Browsing Tag

woman killed

ଅନ୍ଧବିଶ୍ୱାସ ନେଲା ଆଉ ଏକ ଜୀବନ, ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା କଲେ ଦିଅର ଓ ପୁତୁରା

ମୟୂରଭଞ୍ଜ (କେନ୍ୟୁଜ): ଅନ୍ଧବିଶ୍ୱାସ ନେଲା ଆଉ ଏକ ଜୀବନ । ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା । ଦିଅର ଓ ପୁତୁରା ହାତରେ ଯାଇଛି ମହିଳାଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଲହଣ୍ଡାକଚା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଏନେଇ ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ସ୍ୱାମୀ ।…

ଭଦ୍ରକ: ରାସ୍ତା ପାର ହେଉଥିବା ବେଳେ ଧକ୍କା ଦେଲା ବସ୍, ମହିଳା ମୃତ

ଭଦ୍ରକ(କେନ୍ୟୁଜ୍): ମାଡ଼ିଗଲା ବସ୍, ମହିଳା ମୃତ। ରାସ୍ତା ପାର ହେଉଥିବା ବେଳେ ଧକ୍କା ଦେଲା ବସ୍। ଭଦ୍ରକରେ ଏହି ଦୁର୍ଘଟଣା ଘଟିଛି। ମୃତ ମହିଳା ଆଗରପଡା ଥାନା ବିଷଳ ପଟ୍ଟା ଗାଁର କନକଲତା ଦାସ। ଆଜି ସକାଳେ କନକଲତା ନିଜ ଭଉଣୀ ଘରକୁ ଆସି ବନ୍ତ ଛକରେ ଓହ୍ଲାଇ ରାସ୍ତା ପାର ହେଉଥିବାବେଳେ ଏକ…

ତୁ ମୋର ନୁହେଁ ତ କାହାର ନୁହେଁ ! ଏକତରଫା ପ୍ରେମରୁ ଯୁବତୀଙ୍କୁ ହତ୍ୟା, ଅଫିସରେ ଛୁରି ଭୁସିଲା ସିକ୍ୟୁରିଟି ଗାର୍ଡ

ଭୁବନେଶ୍ୱର (କେନ୍ୟୁଜ): ଏକତରଫା ପ୍ରେମରୁ ଯୁବତୀଙ୍କୁ ହତ୍ୟା!। ଅଫିସରେ ଛୁରି ଭୁସିଲା ସିକ୍ୟୁରିଟି ଗାର୍ଡ। ଭୁବନେଶ୍ୱର ମ଼ଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନୀରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ଜଗତସିଂହପୁର ନାଉଗାଁର ବୈଜୟନ୍ତୀ ସାହୁ । ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ରମେଶ…

ବିଳମ୍ୱିତ ରାତିରେ ମାତିଲେ ଦୁର୍ବୃତ୍ତ, ଘରେ ପଶି ମହିଳାଙ୍କୁ କଲେ ହତ୍ୟା

ଛତ୍ରପୁର (କେନ୍ୟୁଜ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଵିପୁଳିଙ୍ଗି ଗ୍ରାମ ବଡ଼ ସାହିରେ ଘରେ ପଶି ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି । ମୃତକ ମହିଳା ଜଣକ ହେଲେ ରାଧାଶ୍ୟାମ ଚୌଧୁରୀଙ୍କ ସ୍ତ୍ରୀ ସୁପ୍ରଭା ଚୌଧୁରୀ। ଗତକାଲି ରାତିରେ ସୁପ୍ରଭାଙ୍କ ସ୍ୱାମୀ ରାଧାଶ୍ୟାମ ବିପୁଳିଙ୍ଗି ଛକରେ ଥିବା ନିଜ…

ସ୍ୱାମୀକୁ ଟାର୍ଗେଟ୍ ବେଳେ ସାମ୍ନାକୁ ଚାଲି ଆସିଲେ ସ୍ତ୍ରୀ, ଗୁଳିମାଡରେ ଚାଲିଗଲା ଜୀବନ

ନୂଆପଡ଼ା (କେନ୍ୟୁଜ୍): ନୂଆପଡ଼ା କୋମନା ଥାନା ଠୁଟିବର ଗାଁରେ ଗୁଳିକାଣ୍ଡ । ଜଣେ ମହିଳା ମୃତ । ମୃତ ମହିଳା ଜଣକ ହେଲେ ଶରତ ସାହୁଙ୍କ ସ୍ତ୍ରୀ କୁମୁଦିନୀ ଶବର । ସ୍ୱାମୀର ଜୀବନ ବଞ୍ଚାଇବାକୁ ଯାଇ ମହିଳା ମୃତ । ଗୁଳିମାଡ଼ କରିଥିଲେ ଗ୍ରାମରକ୍ଷୀଙ୍କ ପୁଅ ନୀଳାମ୍ବର ସୁନା । ଦାଦାବଟି ନ ଦେବାରୁ…

ଜଘନ୍ୟ ହତ୍ୟାକାଣ୍ଡ: ନିଶାସକ୍ତ ଅବସ୍ଥାରେ ପଡ଼ୋଶୀ ମହିଳାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ରାଉରକେଲା (କେନ୍ୟୁଜ): ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ ବୁଦେଲଜୋର ଗ୍ରାମରେ ଶୁକ୍ରବାର ଦିନ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ସୋମା ଓରାମ ନାମକ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ତାଙ୍କର ପଡୋଶୀ ହଉରୀ ଟିଗା ନାମ୍ନୀ ଜଣେ ମହିଳାଙ୍କୁ ହତ୍ୟା କରିଛି। ଶୁକ୍ରବାର ଅପରାହ୍ନରେ ଉକ୍ତ ମହିଳା…

