ବରଗଡ (କେନ୍ୟୁଜ୍): କାର୍ ଓ ବାଇକ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ବାପ ଝିଅ ମୃତ । ରାସ୍ତାରୋକ ସହ ଚାପା ଉତ୍ତେଜନା ଜାରି । ବରଗଡ ଜିଲ୍ଲା ସୋହେଳା ଥାନା କନାପାଲି ଛକ ଠାରେ ଦୁର୍ଘଟଣା । ମୃତକ ବାପ ଝିଅ ହେଲେ ବିଜେପୁର ଥାନା ବନ୍ଦେରପାଲି ଗାଁର ୩୫ ବର୍ଷିୟ ପ୍ରଦୀପ ସାହୁ ଏବଂ ତାଙ୍କ ୩ ବର୍ଷର ଝିଅ ରୂପା ସାହୁ । ଘଟଣାସ୍ଥଳରେ ସୋହେଳା ପୋଲିସ ଏବଂ ବବିଧାୟକ ସୁଶାନ୍ତ ସିଂ ଉପସ୍ଥିତ ରହି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି ।