ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, ରାଜ୍ୟ ଉପରେ ଲଦା ଯିବ ନାହିଁ ଜିଏସଟି କାଉନସିଲ ନିଷ୍ପତ୍ତି

ନୂଆଦିଲ୍ଲୀ : ଗୁଡ଼ସ ଆଣ୍ଡ ସର୍ଭିସ ଟ୍ୟାକ୍ସ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ଜିଏସଟି କାଉନସିଲ ନିଷ୍ପତ୍ତି ରାଜ୍ୟ ଉପରେ ଲଦା ଯିବ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଏସଟି ନିଷ୍ପତ୍ତିକୁ ମାନିବା ରାଜ୍ୟ ଗୁଡିକ ପାଇଁ ବାଧ୍ୟତାମୂଳକ ନୁହେଁ। ଜିଏସଟି କାଉନସିଲ ନିଷ୍ପତ୍ତି କେବଳ ଏକ ପ୍ରସ୍ତାବକ ମୁଲ୍ୟ ରଖୁଛି। ଜିଏସଟି ଲାଗୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କ୍ଷମତା ରହିଛି। ଜିଏସଟି କାଉନସିଲ ଉଭୟ କେନ୍ଦ୍ର ଓ ରାଜ୍ୟ ପାଇଁ କାର୍ଯ୍ୟ କରିବା ଉଚିତ। ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.