ନବ ବଧୂକୁ ଯୌତୁକ ପାଇଁ ମାରିଦେଲେ ଶାଶୁ ଘର ଲୋକେ, ହତ୍ୟା ଅଭିଯୋଗ ଆଣିଲେ ଝିଅର ବାପା

ମାହାଙ୍ଗା (କେନ୍ୟୁଜ): କଟକ ଜିଲ୍ଲା ମାହାଙ୍ଗା ଥାନା ହଂସଦିଆ ଗ୍ରାମର ଶ୍ୟାସୁନ୍ଦର ବାରିକଙ୍କ ସାନ ଝିଅ ସରୋଜିନୀ ବାରିକଙ୍କୁ ତାର ଶାଶୁଘର ଲୋକେ ହତ୍ୟା କରି ଥିବା ନେଇ ମାହାଙ୍ଗା ଥାନା ରେ ଅଭିଯୋଗ ହୋଇଛି। ଗତ ୮ମାସ ତଳେ ଯାଜପୁର ସବୁଅ ଗ୍ରାମର ଗତିକୃଷ୍ଣ ବାରିକ ପ୍ରେମ ବିବାହ କରିଥିଲେ।…

ଜଗତସିଂହପୁରରେ ଅଘଟଣ: ରୋଷେଇ କରୁଥିବା ବେଳେ ନିଆଁ ଲାଗି ମହିଳା ମୃତ, ପୋଡିଗଲା ଘର

ଜଗତସିଂହପୁର(କେନ୍ୟୁଜ୍‌): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ଗ୍ରାମରେ ଅଘଟଣ । ରୋଷେଇ କରୁଥିବା ବେଳେ ନିଆଁ ଲାଗି ମହିଳା ମୃତ। ମହିଳା ଜଣକ ହେଲେ ବିଦ୍ୟାଧରପୁର ପଂଚାୟତର ୧ନମ୍ବର ୱାର୍ରର ୱାର୍ଡ ମେମ୍ବର ସରସ୍ୱତୀ ସେଠି। ସେ ଘରେ ରୋଷେଇ କରୁଥିବା ବେଳେ ଏହି ଅଘଟଣ…

ପାରିବାରିକ କଳହ ନେଲା ଉଗ୍ରରୂପ: ଦୁଇଟି ଭିନ୍ନ ସ୍ଥାନରେ ଅଘଟଣ, ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ସୁବର୍ଣ୍ଣପୁର(କେନ୍ଯୁଜ୍): ପାରିବାରିକ କଳହରୁ ହତ୍ୟାକାଣ୍ଡ । ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ମୃତକ ହେଲେ ସୁନିତା ସିଂ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଟିକିରାପଡା ଗାଁରେ ଅଭାବନୀୟ ଘଟଣା । ଖବର ପାଇ ସୁବଳୟା ଥାନା ପୋଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ କରୁଛି।…

ମା’ ଘରକୁ ଯାଉଥିବା ବେଳେ ମହିଳାଙ୍କୁ ଦଳି ଦେଲା ଦନ୍ତା, ବର୍ତ୍ତିଗଲେ ସ୍ୱାମୀ

ରାଇରଙ୍ଗପୁର : ପୁଣି ଦନ୍ତା ହାତୀ ନେଲା ଜଣେ ମହିଳାଙ୍କ ଜୀବନ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜ ଅନ୍ତର୍ଗତ ପିଢାକଟା ଜଙ୍ଗଲରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ ପନଖି ଗ୍ରାମର କେଶବ ଦେହୁରୀ ସ୍ତ୍ରୀଙ୍କ ସହ ପୀଢାକଟା ଜଙ୍ଗଲ ଦେଇ ପୁନାସିର ମା ଘର ବାଙ୍କୀ…

ଗୁଣିଗାରେଡି ସନ୍ଦେହରେ ବର୍ବରକାଣ୍ଡ: ଅତି ବୀଭତ୍ସ ଭାବେ ଗାଁ ରାସ୍ତାରେ ମହିଳାଙ୍କ ବେକ କାଟି କଲେ ହତ୍ୟା

ବାରିପଦା: ରାସ୍ତାରେ ପଡିଛି ମୃତଦେହ । ପାଖରେ ପଡିଛି ଗରା । ନଳକୂପ ପାଖରେ ପଡି ରହିଛି ଜଘନ୍ୟ ଭାବେ ହତ୍ୟା ହୋଇଥିବା ମହିଳାଙ୍କ ମୃତଦେହ । ମୃତ ମହିଳା ଜଣକ ହେଲେ ଶାରୀଶୁଆ ଗ୍ରାମର ଖଇରୀ ମହାନ୍ତ । ଶରତ ଥାନା ଶାରୀଶୁଆ ଗ୍ରାମରେ ଏହି ହତ୍ୟାକାଣ୍ଡ ହୋଇଛି । ଶାରୀଶୁଆ ଗ୍ରାମର ଖଇରୀ ମହାନ୍ତ…

କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଗାଁରେ ଅଘଟଣ, ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ବେଳେ ଦନ୍ତା ହାତୀ…

କାମାକ୍ଷାନଗର : ଦନ୍ତା ହାତୀ ଆକ୍ରମରେ ମହିଳା ମୃତ ।  କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଗାଁ ନିକଟରେ ଅଘଟଣ । ମୃତ ମହିଳା ହେଲେ ଢେଙ୍କାନାଳ ବନଖଣ୍ଡ ମୁକ୍ତାପଶି ଗାଁର ନେତ୍ରମଣୀ ସାହୁ । ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ବେଳେ ଦଳିଦେଲା ଦନ୍ତା । ଫଳରେ ଘଟଣାସ୍ଥଳରେ ହିଁ…