Browsing Tag

world

କେବେ ଓ କାହିଁକି ପାଳନ ହୁଏ ବିଶ୍ୱ ସାଇକେଲ ଦିବସ ?

(କେନ୍ୟୁଜ ବ୍ୟୁରୋ): ଛୋଟ ଥିବା ବେଳେ ପ୍ରତ୍ୟେକ ଶିଶୁ ସାଇକେଲ ଚଲାଇବା ପାଇଁ ଚାହିଁଥାନ୍ତି ଏବଂ ନିଜ ସାଇକେଲ ଥିଲେ ମନ ମୁତାବକ ଚଲାଇ ଥାନ୍ତି । ପ୍ରତ୍ୟେକ ମଣିଷ ନିକଟରେ ସାଇକେଲ ସହ ଜଡ଼ିତ କୌଣସି ନା କୌଣସି କାହାଣୀ ରହିଥାଏ । କିନ୍ତୁ ମାତ୍ର କିଛି ଲୋକ ହିଁ ବିଶ୍ୱ ସାଇକେଲ ଦିବସ ବିଷୟରେ…

ପୃଥିବୀର ରହସ୍ୟମୟ ଝରଣା, ଏଠି ରଙ୍ଗ ବଦଳାଏ ଝରଣାର ପାଣି

ଦୁନିଆରେ ଭରି ରହିଛି ରହସ୍ୟ। ହୁଏତ କିଛି ମଣିଷ ସମ୍ନାକୁ ଆସୁଛି ତ ପୁଣି କିଛି ଜାଣି ହେଉନି। ଆମ ଦେଶ ଭାରତରେ ହେଉ କିମ୍ୱା ଅନ୍ୟ ଦେଶରେ ଅନେକ ପ୍ରକାର ହ୍ରଦ, ମହାସାଗର ଓ ଝରଣା ରହିଛି। ତେବେ ଆମେ ଆଜି ଆପଣଙ୍କୁ ଏମିତି ଝରଣା ବିଷୟରେ କହିବାକୁ ଯାଉଛୁ, ଯାହାକି ଦୁନିଆର ସବୁଠାରୁ ରହସ୍ୟମୟ…

ବିଶ୍ୱରେ କରୋନା ଗ୍ରାଫ ଉପରମୁଁହା , ୪ ଦିନରେ ୩୦ ଲକ୍ଷ ଉପରେ ସଂକ୍ରମଣ ଚିହ୍ନଟ

ନୂଆଦିଲ୍ଲୀ : ବିଶ୍ୱରେ ଲଗାତର ୪ ଦିନ ଧରି ୩୦ ଲକ୍ଷ ଉପରେ କରୋନା ସଂକ୍ରମଣ । ଗୋଟିଏ ଦିନରେ ୩୦ ଲକ୍ଷ ୫୬ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆମେରିକାରେ ୭ ଲକ୍ଷ ୮ ହଜାର ୬୪୪ ଆକ୍ରାନ୍ତ । ଗୋଟିଏ ଦିନରେ ପ୍ରାଣ ହରାଇଛନ୍ତି ୧ହଜାର ୯୪୩ । ଫ୍ରାନ୍ସରେ ୩ ଲକ୍ଷ ୨୯ ହଜାର ୩୭୧…

ମହାକାଶରେ ଭାସୁଛି ରହସ୍ୟମୟ ରୂପା ଚଟାଣ , ୨୦୧୭ ମସିହାରେ ହୋଇଥିଲା ପୃଥିବୀର ନିକଟତର

ଆପଣ ଜାଣିଥିବେ ମହାକାଶରେ ଅନେକ ମହାଜାଗତିକ ଦୃଶ୍ୟ ବେଳେ ବେଳେ ଆମେ ଦେଖିଥାଉ । କିଛି ସମୟରେ ଆପଣ ଆକାଶରେ ଅନେକ ପ୍ରକାର ଦୃଶ୍ୟ ଦେଖିଥିବେ, ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିବେ । ପୁଣି ଇଚ୍ଛା କରିଥିବେ ସେହି ବସ୍ତୁ ବିଷୟରେ ଜାଣିବା ପାଇଁ । ତେବେ ଆକାଶରେ ଘଟୁଥିବା…

