Fssai ରେ ନିଯୁକ୍ତି ସୁଯୋଗ, ସରକାରୀ ଚାକିରି ପାଇଁ ତୁରନ୍ତ କରନ୍ତୁ ଆବେଦନ

ଫୁଡ୍‌ ସେଫ୍ଟୀ ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍‌ ଇଣ୍ଡିଆ (Fssai) ରେ ଅନେକ ପଦ ଖାଲି ପଡ଼ିଛି। Fssai ରେ ଆଡଭାଇଜର, ଡାଇରେକ୍ଟର, ଜଏଣ୍ଟ ଡାଇରେକ୍ଟର, ଡେପୁଟି ଡାଇରେକ୍ଟର, ଆସିଷ୍ଟାଣ୍ଟ ଡାଇରେକ୍ଟର(ଟେକ୍ନିକାଲ), ଆସିଷ୍ଟାଣ୍ଟ ଡାଇରେକ୍ଟର(ଓଏଲ), ଆସିଷ୍ଟାଣ୍ଟ ଡାଇରେକ୍ଟର, ଆଡମିନିଷ୍ଟ୍ରେଟିଭ ଅଫିସର, ଆସିଷ୍ଟାଣ୍ଟ ଓ ଅନ୍ୟ ପଦ ପାଇଁ ଆବେଦନ ଆମନ୍ତ୍ରିତ କରିଛନ୍ତି। ଯୋଗ୍ୟ ଇଚ୍ଛୁକ ପ୍ରାର୍ଥୀ ଫୁଡ୍‌ ସେଫ୍ଟୀ ଆଣ୍ଡ ଷ୍ଟାଣ୍ଡାଡର୍ସ ଅଥରିଟି ଅଫ୍‌ ଇଣ୍ଡିଆ (Fssai) ରେ ନିଯୁକ୍ତି ପାଇଁ ୨ ନଭେମ୍ବର, ୨୦୨୦ ପୂର୍ବରୁ ଆବେଦନ କରିପାରିବେ।

job

ଗୁରୁତ୍ୱପୂର୍ଣ୍ଣ ତାରିଖ:
ଆବେଦନର ଶେଷ ତାରିଖ-୦୨ ନଭେମ୍ବର ୨୦୨୦
ହାର୍ଡ କପି ଜମା କରିବାର ଶେଷ ତାରିଖ-୧୧ ନଭେମ୍ବର,୨୦୨୦
ପଦ ବିବରଣୀ: ଆଡଭାଇଜର, ଡାଇରେକ୍ଟର, ଜଏଣ୍ଟ ଡାଇରେକ୍ଟର, ଡେପୁଟି ଡାଇରେକ୍ଟର, ଆସିଷ୍ଟାଣ୍ଟ ଡାଇରେକ୍ଟର(ଟେକ୍ନିକାଲ), ଆସିଷ୍ଟାଣ୍ଟ ଡାଇରେକ୍ଟର(ଓଏଲ), ଆସିଷ୍ଟାଣ୍ଟ ଡାଇରେକ୍ଟର, ଆଡମିନିଷ୍ଟ୍ରେଟିଭ ଅଫିସର, ଆସିଷ୍ଟାଣ୍ଟ ଓ ଅନ୍ୟ ପଦ
ପଦ ସଂଖ୍ୟା: ୬୬
ଶିକ୍ଷାଗତ ଯୋଗ୍ୟତା: ସବୁ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି।
ବୟସ ସୀମା: ସର୍ବାଧିକ ୫୬ ବର୍ଷ
ଚାକିରି ସ୍ଥାନ: ନୂଆଦିଲ୍ଲୀ
ଚୟନ ପ୍ରକ୍ରିୟା: ଲିଖିତ ଓ ସାକ୍ଷାତକାର
ଏମିତି କରନ୍ତୁ ଆବେଦନ: ଅଫିସିଆଲ ୱେବ୍‌ସାଇଟ୍କୁ  ଯାଇ ଆପଣ ଆବେଦନ କରିପାରିବେ। ଅଫଲାଇନ୍‌ରେ ଆବେଦନ କରିବା ପାଇଁ Assistant Director (HR), FSSAI, FDA Bhawan, Kotla Road New Delhi ଠିକଣାରେ ଫର୍ମ ପଠାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.