ଭାରତ-ଅଷ୍ଟ୍ରେଲିଆ ପିଙ୍କ ବଲ୍ ଟେଷ୍ଟ ମ୍ଯାଚ୍, ପ୍ରଥମ ଇନିଂସରେ ଭାରତ ୨୪୪ ରନରେ ଅଲଆଉଟ୍

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ହୋଇଥିବା ବେଳେ ଭାରତ ପ୍ରଥମ ଇନିଂସରେ ୨୪୪ ରନ କରି ଅଲଆଉଟ ହୋଇଛି। ଏହି ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ଦଳର କ୍ୟାପଟେନ୍ ବିରାଟ୍ କୋହଲି ପୁଣି ଥରେ ଫର୍ମାଟକୁ ଫେରିଥିବା ଜଣାଯାଇଛି । ବିରାଟ କୋହଲି ୭୪ ରନ କରି ଆଉଟ ହୋଇଛନ୍ତି।

ଗତକାଲି ପ୍ରଥମ ଦିନର ଖେଳ ସୁଦ୍ଧା ଭାରତ ୬ ୱିକେଟ୍ ହରାଇ ୨୩୩ ରନ୍ କରିଥିଲା। ଆଜି ମାତ୍ର ୧୧ ରନ୍ ଇଣ୍ଡିଆ କରିପାରିପାରିଲା। ସେହିପରି ଚେତେଶ୍ବର ପୂଜାରା ୪୩ ରନ୍ କରି ଆଉଟ୍ ହୋଇଛନ୍ତି। ଅଷ୍ଟ୍ରେଲିଆ ତରଫରୁ ମିଶେଲ ଷ୍ଟ୍ରର୍କ ସବୁଠାରୁ ଅଧିକ ୪ଟି ୱିକେଟ୍ ନେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.