ସମ୍ବଲପୁର : ଘର ଭିତରୁ ମିଳିଲା ବିପୁଳ ପରିମାଣର ମାରଣାସ୍ତ୍ର

ସମ୍ବଲପୁର ଅଇଁଠାପାଲି ଅଞ୍ଚଳର ଏକ ଘରେ ପୋଲିସର ଅତର୍କିତ ଚଢାଉ। ଏଥିରେ ଘର ମଧ୍ୟରୁ ୨ଟି ଖଣ୍ଡା, ଏକ କଟୁରୀ ଓ ଦୁଇଟି ବନ୍ଧୁକ ସହ କିଛି ବିସ୍ଫୋରକ ଜବତ ହୋଇଛି । ଏହି ଘରଟି ରଞ୍ଜନ ମହାରଣାଙ୍କ ବୋଲି ଜଣାପଡ଼ିଛି। ରଞ୍ଜନ ନିଶା କାରବାର ମାମଲାରେ ଏବେ ଜେଲରେ ଅଛନ୍ତି। ଘରେ ମାରଣାସ୍ତ୍ର ରଖିବା ଖବର ପାଇବା ପରେ ପୋଲିସର ଘର ଉପରେ ଚଢାଉ କରିଥିଲା । ଘଟଣାସ୍ଥଳରେ ଏକ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.