Browsing Tag

wifi

ପବ୍ଲିକ Wi-Fi ବ୍ୟବହାର କରୁଥିବା ବେଳେ ଆପଣାନ୍ତୁ ଏହି ଟ୍ରିକ୍, ନଚେତ୍ ଚୋରି ହୋଇପାରେ ସବୁ ଡାଟା

ବର୍ତ୍ତମାନ ସମୟରେ ବଡ଼ ବଡ଼ ସପିଂ ମଲ, ଏୟାରପୋର୍ଟ, ରେଳ ଷ୍ଟେସନ, ରେସ୍ତୋରା, ଲାଇବ୍ରେରୀ ପ୍ରଭୃତି ସ୍ଥାନରେ ପବ୍ଲିକ ୱାଇଫାଇ ସୁବିଧା ଉପଲବ୍ଧ ଅଛି। ଏଠାକୁ ଆସୁଥିବା ଲୋକେ ମାଗଣାରେ ଖୁବ ନେଟର ମଜା ଉଠାନ୍ତି। ମାତ୍ର ଅଧିକାଂଶ ଲୋକ ଜାଣିନାହାନ୍ତି ଯେ ପବ୍ଲିକ ୱାଇଫାଇର ବ୍ୟବହାର କରିବା…

Samsung ଲଞ୍ଚ୍‌ କରିବାକୁ ଯାଉଛି ନୂଆ ଫିଚର, ଏବେ ପାସ୍‌ଓ୍ଵାର୍ଡ ବିନା ବି ସବୁ WiFiରେ କନେକ୍ଟ ହୋଇପାରିବ ମୋବାଇଲ

ଦକ୍ଷିଣ କୋରିଆର ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ସାମସଙ୍ଗ୍‌ ନିଜର ଆଗାମୀ ସାମସଙ୍ଗ୍‌ ଗ୍ୟାଲେକ୍ସି ଫୋନ୍‌ରେ ଏକ ଏଭଳି ଫିଚର ଆଣିବାକୁ ଯାଉଛି ଯାହା ସାରା ମୋବାଇଲ ଇଣ୍ଡଷ୍ଟ୍ରୀକୁ ଦୋହଲାଇ ଦେବ। ଏହି ଫୋନ୍‌ ମାଧ୍ୟମରେ କେତେକ ନୂଆ ଫିଚର ଲଞ୍ଚ୍‌ କରିଛି ସାମସଙ୍ଗ୍‌। ଏହି ନୂଆ ଫିଚର…

ଏଣିକି ଏହି ୬ଟି ସ୍ମାର୍ଟ ଫୋନରେ ଉପଲବ୍ଧ ହେବ Air Tel wifi calling ସୁବିଧା

ନିକଟରେ ଲଞ୍ଚ କରିଥିବା Air Tel wifi callingକୁ ଅଧିକ ପ୍ରଚଳନ କରିବା ପାଇଁ କମ୍ପାନୀ କିଛି ନୂଆ ସ୍ମାର୍ଟ ଫୋନକୁ ତାଲିକାରେ ସାମିଲ କରିଛନ୍ତି | ନିକଟରେ କମ୍ପାନୀ ବିଶେଷ ଭାବେ ୬ ଟି ସ୍ମାର୍ଟ ଫୋନକୁ ନିଜର ଏହି ତାଲିକାରେ ସାମିଲ କରିଛନ୍ତି | ସେଗୁଡିକ ମଧ୍ୟରେ ରହିଛି Samsung Galaxy…

ସ୍ମାର୍ଟସିଟି ଏବେ ୱାଇ ଫାଇ ସିଟି, ଭୁବନେଶ୍ୱର ‘ମି ଓ୍ଵାଇ ଫାଇ’ର ଶୁଭାରମ୍ଭ

ଭୁବନେଶ୍ବର : ସ୍ମାର୍ଟସିଟି ଏବେ ୱାଇ ଫାଇ ସିଟି । ଭୁବନେଶ୍ୱର 'ମି ଓ୍ଵାଇ ଫାଇ'ର ଶୁଭାରମ୍ଭ । ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜଧାନୀ ଭୁବନେଶ୍ୱରର କୋଣ ଅନୁକୋଣରେ ୱାଇ ଫାଇ ସେବା ଲୋକଙ୍କୁ ଡିଜିଟାଲ ଦୁନିଆ ସହିତ ଯୋଡ଼ିବ । ପ୍ରଥମ ଦିନରୁ ୧୦୦ ହଟସ୍ପଟ ଓ ୨୭୫…