କନ୍ଧମାଳ : ଗ୍ରାମରୁ ବାହାରିଲା ୮ ଫୁଟ ଲମ୍ବର ଅଜଗର, ଉଦ୍ଧାର ପରେ ସାପକୁ ଜଙ୍ଗଲରେ ଛାଡିଲେ ସ୍ନେକ ହେଲ୍ପ ଲାଇର ସଦସ୍ୟ

କନ୍ଧମାଳ (କେନ୍ୟୁଜ): ଗତକାଲି ରାତିରେ ଫୁଲବାଣୀ ସହର ନିକଟସ୍ଥ ମୂଳ ଗୁଦାରି ଗ୍ରାମକୁ ଏକ ୮ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କଟାଯାଇଛି। ସାପଟି ଗ୍ରାମ ଭିତରକୁ ପସିଯାଇଥିବା ବେଳେ ଗ୍ରାମବାସୀ ତାକୁ ନମାରି ଫୁଲବାଣୀ ସ୍ନେକ ହେଲ୍ପ ଲାଇନକୁ ଖବର ଦେଲାପରେ ସେମାନେ ଅଜଗର ସାପଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରି ଗ୍ରାମ ବାହାରେ ଥିବା ଜଙ୍ଗଲ ରେ ଛାଡି ଦେଇଥିଲେ । ଗ୍ରାମ ବାସୀ ଏଭଳି କାର୍ଯ୍ୟକୁ ପ୍ରଶଂସା କରି ସ୍ନେକ ହେଲ୍ପ ଲାଇର ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.