ମଧ୍ୟ ଆଫ୍ରିକୀୟ ଗଣରାଜ୍ୟରେ ନଦୀରେ ବୁଡ଼ିଗଲା ଡଙ୍ଗା, ୫୮ ମୃତ; ଥିଲେ ୩୦୦ ଯାତ୍ରୀ
ମଧ୍ୟ ଆଫ୍ରିକୀୟ ଗଣରାଜ୍ୟରୁ ଆସିଛି ଏକ ବଡ଼ ଡଙ୍ଗା ବୁଡ଼ି ଘଟଣା । ଏଠାରେ ପ୍ରାୟ ୩୦୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ କାଠ ତିଆରି ଡଙ୍ଗା ନଦୀରେ ବୁଡ଼ିଯିବାରୁ ୫୮ ଜଣଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ ମୁତାବକ, ଶୁକ୍ରବାର ଏହି ଦୁର୍ଘଟଣା ଘଟିଥିବା ବେଳେ ଡଙ୍ଗାରେ ୩୦୦ରୁ ଅଧିକ ଯାତ୍ରୀ ଥିଲେ ।…