ରାଜନୀତି କରିବେ ନାହିଁ ଯୁବରାଜ, ସୋସିଆଲ ମିଡିଆରେ ଦେଲେ ସ୍ପଷ୍ଟୀକରଣ
ରାଜନୀତି ଲଢିବାକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ଭାରତୀୟ କ୍ରିକେଟର ଲୋକପ୍ରିୟ ଅଲରାଉଣ୍ଡର ଯୁବରାଜ ସିଂ । କିଛିଦିନ ପୂର୍ବରୁ ଚର୍ଚ୍ଚା ଚାଲିଥିଲା କି, ଯୁବରାଜ ପଞ୍ଜାବର ଗୁରୁଦାସପୁରରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି । ଯାହାକୁ ନେଇ ସୋସିଆଲ ମିଡିଆରେ…