୧୩ ବର୍ଷର ଝିଅକୁ ଗଣଦୁଷ୍କର୍ମ, ପାଟିରେ କପଡା ଦେଇ ହାତଗୋଡ ବାନ୍ଧି ଦୁଷ୍କର୍ମ ଅଭିଯୋଗ

କଟକ ( କେନ୍ୟୁଜ) : ସାଲେପୁର ଥାନା ଅଞ୍ଚଳରେ ଲଜ୍ଜା । ନାବାଳିକା ଝିଅକୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ। ୧୩ ବର୍ଷର ନାବାଳିକା ଝିଅକୁ ଦୁଇ ଜଣ ଅଭିଯୁକ୍ତ ଘରେ ଏକୁଟିଆ ଥିବା ଦେଖି ଦୁଷ୍କର୍ମ କରିଥିଲେ। ଏହି ଦୁଇ ଜଣ ଅଭିଯୁକ୍ତ ଯେପରି ଭାବେ ଦୁଷ୍କର୍ମ କରିଛନ୍ତି ଆପଣଙ୍କ ରକ୍ତ ଗରମ ହୋଇଯିବ। ଝିଅଟିର ପାଟିରେ କପଡା ଦେଇ ହାତଗୋଡ଼ ବାନ୍ଧି ଦୁଷ୍କର୍ମ କରିଥିବା ପୀଡ଼ିତାର ମାଆ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଯାହାପରେ ସାଲେପୁର ପୋଲିସ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.