ଭୁବନେଶ୍ବର (କେନ୍ଯୁଜ): ଭିକାରୀ ବେଶରେ ଚୋରି। ଭିକ ମାଗିବା ଆଳରେ ଘରେ ପଶି ଚୋରି କରୁଥିବା ଅଭିଯୋଗ। ଭୁବନେଶ୍ୱର ଡେଲଟା ହାଉସ ଛକରେ ଜଣଙ୍କ ଘରେ ପଶି ଚୋରି କରୁଥିବାବେଳେ ଧରାପଡିଛନ୍ତି।
୪ଜଣ ଯୁବତୀ ଓ ମହିଳା ଏବଂ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ନୟାପଲ୍ଲୀ ପୋଲିସ ଘଟଣାର ତଦନ୍ତ କରୁଛି।