାର୍ ଥିବା ବନ୍ଧୁକୁ ଧରି ହାତ ଗୋଡ ବାନ୍ଧି ରାସ୍ତାରେ ଘୋଷାରି ଘୋଷାରି ନିର୍ଧୁମ ଛେଚିଲେ। ଏହାପରେ ଅଟୋ ରିକ୍ସାରେ ବାନ୍ଧି ଥାନାକୁ ନେଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି…

ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା କରିଥିଲା ନୃଶଂସ ସ୍ବାମୀ, ପତ୍ନୀହନ୍ତାକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

କଣ୍ଟାବାଞ୍ଜି (କେନ୍ୟୁଜ): ସ୍ତ୍ରୀର ହତ୍ୟାକାରୀ ସ୍ୱାମୀକୁ ଆଜୀବନ ସଜା। ଯୌତୁକ ପାଇଁ ସ୍ତ୍ରୀ କୁ ହତ୍ୟା କରିଥିବା ଅଭିଯୋଗରେ କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁର ସ୍ୱାମୀ ଜୟରାମ ମାଝୀ କୁ ଆଜୀବନ କାରାଦଣ୍ଡ ରାୟ ଦେଲେ କଣ୍ଟାବାଞ୍ଜି ଏଡିଜେ କୋର୍ଟ । କଣ୍ଟାବାଞ୍ଜି ଅତିରିକ୍ତ ଦୌରାଜଜ…

ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ମାରି ଘରପଛ ବିଲରେ ପକାଇଲା ସ୍ୱାମୀ

ଗଞ୍ଜାମ (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଜୁରା ଗାଁରେ ଅଭାବନୀୟ ଘଟଣା । ସ୍ୱାମୀ ସ୍ତ୍ରୀକୁ ମାରି ଜମିରେ ଫୋପାଡିଦେଇଥିବା ଅଭିଯୋଗ ହୋଇଛି । ଜୁରା ଗାଁ ବଡ଼ ସାହିର ନାରାୟଣ ସାହୁ ସେହି ଗାଁର ଜୟନ୍ତୀ ସାହୁଙ୍କୁ ପ୍ରାୟ ଚଉଦ ବର୍ଷ ପୂର୍ବରୁ ବିବାହ କରିଥିଲେ । ନାରାୟଣ ଅନେକ ସମୟରେ…

ଅନୈତିକ ପ୍ରେମ ସଂପର୍କକୁ ନେଇ ସ୍ତ୍ରୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲା ସ୍ବାମୀ, ଅଭିଯୁକ୍ତ ଗିରଫ

ନୂଆପଡା (କେନ୍ୟୁଜ): ନୂଆପଡା ଜିଲ୍ଲା ଖଡିଆଳ ଥାନା ଅନ୍ତର୍ଗତ ଚଲାନପଡା ଗାଁରେ ଅନୈତିକ ପ୍ରେମ ସଂପର୍କକୁ ନେଇ ନିଜର ପତ୍ନିକୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀ ଗିରଫ । ଆଜି ଗିରଫ ପରେ ପୋଲିସ ଅଭିଯୁକ୍ତ ସ୍ୱାମୀ ଯୁଧିଷ୍ଟିର ବାରିକକୁ କୋର୍ଟ ଚାଲାଣ କରିଛି । ସୂଚନା…

ସ୍ତ୍ରୀକୁ ହାଣି ହତ୍ୟା କରିବା ମାମଲାରେ ସ୍ୱାମୀକୁ ଆଜୀବନ ଜେଲ ସହିତ ୧୦ ହଜାର ଟଙ୍କା ଜରିମାନା : ଦଣ୍ଡାଦେଶ କଲେ…

କେନ୍ଦ୍ରାପଡା (କେନ୍ୟୁଜ): ସ୍ତ୍ରୀକୁ ହାଣି ହତ୍ୟା କରିବା ମାମଲାରେ ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି କେନ୍ଦ୍ରାପଡା ଅତିରିକ୍ତ ଦୌରା ଜଜ୍‌ । ୨୦୧୬ ମସିହା ମେ ୧୮ ତାରିଖଦିନ ଘରୋଇ କଳିକୁ ନେଇ ପାଟକୁରା ଥାନା ଅନ୍ତର୍ଗତ ଆନ୍ଧାଲ ଗ୍ରାମର ପ୍ରଦିପ ମଲିକ…

