ଜିଓର ଶସ୍ତା ପ୍ଲାନରେ ପୁରା ମାସ ସାରା ଉଠାଇବେ ଫାଇଦା, ଅନଲିମିଟେଡ କଲିଂ ଓ ଇଣ୍ଟରନେଟ ସୁବିଧା ସହ ମିଳୁଛି ବହୁତ କିଛି

ଆସିଲା ଜିିଓର ଧାମାକାଦାର ଅଫର। ନିଜ ୟୁଜର୍ସଙ୍କୁ ଖୁସି କରିବା ପାଇଁ ଜିଓ ସବୁବେଳେ ବଢ଼ିଆ ପ୍ଲାନ ଦେଇଥାଏ। ପ୍ୟାକ ମଧ୍ୟ ସେତିକି ମନଲୋଭା କରିଥାଏ। ଯାହାକୁ ଦେଖି ୟୁଜର୍ସ କନଫ୍ୟୁଜନ ରେ ପଡ଼ିବେ ନାହିଁ। ଏମିତିରେ ଏୟାରଟେଲ ଓ ଜିଓ ଉଭୟ ନିଜ ପ୍ରିୟ ୟୁଜର୍ସଙ୍କୁ ଖୁସି କରିବା ପାଇଁ ପ୍ଲାନରେ କିିଛି ପରିବର୍ତ୍ତନ କରିଥାଏ। ଆଜି ଆମେ ଜିଓର ଏଭଳି ଏକ ପ୍ୟାକ ସମ୍ପର୍କରେ କହିବୁ..

କମ ମୂଲ୍ୟରେ ମନୋରଞ୍ଜନର ପୂରା ଫାଇଦା ଉଠାଇବାକୁ ଚାହୁଁଥିଲେ ଆଉ ଡେରି କରନ୍ତୁ ନାହିଁ। ଦେଶର ପ୍ରମୁଖ ଜିଓ କମ୍ପାନୀ ତାର ୟୁଜର୍ସଙ୍କୁ ଖୁସି କରାଇବା ପାଇଁ ଆଣିଛି ଶାନଦାର ଅଫର। ଏମିତିରେ ଆପଣଙ୍କ ପାଇଁ ପକେଟ ଫ୍ରେଣ୍ଡଲି ଅଫର ନେଇ ଆସିଛି ରିଲାଏନ୍ସ ଜିଓ।

ଜିଓ ନିଜ ଗ୍ରାହକଙ୍କ ପାଇଁ ସମୟ ସମୟରେ ବଢ଼ିଆ ପ୍ଲାନ ଓ ଅଫର୍ସ ଆଣିଥାଏ। ଏହି ପ୍ଳାନରେ ଦାମ ରହିଥାଏ ବହୁତ କମ। ଏହାସହ ବେନିଫିଟ୍ସ ରହିଥାଏ ଜବରଦସ୍ତ। ଆଜି ଆମେ ଆପଣଙ୍କୁ ଏଭଳି ଏକ ପ୍ଳାନ ସମ୍ପର୍କରେ କହିବୁ । ଯାହାର ଦାମ ରହିଛି ଏକଦମ ଶସ୍ତା।

ଯଦି ଆପଣ ଜିଓ ୟୁଜର ତେବେ କରନ୍ତୁ ଜିଓର ଏହି ପ୍ରିପେଡ ପ୍ଳାନର ବ୍ୟବହାର, ପାଇବେ ଫାଇଦା ହିଁ ଫାଇଦା। ଯଦି ଆପଣ ପ୍ରତି ମାସରେ ରିଚାର୍ଜ କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ଏମିତିରେ ଆପଣଙ୍କ ଖର୍ଚ୍ଚ ମଧ୍ୟ କମିଯିବ। ଜିଓର ରହି ଖାସ ରିଚାର୍ଜ। ଯେଉଁଥିରେ ଆପଣଘଙ୍କୁ ମିଳିବ ଅନଲିମିଟେଡ କଲିଂ ସହିତ ଇଣ୍ଟରନେଟର ସୁବିଧା। ଏହାର ଦାମ ମଧ୍ୟ ବହୁତ କମ ରହିଛି। ତେଣୁ ରିଚାର୍ଜ ପାଇଁ କିଛି ଚିନ୍ତା କରିବାକୁ ପଡ଼ିବ ନାହିଁ।

ଯଦି ଆପଣ ଜିଓର ଏହି ପ୍ରିପେଡ ପ୍ଳାନ ସମ୍ପର୍କରେ ଜାଣିନାହାନ୍ତି ତେବେ ଜାଣନ୍ତୁ। ଏହାର ଦାମ ୧୫୫ ଟଙ୍କା। ଯାହାର ବେନିଫିଟ୍ସ ରହିଛି ଜବରଦସ୍ତ। ଏହି ପ୍ଳାନକୁ ଗ୍ରାହକମାନେ ଖୁବ ପସନ୍ଦ କରୁଛନ୍ତି। ଏହାର ଦାମ ମଧ୍ୟ କମ ଥିବାରୁ ସସମ୍ୟା ହେଉନାହିଁ। ଜାଣନ୍ତୁ ଏବେ ଏହି ପ୍ଳାନର ବେନିଫିଟସ୍‌ ଓ ଅଫର୍ସ ସମ୍ପର୍କରେ।

ଜିଓର ୧୫୫ ଟଙ୍କା ରିଚାର୍ଜ ପ୍ଲାନରେ ଗ୍ରାହକ ପୁରା ୨୮ ଦିନର ଫାଇଦା ଉଠାଇପାରିବେ। ଏହି ପ୍ଲାନରେ ବଢ଼ିଆ ଭାଲିଡିଟି ମିଳୁଛି। ଅନଲିମିଟେଡ କଲିଂ ସହିତ ଇଣ୍ଟରନେଟ ର ସୁବିଧା ମିଳୁଛି।

ଏହି ପ୍ଳାନରେ ଗ୍ରାହକଙ୍କୁ ମୋଟ ୨ଜିବି ଡାଟା ମିଳିବ। ଏଥିରେ ଆପଣଙ୍କ Unlimited Voice Calling ପାଇବେ। ଏଥିରେ ସେ ସବୁ ସୁବିଧା ପାଇବେ ଯାହାର ଆବଶ୍ୟକତା ରହିଛି। ଯଦି ଆପଣ ଏହି ପ୍ଲାନରେ ଫାଇଦା ଉଠାଇବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ଅପସନ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.