Browsing Tag

woman floating

ବୁଢ଼ାବଳଙ୍ଗ ନଦୀ ସୁଅରେ ଭାସିଗଲା ମହିଳା, ନଦୀକୂଳରେ ସେମିତି ଜଗି ବସିଛି ପୁଅ ଶିବା

ବାରିପଦା(କେନ୍ୟୁଜ୍): ପୁଅ ଆଖିଆଗରେ ଭାସିଗଲା ମାଆ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ ଶ୍ୟାମସୁନ୍ଦରପୁର ପଞ୍ଚାୟତ ତଳଜୁଆଳିକଟା ଗ୍ରାମରେ।  ମହିଳା ଜଣଙ୍କ ନିଜ ପୁଅ ଆଖିଆଗରେ ବୁଢ଼ାବଳଙ୍ଗ ନଦୀ ସୁଅରେ ଭାସିଯାଇଛନ୍ତି। ଏଭଳି ଘଟଣା ସମଗ୍ର ଅଞ୍ଚଳରେ…