ସୁପ୍ରିମକୋର୍ଟଙ୍କ ବଡ଼ରାୟ : ସ୍ତ୍ରୀ-ପିଲାଙ୍କ ଭରଣପୋଷଣ ପାଇଁ ସ୍ବାମୀକୁ ମଜୁରି ବି ଲାଗିବାକୁ ପଡ଼ିବ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଚର୍ଚ୍ଚାର ପରିସରକୁ ଆସିଛି। କୋର୍ଟ କହିଛନ୍ତି ଯେ ସ୍ବାମୀ ତା’ର ସ୍ତ୍ରୀକୁ ଛାଡ଼ପତ୍ର ଦେଇଥିଲେ ତା’ର ଭରଣପୋଷଣ କରିବାକୁ ପଡ଼ିବ। ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ସ୍ତ୍ରୀ ଓ ପିଲାଙ୍କ ଭରଣପୋଷଣ କରିବା…

ଅଜବ ଘଟଣା : ପତ୍ନୀଙ୍କ ଓଜନ ବଢ଼ିବାରୁ ରାଗରେ ଛାଡ଼ପତ୍ର ଦେଲେ ସ୍ୱାମୀ, ମାମଲା ଶୁଣି ପୋଲିସ ବି ହୋଇଗଲା ଆଶ୍ଚର୍ଯ୍ୟ

ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହାକୁ ଏକ ଅଜବ ଘଟଣା ଆମେ କହିପାରିବା । ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଏଭଳି କିଛି କହିଛନ୍ତି ଯାହା ଫଳରେ ମହିଳା ଜଣଙ୍କ ପୋଲିସ ଥାନାରେ ଅଭିଯୋଗ କରିବାକୁ…

ସାମାନ୍ୟ ବଚସାରୁ ସ୍ତ୍ରୀକୁ ହାଣିଦେଲା ସ୍ୱାମୀ, ପରେ ଗଛରେ ଝୁଲି କଲା ଆତ୍ମହତ୍ୟା

ପାଟଣାଗଡ (କେନ୍ୟୁଜ): ବଲାଙ୍ଗିର ଜିଲ୍ଲାର ବେଳପଡା ଥାନା ଅନ୍ତର୍ଗତ ଡେବିରିପାଲି ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୁଃଖ ଘଟଣା । ସକାଳେ ୯ ଘଣ୍ଟାରୁ 10 ଟା ଭିତରେ ସେହି ଗାଁ ର ଭକ୍ତ ନାୟକ ଏବଂ ତାଙ୍କ ସ୍ତ୍ରୀ ଯଶୋଦା ନାୟକ ବିଲକୁ କାମ କରିବା ପାଇଁ ଆସିଥିଲେ ସେଠାରେ ଉଭୟଙ୍କ ମଧ୍ୟରେ…

ଶ୍ମଶାନରେ ଲିଭିନି ସ୍ୱାମୀର ଚିତା, ସେପଟେ ପ୍ରେମିକର ହାତ ଧରି ବୁଲିଲା ସ୍ତ୍ରୀ

ଆଳି (କେନ୍ୟୁଜ): ଶ୍ମଶାନରେ ଜଳୁଛି ସ୍ୱାମୀଙ୍କ ଜୁଈ। କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ। ହେଲେ ସେହି ଦାଣ୍ଡରେ ପିଲାଛୁଆଙ୍କ ସହିତ ସମ୍ପର୍କ ଭାଙ୍ଗି ପ୍ରେମିକଙ୍କ ହାତ ଧରି ଚମ୍ପଟ ମାରିଲା ସ୍ତ୍ରୀ! ଯାହାର ଖବର ମିଡିଆରେ ଭାଇରାଲ୍‌ ହୋଇଛି। ଏଭଳି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା…

ସରକାରୀ ଚାକିରି ମିଳିବା ମାତ୍ରେ ସ୍ୱାମୀକୁ ଭୁଲିଗଲା ସ୍ତ୍ରୀ, ଏବେ ନ୍ୟାୟ ପାଇବା ପାଇଁ ଅଭିଯୋଗ କରୁଛନ୍ତି ସ୍ୱାମୀ

ବାହାଘର ହେଉଛି ସମସ୍ତଙ୍କ ଜୀବନ ର ଏକ ବିଶେଷ ଅଂଶ। ଉଭୟ ପୁଅ ଓ ଝିଅ ପରସ୍ପର ଏକ ବନ୍ଧନରେ ଆବଦ୍ଧ ହୋଇଥାନ୍ତି। ବାହାଘର ପରେ ସ୍ବାମୀ ସ୍ତ୍ରୀଙ୍କ ସଂପର୍କ ଏକ ଏମିତି ସମ୍ପର୍କ ହୋଇଯାଏ ଯେ ଏହି ସମ୍ପର୍କ ସବୁ ସମ୍ପର୍କ ଠାରୁ ଶ୍ରେଷ୍ଠ ହୋଇଯାଇ ଥାଏ। ଉଭୟ ପରସ୍ପରର ସୁଖ ଦୁଃଖରେ ସାହାର…