ଫ୍ଲିପକାର୍ଟର ବେଷ୍ଟ ସେଲ ଅଫର, ମାତ୍ର ୧୯୯ ଟଙ୍କାରେ କିଣନ୍ତୁ ରେଡମିର ଏହି ସ୍ମାର୍ଟ ମଡେଲ, ବାସ୍‌ କରନ୍ତୁ ଏହି କାମ

ଫ୍ଲିପକାର୍ଟର ବେଷ୍ଟ ଡିଲ। ନୂଆ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ଯଦି ଏହି ସୁଯୋଗର ନିହାତି ଫାଇଦା ଉଠାନ୍ତୁ। ଅନେକ ଜଣ କମ ଦାମରେ ସ୍ମାର୍ଟଫୋନର ବେଷ୍ଟ ମଡେଲ କିଣିବାକୁ ଇଚ୍ଛା ରଖିଥାନ୍ତି । ଅନ୍ୟ କିଛି ଅଛନ୍ତି ଯେଉଁମାନେ ସ୍ମାର୍ଟଫୋନ କିଣିବାକୁ ତ ଚାହାନ୍ତି କିନ୍ତୁ ତାଙ୍କ ବଜେଟ ତାଙ୍କୁ ସାଥ୍‌ ଦିଏ ନାହିଁ। ଏମିତିରେ ଆପଣ ଇକମର୍ସ ପ୍ଳାଟଫର୍ମ ଫ୍ଲିପକାର୍ଟର ଏହି ଅଫରର ଫାଇଦା ଉଠାଇପାରିବେ।

ଫ୍ଲିପକାର୍ଟ ଏଥିପାଇଁ ଦେଉଛି ସାନଦାର ମୌକା। ଫ୍ଲିପକାର୍ଟ ବେଷ୍ଟ ଡିଲ ରେଡମି ୧୦ କୁ ଆପଣ ଖୁବ ଶସ୍ତାରେ କିଣିପାରିବେ। ରେଡମି ର 4G ସ୍ମାର୍ଟଫୋନ କୁ ଆପଣ କେବଳ ୧୯୯ ଟଙ୍କାରେ କିଣିପାରିବେ। ଆଜ୍ଞା ହଁ , ଆପଣ ରେଡମିର ଏହି ମଡେଲକୁ ଅତି ଶସ୍ତା ରେ ପାଇପାରିବେ। ଆପଣଙ୍କୁ କେବଳ କିଛି ଷ୍ଟେପ କୁ ଫଲୋ କରିବାକୁ ହେବ। ଏହାର ଦାମ ପ୍ରକୃତରେ ୧୪,୯୯୯ ଟଙ୍କା ଥିବାବେଳେ ଆପଣ ଏହାକୁ ୧୯୯ ଟଙ୍କରରେ କିଣିପାରିବେ।

ନୂଆ ଫୋନ କିଣିବାକୁ ଚାହୁଁଛନ୍ତି କିନ୍ତୁ ପାଖରେ ବେଶି ଟଙ୍କା ନାହିଁ। ତେବେ ଆମେ ଆପଣଙ୍କ ପାଇଁ ନେଇଆସିଛୁ ବଢ଼ିଆ ସୁଯୋଗ। ଏମିତିରେ ଆପଣ ରେଡମିର 4G ସ୍ମାର୍ଟଫୋନକୁ ମାତ୍ର ୧୯୯ ଟଙ୍କାରେ କିଣିପାରିବେ। ଏହାକୁ ୧୪,୯୯୯ ଟଙ୍କାରେ ଲିଷ୍ଟ କରାଯାଇଛି। ଏହାକୁ ୨୬% ଡିସକାଉଣ୍ଟରେ ୧୦,୯୯୯ ଟଙ୍କାରେ ବିକା ଯାଉଛି। ଯଦି ଏହାକୁ କିଣିବା ସମୟରେ ଆପଣ ଫ୍ଲିପକାର୍ଟର ଆକ୍ସିସ ବ୍ୟାଙ୍କ କ୍ରେଡିଟ କାଡଁ ବ୍ୟବହାର କରୁଛନ୍ତି ତେବେ ୫୫୦ ଟଙ୍କା ଛାଡ ମିଳିବ। ଏହାପରେ ମୋବାଇଲ ଦାମ ହେବ ୧୦,୪୪୯ ଟଙ୍କା।

ଯଦି ଆପଣଙ୍କ ପାଖରେ ପୁରୁଣା ସ୍ମାର୍ଟଫୋନ ରହିଛି ତେବେ ଆପଣ ଏହାସହ ବଦଳାଇପାରିବେ । ଏମିତିରେ ଆପଣ ୧୯୯ ଟଙ୍କା ରେ ଏହି ଫୋନକୁ କିଣିପାରିବେ। ତେବେ ଏଥିପାଇଁ ଆପଣ ଙ୍କ ପୁୁରୁଣା ଫୋନର କଣ୍ଡିସନ ଭଲ ରହିବା ଜରୁରୀ। ଏମିତିରେ ଆପଣଙ୍କୁ ମୋଟ ୧୦,୨୫୦ ଟଙ୍କାର ଡିସକାଉଣ୍ଟ ମିଳିବ। ଯଦି ଆପଣଙ୍କୁ ଏହାର ପୂରା ଫାଇଦା ମିଳେ ତେବେ ଏହାକୁ ଆପଣ ମାତ୍ର ୧୯୯ ଟଙ୍କାରେ କିଣି ଘରକୁ ଆଣିପାରିବେ।

ତେବେ ଫିଚର କଥା ଧ୍ୟାନକୁ ଦେଲେ ଏହି ଫୋନରେ Qualcomm Snapdragon 680 ପ୍ରୋସେସର ରହିଛି। ଏଥିରେ ଆପଣଙ୍କୁ 4GB RAM 64 GB ଇଣ୍ଟରନାଲ ଷ୍ଟୋରେଜ ମିଳିଯିବ। 6.7 ଇଞ୍ଚର ଏ ଚଡି+ଆଇପିଏସ୍‌ ଡିସପ୍ଲେ ସହ ଦୁଆଲ ରିୟର କ୍ୟାମେରା ସେଟଅପ୍‌ ଦିଆଯାଇଛି। ଏଥିରେ ଆପଣଙ୍କୁ 50mp ର ପ୍ରାଇମେରୀ ସେନ୍ସର ଓ 2mpର ଅନ୍ୟ ଏକ ସେନ୍ସର ରହିଛି। ଫ୍ରଣ୍ଟ କ୍ୟାମେରା 5mpର ଦିଆଯାଇଛି। ବ୍ୟାଟେରୀ 6000 mAh ର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.