ଗରମ ଦିନେ ଝାଳ ସମସ୍ଯାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଉପାୟ

ଗରମ ଦିନେ ସବୁଠାରୁ ଅଧିକ ସମସ୍ଯା ସୃଷ୍ଟି କରିଥାଏ ଅଧିକା ଝାଳ। ଖରାରେ ଚାଲିବା କିମ୍ବା ଅତ୍ଯଧିକ ଖରା ହେଲେ ମଧ୍ଯ ଝାଳ ବୋହିଥାଏ। ଯାହାଦ୍ବାରା ଶରୀରରେ ଥିବା ବ୍ଯାକ୍ଟେରିଆ ହାଇଡ୍ରୋଜେନ୍ ସଲ୍ଫାଇଡ ତିଆରି କରିବା ଦ୍ବାରା ଦୁଗର୍ନ୍ଧ ସୃଷ୍ଟି କରିଥାଏ। ଅନେକ ଥର ବ୍ଯକ୍ତିମାନେ କିଛି ଖାସ୍ ଔଷଧ ଖାଇବା ଦ୍ବାରା ମଧ୍ଯ ଶରୀରରେ ଝାଳ ଦ୍ବାରା ଦୁଗର୍ନ୍ଧ ଆସିଥାଏ। ଏପରିକି ଅନେକ ଥର ଝାଳ ସୁଖିଲା ପରେ କପଡା ଉପରେ ଧଳା ଏବଂ ହଳଦିଆ ଦାଗ ହୋଇଯାଇଥାଏ। ଏଭଳି ଦାଗ ଝାଳ କାରଣରୁ ହୋଇନଥାଏ ବରଂ ଝାଳରେ ଥିବା ସଲ୍ଟ (ଲୁଣ) କାରଣରୁ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏଥିରୁ ରକ୍ଷା ପାଇବା ପାଇଁ କଣ କରିବା ଉଚିତ।

sweat--ଅତ୍ଯଧିକ ଝାଳ ବୋହିବା ଦ୍ବାରା ଦିନରେ ୨ ରୁ ୩ ଥର ଗାଧାନ୍ତୁ। ଟେଲିକମ କିମ୍ବା ଆଣ୍ଟି-ଫଙ୍ଗଲ ପାଉଡର ପ୍ରୟୋଗ କରନ୍ତୁ।

sweat1-ଦିନରେ ଦୁଇଥର ଫିଟିକିରିକୁ ହାଲୁକା ଓଦା କରି ଶରୀରର ଭାଙ୍ଗ ହେଉଥିବା ଯାଗାରେ ଲଗାନ୍ତୁ। ଏହାଦ୍ବାରା ଝାଳ ବୋହିବା କମ ହୋଇଥାଏ। ଆଣ୍ଟି-ପ୍ରସପରେଣ୍ଟ ଲୋସନ କିମ୍ବା ପାଉଡର ମଧ୍ଯ ଲଗାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.