ଆଜିଠୁ ଶୀତରେ ଥରିବ ଉତ୍ତର ଭାରତ, ପାଣିପାଗ ବିଭାଗର ପୂର୍ବାନୁମାନ

ନୂଆଦିଲ୍ଲୀ: ଥରିବ ଉତ୍ତର ଭାରତ । ଆଜିଠୁ ଶୀତ ଲହରୀ ଉତ୍ତର ଭାରତକୁ ଅସ୍ତବ୍ୟସ୍ତ କରିବ । ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ଉତ୍ତର ରାଜସ୍ଥାନ ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ପ୍ରବଳ ଶୀତ ଅନୁଭୂତ ହେବ ।

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିସହ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତର ରାଜସ୍ଥାନ, ବିହାର ଓ ହରିଆଣାରେ ଘନକୁହୁଡ଼ି ହେବ ବୋଲି ଆଇଏମ୍‌ଡି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.