Browsing Tag

women commission

ଭୁବନେଶ୍ୱର ମହିଳା କମିସନରେ ବ୍ରହ୍ମପୁରର କେ ଦୀପିକା, ଶ୍ୱଶୁର ଘର ଆଗରେ ୪୭ଦିନ ଧାରଣା ଦେଇଥିଲେ

ଭୁବନେଶ୍ୱର(କେନ୍ୟୁଜ୍):  ଭୁବନେଶ୍ୱର ମହିଳା କମିସନରେ ବ୍ରହ୍ମପୁରର କେ ଦୀପିକା। ଆପୋସ ସମାଧାନ ପାଇଁ ମହିଳା କମିସନ ତାଙ୍କୁ ଡକାଇଥିବା ବେଳେ ଆଜି ହାଜର ହୋଇଛନ୍ତି ଦୀପିକା। ଏହାସହ ସେ ସ୍ୱାମୀ ଦାବି କରୁଥିବା ଦିନେଶଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି ମହିଳା କମିସନ। ଖୁବଶୀଘ୍ର ଦିନେଶ…

ବିଜେବି ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ଘଟଣାରେ ମହିଳା କମିସନଙ୍କ ତଦନ୍ତ ଆରମ୍ଭ

ଭୁବନେଶ୍ବର(କେନ୍ୟୁଜ୍): ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ଘଟଣାରେ ମହିଳା କମିସନଙ୍କ ତଦନ୍ତ ଆରମ୍ଭ । ମହିଳା କମିସନର ୩ଜଣିଆ ଟିମ୍‌ ତଦନ୍ତ ଆରମ୍ଭ କରିଛନ୍ତି । ରୁଚିକା ଆତ୍ମହତ୍ୟା କରିଥିବା ହଷ୍ଟେଲ ରୁମ୍‌ ଦେଖିଛନ୍ତି । ହଷ୍ଟେଲ ୱାଡେନ ଓ କିଛି…

ମହିଳା କମିଶନଙ୍କ ଅଫିସରେ ସ୍ୱାମୀ ସ୍ତ୍ରୀ ମାଡ଼ପିଟ୍, ଛାଡ଼ପତ୍ରକୁ ନେଇ ମହାଭାରତ

କେନ୍ୟୁଜ୍(ବ୍ୟୁରୋ):  ମହିଳା କମିଶନଙ୍କ ପାଖରେ ସ୍ୱାମୀ ସ୍ତ୍ରୀଙ୍କ  ମାଡ଼ ପିଟ୍ । ଉଭୟଙ୍କ ସହମତିରେ ଛାଡପତ୍ର ନିଷ୍ପତ୍ତି ହେଇଥିଲା । ଆଜି ମହିଳା କମିଶନଙ୍କ ଆଗରେ ଛାଡ଼ପତ୍ର ଶୁଣାଣୀର ତାରିଖ ଥିଲା । ହେଲେ ମହିଳା କମିଶନଙ୍କ ଆଗରେ ଦେଖିବାକୁ ମିଳିଥିଲା ସ୍ବାମୀ ଓ ସ୍ତ୍ରୀ ଦୁଇଜଣ  ମାଡ଼ପିଟ…

ପୁରୀ ଗଣଦୁଷ୍କର୍ମ ଘଟଣା, କୁମ୍ଭାରପଡା ଥାନାକୁ ଯାଇ ମାମଲାର ଛାନଭିନ୍‌ କଲେ ମହିଳା କମିଶନ ଅଧ୍ୟକ୍ଷା

ପୁରୀ(କେନ୍ୟୁଜ୍): ପୁରୀ ଗଣଦୁଷ୍କର୍ମ ଘଟଣାର ଅନୁଧ୍ୟାନ କରିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ପ୍ରଥମେ କୁମ୍ଭାରପଡା ଥାନାକୁ ଯାଇ ମାମଲାର ଛାନଭିନ୍‌ କରିବା ସହ ସିଟି ଡିଏସ୍‌ପି ଏବଂ ତଦନ୍ତକକାରୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ବାଳସୁଧାର ଗୃହକୁ ଯାଇ ପୀଡିତାଙ୍କୁ…

ଚୌଦ୍ୱାର ଜେଲ ପରିଦର୍ଶନ କଲେ ଜାତୀୟ ଓ ରାଜ୍ୟ ମହିଳା ଆୟୋଗ ସଦସ୍ୟା, ମହିଳା କଏଦୀଙ୍କ ସୁରକ୍ଷା କଲେ ଯାଞ୍ଚ

କଟକ ଜିଲ୍ଲା ଚୌଦ୍ୱାର ମଣ୍ଡଳ କାରାଗାର ପରିଦର୍ଶନ କଲେ ଜାତୀୟ ଓ ରାଜ୍ୟ ମହିଳା ଆୟୋଗ ସଦସ୍ୟା। ତା ସହ ମହିଳା କଏଦୀମାନଙ୍କର ସୁରକ୍ଷା ଯାଞ୍ଚ କରିଛନ୍ତି। ଜେଲ ପରିସରରେ ଥିବା ୪୦ଜଣ ମହିଳା କଏଦୀମାନଙ୍କ ମଧ୍ୟରୁ ୨୭ଜଣ ବିଚାରଧୀନ କଏଦୀ ଓ ୧୩ ଜଣ ବିଚାର ଶେଷ ହୋଇଥିବା କଏଦୀ ଅଛନ୍ତି । ସେମାନେ…