Browsing Tag

workers

ପୁଣି ବିଦେଶରେ ଓଡ଼ିଆ ଶ୍ରମିକ ହନ୍ତସନ୍ତ, ବାହାରିନରେ ବାହୁନି କାନ୍ଦୁଛନ୍ତି ଓଡ଼ିଆ ଯୁବକ

ବେଙ୍ଗାଳୁରୁ (କେନ୍ୟୁଜ): ପୁଣି ବିଦେଶରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା । ନିଜ ଘର ଛାଡ଼ି ବିଦେଶ ବହାରିନରେ କାମ କରିବା ଆଶାରେ ଆସି ସେଠି ନାହିଁ ନଥିବାର ହଇରାଣ ହରକତ ହେଉଥିବା ଖବର ନଜରକୁ ଆସିଛି । ସୂଚନା ଯେ ଦୀପାଂଶୁ ଶେଖର ଦାସ, ସୋମନାଥ ପରିଡ଼ା, ଭଗବାନ ସ୍ୱାଇଁ, ଜଗମୋହନ କର,…

ସୁରତରୁ ବସ୍‌ ଯୋଗେ ଭଦ୍ରକ ଜିଲ୍ଲାକୁ ଫେରୁଛନ୍ତି ୫୬ ଶ୍ରମିକ

ଭଦ୍ରକ: ସୁରତରୁ ବସ୍‌ ଯୋଗେ ଭଦ୍ରକ ଜିଲ୍ଲାକୁ ଫେରୁଛନ୍ତି ୫୬ ଶ୍ରମିକ। ଲକ୍‌ଡାଉନ୍‌ ଯୋଗୁ ଓଡିଶା ବାହାରେ ଫସି ରହିଥିବା ଶ୍ରମିକମାନେ ଓଡିଶା ମୁହାଁ ହୋଇଛନ୍ତି। ସୁରତରୁ ଏକ ବସ୍‌ ଯୋଗେ ଓଡିଶାକୁ ବାହାରିଛନ୍ତି ୫୬ଜଣ ଶ୍ରମିକ। ଗତକାଲି ରାତିରେ ଏକ ବସ ଭଡ଼ା କରି ୫୬ଜଣ ଶ୍ରମିକ ଓଡିଶା ଅଭିମୁଖେ…

ପଦାରେ ପଡିଲା ନୟାଗଡ ବିଜେପିର ଗୋଷ୍ଠୀ କନ୍ଦଳ: ଜିଲ୍ଲାସ୍ତରୀୟ ବୈଠକରେ ପିଟାପିଟି ହେଲେ କର୍ମୀ

ନୟାଗଡ: ସଭାସ୍ଥଳ ପାଲଟିଲା ରଣକ୍ଷେତ୍ର। ଧସ୍ତାଧସ୍ତି, ଚେୟାର ଭଙ୍ଗାରୁଜା। ନୟାଗଡ଼ରେ ବିଜେପିର ଜିଲ୍ଲାସ୍ତରୀୟ ବୈଠକରେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ଗୋଷ୍ଠୀ ସଂଘର୍ଷରେ ୩ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ନୟାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଏହି ଜିଲ୍ଲାସ୍ତରୀୟ ବୈଠକକୁ…