ମଣିଷ ଜୀବନକୁ ଦୁର୍ବିସହ କରି ରଖିଛନ୍ତି ଏହିସବୁ ବିପଜ୍ଜନକ ନଦୀ

ଆପଣ ଅନେକ ନଦୀ ଦେଖିଥିବେ। କିନ୍ତୁ ଦୁନିଆରେ ଏମିତି କିଛି ନଦୀ ଅଛି ଯାହା ଅତ୍ୟନ୍ତ ବିପଜ୍ଜନକ । ପ୍ରକୃତି ଦତ୍ତ କିଛି ନଦୀ ଏମିତି ଅଛି ଯାହା କୁ ଦେଖିଲେ ବି ଭୟ ଲାଗିବ । ସେଥିରେ ଯିବା ମାନେ ନିଜ ଜୀବନକୁ ପାଣି ଛଡ଼ାଇବା ସହ ସମାନ। କିଛି ନଦୀ ପାଣିରେ ଝରଣା ପାଣି ମିଶିଥାଏ ଏହା ସହ ବର୍ଷା…

୨୦୨୧ରେ ପୃଥିବୀକୁ ମାଡି ଆସୁଛି ଏକ ବଡ ବିପଦ, ୪୬୫ ବର୍ଷ ପୂର୍ବେ ହୋଇଥିଲା ଭବିଷ୍ୟବାଣୀ

ପ୍ରାୟ ୪୬୫ ବର୍ଷ ପୂର୍ବରୁ ଆଗତ ଭବିଷ୍ୟତକୁ ନେଇ ମାଇକେଲ ନୋଷ୍ଟରଡ଼ମସ କରିଥିବା କେତେକ ଭବିଷ୍ୟବାଣୀ ଆଜି ବି ବିସ୍ମିତ କରିଥାଏ । ତାଙ୍କ ଦ୍ୱାରା ରଚିତ "ଲେସ ପ୍ରଫୋଟିଜ" ନାମକ ଏକ ପୁସ୍ତକରେ ମାଇକେଲ ପାଖାପାଖି ୬୩୩୮ ଟି ଭବିଷ୍ୟବାଣୀ ବାବଦରେ ଉଲ୍ଲେଖ କରିଥିଲେ । ଯାହା ମଧ୍ୟରୁ ଏଯାବତ ପ୍ରାୟ…

ବଢୁଛି କରୋନାର ପ୍ରକୋପ, ବଢୁଛି ଚିନ୍ତା; ସାରା ବିଶ୍ୱରେ ପାଖାପାଖି ୭ ଲକ୍ଷ ଲୋକ ଆକ୍ରାନ୍ତ

ନୂଆଦିଲ୍ଲୀ : କରୋନା ଭାଇରସ୍‌ ପ୍ରକୋପ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଏହି ଭାଇରସ୍‌ ଯୋଗୁ ୬ ଲକ୍ଷ ୬୩ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ସେହିପରି ପାଖାପାଖି ୩୧ ହଜାର ଲୋକଙ୍କ ଜୀବନ ନେଇଛି ଏହି କରୋନା ଭାଇରସ୍‌ । କେବଳ ଇଟାଲୀରେ ମୃତ୍ୟୁ ସଂଖ୍ୟା ୧୦ ହଜାର ଟପି ଗଲାଣି ।…

ଜାଣନ୍ତୁ ପ୍ରଥମେ କେମିତି ହୋଇଥିଲା ସୃଷ୍ଟିର ନିର୍ମାଣ, କାହିଁକି ପୃଥିବୀର ନାଁ ମେଦିନୀ

ଆପଣମାନଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚିତ ସୃଷ୍ଟି ହେଉଥିବ ଯେ ବ୍ରହ୍ମାଣ୍ଡର ସୃଷ୍ଟି କିପରି ହେଲା ଏବଂ ସଂସାରର ଉତ୍ପତି କପରି ହେଲା। ତେବେ ଆଜି ଆମେ ଆପଣଙ୍କ ମନରେ ସୃଷ୍ଟି ହେଉଥିବା ଏହି ପ୍ରଶ୍ନ ବିଷୟରେ କିଛି ତଥ୍ୟ ପ୍ରକାଶ କରିବୁ। ଜାଣନ୍ତୁ ସଂସାରର ସୃଷ୍ଟି କିପରି ହେଲା ଏବଂ କିଏ ରଚନା…

