ଜାଣନ୍ତୁ, ଏହି ସବୁ କାରଣରୁ ଛଡା ଯାଏ ମୁଣ୍ଡରେ ଚୂଳ !

ଆମ ସମାଜରେ ବାସ କରୁଥିବା ସବୁ ଧର୍ମର ନିଜର ଭିନ୍ନ ଭିନ୍ନ ନୀତି ନିୟମ ରହିଥାଏ । ଆମ ଦେଶ ହିନ୍ଦୁ ଧର୍ମ ପ୍ରମୁଖ ଅଟେ । ପୂର୍ବ କାଳର ଲୋକ ମାନେ ସଂସ୍କୃତ ଭାଷାରେ କଥପକଥନ ହେଉଥିଲେ ଓ ଯେଉଁ ବ୍ୟକ୍ତି ଯେପରି କାମ କରୁଥିଲେ ସେହି ଆଧାରରେ ସେମାନଙ୍କର ଜାତି ନିର୍ଦ୍ଧାରିତ କରାଯାଉଥିଲା । ଅନେକ ପ୍ରକାରର ଜାତି ତିଆରି କରାଯାଇଥିଲା । ଯଥା: ଶୗବ, ବୌଷ୍ଣବ, ଶୁଦ୍ର ଏବଂ ବୌଦ୍ଧ । ଆସନ୍ତୁ ଜାଣିବା ପୁରୁଷ ମାନେ ଲଣ୍ଡା ହେବା ପରେ ମଧ୍ୟ କାହିଁକି ଚୂଳ ମୁଣ୍ଡରେ ଛାଡିଥାନ୍ତି ।

ସୃଷ୍ଟି ସାହିତ୍ୟରେ ବର୍ଣ୍ଣିତ ଅଛି କି ମସ୍ତିଷ୍କ ଭିତରୁ ଯେଉଁଠାରେ ଚୁଟିର କେନ୍ଦ୍ର ହୋଇଥାଏ ସେଠାରେ ମସ୍ତିଷ୍କର ଦହି ମଧ୍ୟ ରହିଥାଏ । ସେହି ଠାରେ କୌଣସି ବି କାରଣରୁ ଆଘାତ ଲାଗିଲେ ମଣିଷର ମୁର୍ତ୍ୟୁ ହୋଇଥାଏ । ଏହି ସ୍ଥାନକୁ ମୁର୍ତ୍ୟୁ ଲିଙ୍ଗ କୁହାଯାଏ ତେଣୁ ପୁରୁଷ ମାନେ ସମ୍ପୁର୍ଣ୍ଣ ଲଣ୍ଡା ନହୋଇ ପଛର କିଛି ଅଂଶରେ ଚୁଟି ଛାଡିଥାନ୍ତି ।

ମନୁଷ୍ୟର ସମସ୍ତ ଇନ୍ଦ୍ରିୟ ତଥା କାନ, ନାକ ଓ ଜିଭର ସଂପର୍କ ଆଖି ସହ ରହିଥାଏ । କାମେନ୍ଦ୍ରିୟ ହାତ, ଗୋଡ ସହ ମୁର୍ତ୍ୟୁ ଲିଙ୍ଗ ସହ ସଂପର୍କ ରହିଥାଏ । ମନୁଷ୍ୟର ମୁର୍ତ୍ୟୁ ଲିଙ୍ଗ ଯେତିକି ଶକ୍ତିଶାଳୀ ହୋଇଥାଏ ସେତିକି ଶକ୍ତିଶାଳୀ ମନୁଷ୍ୟର ଜ୍ଞ୍ୟାନେନ୍ଦ୍ର୍ରିୟ ଓ କାମେନ୍ଦ୍ରିୟ ମଧ୍ୟ ହୋଇଥାଏ ।

ଛୁଆଙ୍କ ଜନ୍ମ ପୂର୍ବରୁ ୩, ୫, ୭ ଓ ୯ ବର୍ଷର ଶେଷରେ ଯେତେବେଳେ କେଶର ସଂସ୍କାର କରାଯାଏ ସେତେବେଳେ କପାଳର କ୍ରେନ୍ଦରେ ଚୁଟି ଛଡା ଯାଇଥାଏ । ଏବଂ କୌଣଷି ବ୍ୟକ୍ତି ଯଦି ପବିତ୍ର ଧର୍ମ ଗ୍ରହଣ କରିଥାନ୍ତି ତେବେ ସେମାନେ ଚୁଟି ଛାଡିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.