ରୋବଟ ଏମିତି ଡ୍ୟାନ୍ସ କଲାଯେ, ଲୋକେ ଡରି ଏକଦମ୍‌ ଛାନିଆ ! ଦେଖନ୍ତୁ ଭିଡିଓ

ଆଜିର ଯୁଗରେ ରୋବଟ ସବୁକିଛି କାମ କରିପାରୁଛି। ରୋବଟ ମଣିଷର ସବୁ କାମକୁ କରିବାରେ ସକ୍ଷମ ହୋଇପାରୁଛି। ଆପଣ ହସପିଟାଲରେ ରୋବଟ, ରେସ୍ତୋରାଁରେ ରୋବଟ, ପ୍ରତି ଯାଗାରେ ଆପଣ ଦେଖିପାରିବେ ରୋବଟ । ଏବେ ରୋବଟର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ରୋବଟ ଡ୍ୟାନ୍ସ ମୁଭସରେ ନଜର ଆସୁଛି।

ଏମିତି ଡ୍ୟାନ୍ସ ଷ୍ଟେପ କରୁଛି ଲୋମାନେ ଦେଖି ହୋଇଯାଉଛନ୍ତି ଆଶ୍ଚର୍ଯ୍ୟ। ପ୍ରାୟ ଲୋକ ତ ଭିଡିଓକୁ ଦେଖି କହୁଛନ୍ତି, ଆରେ ଭାଇ ଏହା କେମିତି ହେଲା। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଭିଡିଓ ଟ୍ଵିଟରରେ ସେୟାର କରାଯାଇଛି ଆଉ ଖୁବ୍‌ ଭାଇରାଲ୍‌ ମଧ୍ୟ ହେଉଛି।

ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ତିନି ଚାରୋଟି ରୋବଟ ଡ୍ୟାନ୍ସ କରୁଛନ୍ତି। ଏହି ଭିଡିଓ ଦେଖୁଥିବା ଲୋକେ ଏହି ଭାବନାରେ ବସିଯାଇଥିବେ ଯେ ତାଙ୍କ ଫେବରେଟ୍‌ ଡ୍ୟାନ୍ସର ଭଲ ଡ୍ୟାନ୍ସ କରନ୍ତି ନା ଏହି ରୋବଟ ଭଲ ଡ୍ୟାନ୍ସ କରୁଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଭିଡିଓ ଦେଖି ଆପଣ ବି ଯଦି ଭଲ ଡ୍ୟାନ୍ସ କରିବା ଜାଣିଥିବେ ତାହେଲେ ନିଜକୁ ଡ୍ୟାନ୍ସର କହିବା ଭୁଲିଯିବେ। ତେବେ ଏହି ଭିଡିଓରେ ରୋବଟଙ୍କ ଡ୍ୟାନ୍ସ ଦେଖି ଆପଣ କଣ କହିବେ? ଥରେ ନିଶ୍ଚୟ ଦେଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.