VI: ୧ ଟଙ୍କାରେ ୨୪ ଜିବି ଡାଟା ସହ ଅନଲିମିଟେଡ କଲ୍ ଅଫର

ଭୋଡାଫୋନ – ଆଇଡିଆ କମ୍ପାନୀ ତରଫରୁ ଗ୍ରାହକ ମାନଙ୍କ ପାଇଁ ଜବରଦସ୍ତ ପ୍ରିପେଡ ପ୍ଲାନ କରାଯାଇଛି । ଏବେର ଲାଟେଷ୍ଟ ପ୍ଲାନ ୟୁଜର୍ସଙ୍କୁ ପସନ୍ଦ ଆସିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି । ଏହାଦ୍ୱାରା ଗ୍ରାହକ ନିଜ ଆବଶ୍ୟକ ଅନୁଯାୟୀ ବେଷ୍ଟ ପ୍ଲାନ ଚୟନ କରିପାରିବେ । ଆଜି ଆମେ ଆପଣଙ୍କୁ ଏହି ପ୍ଳାନ ସଂପର୍କରେ କହିବାକୁ ଯାଉଛୁ ।

କମ୍ପାନୀର ଏହି ଅଫର ଅନୁଯାୟୀ  ଆପଣ ୧ ଟଙ୍କାରେ ୨୪ ଜିବି ଡାଟା ପାଇପାରିବେ । ପ୍ରକୃତରେ କମ୍ପାନୀ ତରଫରୁ ଗ୍ରାହକଙ୍କୁ ୨୧୮ ଓ ୨୧୯ ଟଙ୍କାର ପ୍ଲାନ ମିଳୁଛି । ଏହା ୨୮ ଦିନ ସହ ଫ୍ରି କଲିଙ୍ଗ ସୁବିଧା ମଧ୍ୟ ଅଛି । ୨୧୮ ଟଙ୍କାରେ କେବଳ ୬ ଜିବି ଡାଟା ମିଳୁଛି । ଯେଉଁଠି ୨୧୯ଟଙ୍କାରେ ଦୈନିକ ୧ ଜିିବି ଡାଟା ସହ ୨ ଜିବି ଡାଟା ଫ୍ରି ମିଳିବ । ଏହି ଅନୁଯାୟୀ ୧ ଟଙ୍କା ଅତିରିକ୍ତ ଆପଣଙ୍କୁ ୨୪ ଜିବି ଡାଟା ଅଧିକ ମିଳିବ ।

5
pc: Hindustan

ଏହି ଅଫର ୨୮ଦିନ ପର୍ଯ୍ୟନ୍ତ ରହିବ ।  ଅନଲିମିଟେଡ କଲ ଅଫର ସହ ୧୦୦ ଫ୍ରି ଏସଏମଏସ ମିଳିବ । ଏହା ବ୍ୟତିତ ଭି-ଆଇ ଫିଲ୍ମ ଓ ଟିଭି ବେସିକର ଆକ୍ସେସ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.