ଲଞ୍ଚ ହେଲା Xiaomi 14 series, ଜାଣନ୍ତୁ କେତେ ରହିଛି ଦାମ
ଦୀର୍ଘ ସମୟର ଅପେକ୍ଷା ପରେ Xiaomi ଏହାର 14 ସିରିଜ୍ ଲଞ୍ଚ କରିଛି । ଏହି ସିରିଜରେ କମ୍ପାନୀ ଲାଟେଷ୍ଟ ସ୍ନାପଡ୍ରାଗନ ୮ ଜେନ୍ ୩ ପ୍ରୋସେସର ଦେଇଛି, ଯାହା ଏହି ପ୍ରୋସେସର ସହିତ ଦୁନିଆର ପ୍ରଥମ ସ୍ମାର୍ଟଫୋନ । Xiaomi କମ୍ପାନୀ ନିଜର Xiaomi 14 ଏବଂ Xiaomi 14 Pro ସିରିଜ ଲଞ୍ଚ କରିଛି ।…