ମୃତ୍ୟୁର ଅ।ଭାସ ଜାଣିପାରନ୍ତି ଏହି ମହିଳା : ସାଧାରଣ ମଣିଷଙ୍କ ବୁଝିବା ଶକ୍ତି ବାହାରେ ଏହି ଶକ୍ତିର ରହସ୍ଯ

 

https://knewsodisha.com/wp-content/uploads/2018/07/ari-ahat.jpg

କୁହାଯାଏ ମରଣ କାହା ହାତର କଥା ନୁହେଁ । କାହାର କେତେ ବେଳେ ଯେ ଶେଷ ସମୟ ଆସିଯିବ କେହିବି ସେ ବିଷୟରେ ଜାଣି ନଥାନ୍ତି । କିନ୍ତୁ ଏମିତି କିଛି ଅଲୌକିକ ଶକ୍ତି ଭଗବାନଙ୍କ ବରଦାନ ସଦୃଶ୍ୟ ଅଟେ । ଯାହା କିଛି କମ୍ ଲୋକଙ୍କୁ ମିଳିଥାଏ ।  ଆସନ୍ତୁ ଜାଣିବା ଏମିତି ଜଣେ ମହିଳାଙ୍କ ବିଷୟରେ ଯେ ପୂର୍ବରୁ ମୃତ୍ଯୁର ଆଭାସ ପାଇପାରନ୍ତି । ସେ ମହିଳା ଜଣଙ୍କ କାହାର ବି ମରିବା ପୂର୍ବରୁ ତାଙ୍କର ହୃଦୟ ଶୁଣିପାରନ୍ତି । ଏବଂ ମରଣ ତା’ପାଖକୁ ଚାଲି ଆସୁଚି ସେ ବିଷୟରେ ଜାଣି ପାରିଥାନ୍ତି ।

ଏବେ ଆସନ୍ତୁ ଜାଣିବା ସେ ମହିଳାଙ୍କ ବିଷୟରେ । ମହିଳା ଜଣଙ୍କ ନାଁ ହେଉଛି ଆରି । ସେ ଏମିତି ଜଣେ ମହିଳା ଯାହା ପାଖରେ ଅତୁଳନୀୟ ଶକ୍ତି ଭରି ପୂର୍ଣ୍ଣ । ସେ ମହିଳା ଜଣଙ୍କ ପାଖରେ ଏମିତି ଶକ୍ତି ଅଛି ଯେ କି ସେ ସିଧାସଲଖ ଭାବେ ମରଣ ସହ ମୁକାବିଲା କରିପାରିବେ । ଏହି ରିପୋର୍ଟରୁ ଜଣା ପଡୁଛି । ଆରି ଅଷ୍ଟ୍ରେଲିଆର ନିୟୁ ସାଉଥ୍ ୟୋଲସ୍ ର ଏବଂ ବୟଷ ୨୪ ବର୍ଷ । ଆପଣ ମାନେ ଭାବୁଥିବେ ଏଇଟା ଗୋଟେ ମଜାକ୍ । ସେ ନିଜର ଏହି ଅଲୌକିକ ଶକ୍ତି ପାଇଁ ଅନେକ ଚାକିରି ମଧ୍ୟ ବଦଳେଇ ସାରିଛନ୍ତି । ବର୍ତ୍ତମାନ ସେ ରାଜନୈତିକ  ଉପଦେଷ୍ଟା ଭାବେ କାମ କରୁଛନ୍ତି । ଏବଂ ମାନସିକ ରୋଗର ଚିକିତ୍ସକ ।

୨୪ ବର୍ଷିୟ ଏ ମହିଳା ଜଣଙ୍କର ଏହି ଅଲୌକିକ କାରଣରୁ ଅନେକ ଲୋକଙ୍କ ମୃତ୍ଯୁ ବିଷୟରେ ଜାଣି ପାରନ୍ତି । ଆରିଙ୍କ କହିବା ଅନୁଶାରେ ସେ ଯେତେବେଳେ ଦଶମ ଶ୍ରେଣୀରେ ପଢୁଥିଲେ ସେବେ ସେ ନିଜର ମଉସାଙ୍କ ମରିବା ଖବର ବିଷୟରେ ଜାଣି ପାରିଥିଲେ । ଏହି ଭଳି ଭାବେ ସେ ଅନେକ ଜଣଙ୍କ ମରିବା ବିଷୟରେ ଜାଣିପାରନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.