ନୂଆଦିଲ୍ଲୀ : କଣ ଆପଣ କେବେ ୪୦- ୫୦ବର୍ଷିୟ ଆଣ୍ଟିଙ୍କୁ ସ୍କୁଟର ଉପରେ ନାଚୁଥିବାର ଦେଖିଛନ୍ତି ? ଆପଣ ଭାବୁଥିବେ ଏ କେମିତିକା ପ୍ରଶ୍ନ ଆମେ ଆପଣଙ୍କୁ ପଚାରଛୁ। କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଜଣେ ୪୦-୫୦ ବର୍ଷିୟ ମହିଳାଙ୍କୁ ସ୍କୁଟର ଉପରେ ନାଚୁଥିବାର ଦେଖିବାକୁ ମିଳିଛି। ଖାଲି ସେତିକି ନୁହଁ ୧୮ ସେକେଣ୍ଡର ଏହି ଭିଡିଓ ସୋସସିଆଲ ମିଡିଆରେ ଭାଇରାଲ ହେଉଛି। ଆଣ୍ଟି ଜଣଙ୍କ ରଣବୀର ସିଂଙ୍କ ଗୀତ ନଶେ ସି ଚଢ଼ଗୟିରେ ସ୍କୁଟର ଚାଲୁଥିବା ବେଳେ ନାଚୁଥିବାର ନଜର ଆସିଛି।
ଦେଖନ୍ତୁ ଭିଡିଓ :
Fly pic.twitter.com/mMa5FPExIW
— Shivam Vij (@DilliDurAst) June 25, 2019
ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଏହି ସ୍କୁଟର ଆଣ୍ଟିଙ୍କୁ ସମସ୍ତେ ଡ୍ୟାନ୍ସିଂ ଅଙ୍କଲଙ୍କ ସହ ତୁଳନା କରୁଛନ୍ତି।