Below header

୧୦ମ ପାସ୍‌ ପ୍ରାର୍ଥୀଙ୍କ ପାଇଁ ରେଳ ବିଭାଗରେ ନିଯୁକ୍ତି ସୁଯୋଗ, ବିନା ପରୀକ୍ଷାରେ ମିଳିବ ଚାକିରି

ପ୍ରାୟ ସବୁ ଯୁବ ପିଢ଼ିଙ୍କ ସ୍ୱପ୍ନ ଥାଏ ରେଳ ବିଭାଗରେ ଚାକିରି କରିବା। ଯଦି ଆପଣ ବି ସେମାନଙ୍କ ମଧ୍ୟରୁ ଜଣେ ତେବେ ଆପଣଙ୍କ ପାଇଁ ଖୁସି ଖବର। କାରଣ ରେଳ ବିଭାଗରେ ଖାଲି ପଡ଼ିଛି ୨୫୩୨ଟି ପଦବୀ। ସେଣ୍ଟ୍ରାଲ ରେଲେଓ୍ଵ ୨୫୩୧ଟି ଅପରେଣ୍ଟିସ୍‌ ପଦବୀ ପାଇଁ ଆବେଦନ ମାଗିଛି। ମୁମ୍ବାଇ, ଭୁସାବଲ, ପୁନେ, ନାଗପୁର ଓ ସୋଲାପୁର ଆଦି ସ୍ଥାନରେ ଏହି ନିଯୁକ୍ତି ହେବ। ଇଚ୍ଛୁକ ପ୍ରାର୍ଥୀ ଆର୍‌ଆର୍‌ସିର ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଇ ୫ ମାର୍ଚ୍ଚ, ୨୦୨୧ ପୂର୍ବରୁ ଆବେଦନ କରିପାରିବେ।

ମୋଟ ପଦ ସଂଖ୍ୟା: ୨୫୩୨

ବୟସ ସୀମା: ୧୫-୨୪ ବର୍ଷ

ଚୟନ: ମେରିଟ୍‌ ଆଧାରରେ

ଶିକ୍ଷାଗତ ଯୋଗ୍ୟତା: ଦଶମ ଓ ଦ୍ୱାଦଶରେ ୫୦ %

ଆବେଦନ ଶୁଳ୍କ: ୧୦୦ ଟଙ୍କା

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଆବେଦନ ଆରମ୍ଭ-୬ ଫେବ୍ରୁଆରୀ, ୨୦୨୧

ଆବେଦନ ଶେଷ-୫ ମାର୍ଚ୍ଚ, ୨୦୨୧

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.