ଜାଣନ୍ତୁ ୧୦ଟି ଅନ୍ଧବିଶ୍ୱାସ ସମ୍ପର୍କରେ, ଯାହା ଉପରେ ସାରା ପୃଥିବୀବାସୀ ବିଶ୍ୱାସ କରିଥାନ୍ତି

ଏକବିଂଶ ଶତାବ୍ଦୀରେ ବି ଲୋକଙ୍କ ମନର କୌଣସି ନା କୌଣସି କୋଣରେ ଅନ୍ଧବିଶ୍ୱାସ ଘର କରି ରହିଛି । ଯେତେ ଆଧୁନିକ ଜୀବନ ଶୈଳୀ ଅତିବାହିତ କଲେ ମଧ୍ୟ ସାଧାରଣ ଲୋକେ ଏହା ପ୍ରଭାବରୁ ଶହେ ପ୍ରତିଶତ ମୁକୁଳି ପାରି ନାହାନ୍ତି । କୌଣସି ଏକ ଦୁର୍ବଳ ମୁହୂର୍ତ୍ତରେ ଏହି ଅନ୍ଧବିଶ୍ୱାସ ହିଁ ନିଜର କାୟା…

ଦୁନିଆର ୫ଟି ଅଜବ ଅନ୍ଧ ବିଶ୍ୱାସ, ଯାହା ଉପରେ ସାରା ପୃଥିବୀବାସୀ ବିଶ୍ୱାସ କରିଥାନ୍ତି

ଆମେ ମାନେ ଯଦି ରାସ୍ତାରେ ଯାଉଥାଉ ବିଲେଇ ଟିଏ ରାସ୍ତା କାଟିଦେଲା । ତେବେ ଆମେ ତାହାକୁ ବହୁତ ଅଶୁଭ କହୁ। କୌଣସି ଶୁଭ କାମରେ ଯାଉଥାଉ ତେବେ ତ କଥା ସରିଲା । ଆମେ ଅଧା ବାଟରୁ ଫେରିଯାଉ ଵା କାମଟିକୁ ସେହିଠାରେ ଅଟକାଇ ଦେଉ । କେତେଜଗାରେ ଲୋକେ ଛିଙ୍କିବାକୁ ଅଶୁଭ ବୋଲି ଧରିଥାନ୍ତି । ଆମେ ଆଜି…

କିସ୍‌ ଏବଂ କିଟ୍‌ ଆୟୋଜନ କରିବାକୁ ଯାଉଛି ୱାର୍ଲ୍ଡ କଂଗ୍ରେସ ଅଫ୍‌ ଆନ୍ଥ୍ରୋପୋଲୋଜି-୨୦୨୩, ପ୍ରାୟ ୪୫ ବର୍ଷ ପରେ…

କିସ୍‌ରେ ଆୟୋଜିତ ହେବ ବିଶ୍ୱ ନୃବିଜ୍ଞାନ କଂଗ୍ରେସ । ଯାହା ଏକ ବଡ଼ ସଫଳତା । କିସ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉତ୍କଳ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସହଯୋଗରେ ଅନୁଷ୍ଠିତ ହେବ ବିଶ୍ୱର ସର୍ବ ବୃହତ ୱାର୍ଲ୍ଡ କଂଗ୍ରେସ ଅଫ୍‌ ଆନ୍ଥ୍ରୋପୋଲୋଜି-୨୦୨୩ । ପ୍ରତି ୫ ବର୍ଷରେ ଥରେ ଏହି କଂଗ୍ରେସ ଆୟୋଜନ…

କମ୍ ଶୋଇଥାନ୍ତି ଆପଣ ହେଲେ କୋଟି କୋଟି କ୍ଷତି ସହିଥାଏ ଦେଶ !

ଆପଣମାନେ ଶୁଣିଥିବେ ସର୍ବଦା କୁହାଯାଏ ଭଲ ସ୍ବାସ୍ଥ୍ୟ ପାଇଁ ଠିକ ମାତ୍ରାରେ ନିଦ ହେବା ଉଚିତ୍ । ନିଦ ପୂରା ନହେବା ଦ୍ବାରା କିଛି ଶାରୀରିକ ସମସ୍ୟା ଦେଖା ଦେଇଥାଏ । କମ୍ ଆପଣ ମାନେ ଶୋଇଥାନ୍ତି ଆଉ କୋଟି କୋଟି ଟଙ୍କାର କ୍ଷତି ଦେଶ ଉଠାଇଥାଏ । ଏହି ସବୁ ଆମେ କହୁନାହୁଁ, ଏହି ସବୁ ଅଷ୍ଟ୍ରେଲିଆର…